ସମ୍ପାଦକୀୟ

ଚନ୍ଦା ଦେଶେ ଗଲି ପାନିଆ ବିକି

ବିକଟି ଆମ ଲୋକକଥାରେ ବହୁଳ ଭାବେ ପ୍ରସାରିତ ‘ଅନ୍ଧ ଦେଶେ ଗଲି ଦର୍ପଣ ବିକି’ ପରି ଆଉ ଏକ କଟାକ୍ଷ, ଯାହା ସାମ୍ପ୍ରତିକ ଜନଜୀବନରେ ଉପଭୋକ୍ତାଙ୍କ ରୁଚିକୁ ବହୁ ଭାବେ ପ୍ରଭାବିତ କରୁଥିବା ବିବିଧବର୍ଣ୍ଣା ବିଜ୍ଞାପନ ବିରୋଧରେ ଅଭିପ୍ରେତ। ଆଧୁନିକରୁ...

ଏଇ ଭାରତରେ

ଶାଢ଼ି ଲାଇବ୍ରେରି କଥା କେବେ ଶୁଣିଥିଲେ କି? ଏମିତିକା ଲାଇବ୍ରେରି ଦେଖିବାକୁ ପାଇବେ ଗୁଜରାଟର ବରୋଦାରେ। ଏହାକୁ ଜୁନ୍‌ ୨୦୨୦ରେ ୮ ଜଣ ମହିଲା ଏକାଠି ଖୋଲିଥିଲେ। ସେମାନେ ଏହାର ନାମ ରଖିଛନ୍ତି ‘ଅଷ୍ଟ ସହେଲି ଶାଢ଼ି ଲାଇବ୍ରେରି’। ବରୋଦା...

ଏଇ ଭାରତରେ

ଅଗଣାରେ ଜୈବିକ ପରିବା ଚାଷ କରି ଅନ୍ୟମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରୁଛନ୍ତି ବାରାଣସୀର ନନ୍ଦଲାଲ ମାଷ୍ଟର। ସେ ୨୦୦ଟି କୁଣ୍ଡରେ ପରିବା ଚାଷ କରୁଛନ୍ତି। ଏଥିରୁ ଗୋଟିଏ ସପ୍ତାହରେ ୧୦୦ କେଜି ପରିବା ଉପତ୍ାଦନ କରୁଛନ୍ତି। ୨୦୧୧ରେ ଉତ୍ତରପ୍ରଦେଶର ନାଗେପୁର...

ମହାକାଶରେ ଦିବ୍ୟ ଚକ୍ଷୁ

ରିତେଶ କୁମାର ଶିଶୁ ଆମ ଚକ୍ଷୁର ଦୃଷ୍ଟି ପରିସୀମା ସୀମିତ, ଯାହା ମାଧ୍ୟମରେ ବିଶ୍ୱର ସମସ୍ତ ବିଚିତ୍ରତାକୁ ଦେଖିବା ସମ୍ଭବ ନୁହେଁ। ମହାଭାରତରେ ଋଷି ବ୍ୟାସଦେବ ସୟଙ୍କୁ ଓ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଦିବ୍ୟ ଦୃଷ୍ଟି ପ୍ରଦାନ କରିଥିଲେ ଓ...

ମିଥ୍ୟାର ଜୟଗାନ କାହିଁକି

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ମଣିଷ ମାତ୍ରେ ହିଁ କେବେ ନା କେବେ ମିଥ୍ୟା କହିଥାଏ, ଯଦିଓ ଏହାକୁ ଏକ ହୀନ ନକାରାତ୍ମକ ଗୁଣ ରୂପେ ସଚରାଚରରେ ଗଣନା କରାଯାଏ। ଏପରି କି ଆମେ ସତ୍ୟର ମୂର୍ତ୍ତିମନ୍ତ ପ୍ରତୀକ ବୋଲି...

ରାଜନୀତି ମନସ୍କ

ବାବୁମାନେ ରାଜନୀତିରେ ଯୋଗଦେବା ଧାରା ପୁନର୍ବାର ଆରମ୍ଭ ହୋଇଯିବା ପୂର୍ବରୁ ସେମାନଙ୍କ ପାଇଁ ଏକ ବାଧ୍ୟତାମୂଳକ କୁଲିଂ ଅଫ୍‌ ପିରିୟଡ୍‌ ପାଇଁ ଦାବି ହୋଇଛି। ଉତ୍ତରପ୍ରଦେଶରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖିତ୍ଆଗରେ ରଖି ରାଜ୍ୟର ଦୁଇ ବରିଷ୍ଠ...

ଏଇ ଭାରତରେ

ଉତ୍ତରପ୍ରଦେଶର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫ୍ୟାଶନ ଟେକ୍‌ନୋଲୋଜିରୁ ଡିଗ୍ରୀ ହାସଲ କରିବା ପରେ ଏ କ୍ଷେତ୍ରରେ ଏକ ଅଭିନବତ୍ୱ ଆଣିଛନ୍ତି ଅଭିଷେକ ପାଠକ। ସେ ଖଦିର ବିକାଶ ଲାଗି ପ୍ରୟାସ କରୁଛନ୍ତି ଓ ସୋଲାର ଖଦି ଉପତ୍ାଦ ଉପରେ ଗୁରୁତ୍ୱ...

ଓଡ଼ିଆ ଜୀବନ ଚିତ୍ରର ଫୁଙ୍ଗୁଳା ଫର୍ଦ୍ଦ

ଡ. ପ୍ରଫୁଲ୍ଲ କୁମାର ସାହୁ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ଫକୀରମୋହନ ସେନାପତି। ସାମାଜିକ ବାସ୍ତବତାର ଜଣେ ପ୍ରଚଣ୍ଡ ପ୍ରବକ୍ତା। ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଯେତେବେଳେ ସାହେବମାନଙ୍କ ହୁକୁମ ଓ ପଡ଼ୋଶୀ ବଙ୍ଗାଳୀମାନଙ୍କ ତାଚ୍ଛଲ୍ୟ ମଝିରେ ବନ୍ଧା ପଡ଼ିଥିଲା...

ଆଫଗାନିସ୍ତାନରେ ମାନବୀୟ ସଙ୍କଟ

ଲଖ୍‌ଦର ବ୍ରାହିମି ଅଗଷ୍ଟ ୨୦୨୧ରେ ପାଶ୍ଚତ୍ୟ ସମର୍ଥତ୍ତ ଆଫଗାନିସ୍ତାନ ସରକାର ଖୁବ୍‌ କମ୍‌ ଦିନରେ ଭୁଶୁଡି ପଡ଼ିବା ଦେଖି ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଦେଶରେ ଚାରିଆଡେ ଅସ୍ଥିରତା ଖେଳିଗଲା ଏବଂ ଶେଷରେ ତାଲିବାନ୍‌ କାବୁଲ ଦଖଲ କରି ଦୀର୍ଘ ୨୦...

ବନାଞ୍ଚଳର ବିସ୍ତୃତି

ଯୁକ୍ତରାଷ୍ଟ୍ର ଆମେରିକାର ୩୨ତମ ରାଷ୍ଟ୍ରପତି ଫ୍ରାଙ୍କଲିନ୍‌ ଡି.ରୁଜଭେଲ୍ଟ ଏକଦା କହିଥିଲେ, ଯେଉଁ ରାଷ୍ଟ୍ର ତା’ର ମୃତ୍ତିକାକୁ ଧ୍ୱଂସ କରେ, ସେହି ରାଷ୍ଟ୍ର ନିଜକୁ ହିଁ ଧ୍ୱଂସ କରିଥାଏ। ଜଙ୍ଗଲଗୁଡ଼ିକ ହେଉଛି ଆମେ ବାସ କରୁଥିବା ଏଇ ଧରିତ୍ରୀର ଫୁସ୍‌ଫୁସ୍‌; ଯାହା...

ରେକର୍ଡ ସ୍ତରରେ ବଜାର କାରବାର

ମୁମ୍ବାଇ,୧୩।୧: ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ କୋଭିଡ୍‌ର ୩ୟ ଲହର ସହ ଓମିକ୍ରନ୍‌ର ଭୟର ବାତାବରଣ ମଧ୍ୟରେ ଦଲାଲ ଷ୍ଟ୍ରିଟ୍‌ରେ ନିବେଶକଙ୍କ ଉତ୍ସାହ ଜାରି ରହିଛି। ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୫୩୩ ପଏଣ୍ଟ ବୃଦ୍ଧି ପାଇଛି।...

ପ୍ରଯୁକ୍ତି ଓ ଗଣତନ୍ତ୍ର

ମାନୁଏଲ୍‌ ମୁନିଜ୍‌ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସପକ୍ଷବାଦୀମାନେ ୬ ଜାନୁୟାରୀ ୨୦୨୦ରେ କ୍ୟାପିଟୋଲ ଉପରେ ଆକ୍ରମଣ କରିଥିଲେ। ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବାରେ ବାଧା ସୃଷ୍ଟି କରିବାରେ ସେହିଦିନର ଘଟଣା ଉଦ୍ଦିଷ୍ଟ ଥିଲା। ଏହି ଆକ୍ରମଣର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri