ସମ୍ପାଦକୀୟ

ଟିକା ବ୍ୟବସାୟ

ଭାରତରେ କରୋନାର ଦ୍ୱିତୀୟ ଲହରକୁ ନେଇ ପ୍ରଥମେ କଲିକତା ହାଇକୋର୍ଟ ନିର୍ବାଚନ କମିଶନ(ଇସି)ଙ୍କୁ ସମାଲୋଚନା କଲେ। ତା’ପରେ ମାଡ୍ରାସ୍‌ ହାଇକୋର୍ଟ ଇସିଙ୍କୁ ହତ୍ୟାକାରୀ ଆଖ୍ୟା ଦେଲେ। ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦ୍ରା ଭଙ୍ଗ ହେଲା। କରୋନା ପରିଚାଳନା ଅବ୍ୟବସ୍ଥାକୁ...

ପ୍ରାଣୀ ଚମଡ଼ାର ବିକଳ୍ପ

ମାନେକା ଗାନ୍ଧୀ ପ୍ରାଣୀ ମାଂସ ଖାଇବା ଓ ପ୍ରାଣିଜ ଉପତ୍ାଦ ପିନ୍ଧିବାରେ ମୁଁ ଏକ ପରିବର୍ତ୍ତନ ଦେଖିବାକୁ ଯାଉଛି। ବିଶ୍ୱର ବୃହତ୍‌ କଂସେଇଖାନା କମ୍ପାନୀ ଏବଂ ନିବେଶକମାନେ ଲାବରେଟୋରିରେ ରିୟଲ ମିଟ୍‌ ବା ଅସଲି ମାଂସ (ଏହାକୁ ମଧ୍ୟ କ୍ଲନ୍‌...

କରୋନା ଆଣିଛି ନିଦ୍ରା ବିଶୃଙ୍ଖଳା

ଡା.ସମ୍ରାଟ କର ରାଜ୍ୟର ସମସ୍ତ ସହରାଞ୍ଚଳରେ ପୂର୍ବଭାବେ ସପ୍ତାହାନ୍ତ ଶନିବାର ଓ ରବିବାର ଲକ୍‌ଡାଉନ ଆରମ୍ଭ ହୋଇଛି। ଯଦିଓ ଏହା ପୂର୍ବରୁ ବିଶେଷକରି ଦ୍ୱୈତନଗରୀରେ ରାତି ନଅରୁ ପରଦିନ ସକାଳ ପାଞ୍ଚ ପର୍ଯ୍ୟନ୍ତ କର୍ଫ୍ୟୁ ରହୁଛି। ବାସ୍ତବ କଥା ହେଉଛି,...

ବିଭୀଷିକାର ବ୍ୟବଚ୍ଛେଦ

ଉପେନ୍ଦ୍ର ବିଶ୍ୱାଳ ସବୁଠି ଆତଙ୍କର ଆସ୍ତରଣ, ବିଭୀଷିକାର ବିତ୍ପାତ। ଏକ ଅନିଶ୍ଚିତ ଭବିଷ୍ୟତର ଆଶଙ୍କା ଦଂଶନ କରୁଛି ସଭିଙ୍କୁ। ଠିକ୍‌ ବର୍ଷକ ତଳେ, ତାଲାବନ୍ଦର ତାଡନାରେ କି ହନ୍ତସନ୍ତ ହେଉ ନ ଥିଲା ଏ ଜୀବନ! ତଥାପି ଆମର ଚେତା...

ଏଇ ଭାରତରେ

ମେଡିକାଲ କ୍ୟାରିୟରକୁ ପଛରେ ପକାଇ ଆଇପିଏସ୍‌ ହେବା ପରେ ଡ. ସଂଗ୍ରାମ ପାଟିଲ ରୋଗୀ ସେବାକୁ ଭୁଲିପାରିନାହାନ୍ତି। ମହାରାଷ୍ଟ୍ରରେ ରହନ୍ତି ସଂଗ୍ରାମଙ୍କ ପରିବାର । ୧୮ ଜଣ ଡାକ୍ତର ତାଙ୍କ ପରିବାରରେ ଅଛନ୍ତି। ସଂଗ୍ରାମ ୨୦୧୫ରେ ଆଇପିଏସ୍‌ ପାଇଥିଲେ। ଏହାପରେ...

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ କୃଷିକୁ ପ୍ରଭାବିତ କରିବାରେ ଲାଗିଛି। ଫସଲ ନଷ୍ଟ ହେବା ଦ୍ୱାରା ମୁଖ୍ୟତଃ କ୍ଷୁଦ୍ର ତଥା ନାମମାତ୍ର ଚାଷୀମାନେ ନାହିଁ ନ ଥିବା କ୍ଷତି ସହୁଛନ୍ତି। ସେମାନଙ୍କ ପାଇଁ କୃଷିବୀମାର ବ୍ୟବସ୍ଥା ରହିଥିତ୍ଲେ ବି ଭାରତରେ...

ଆସ ଗଛ କାଟି ଅକ୍ସିଜେନ୍‌ ଖୋଜିବା

ଡ. ଭାରତ ଭୂଷଣ ରଥ   କରୋନା ପୁଣି ଲେଉଟିଲା। ଲେଉଟାଣି କରୋନା ଖୁବ୍‌ ଦମ୍ଭର ସହିତ ଲେଉଟିଛି। ଏବେ କରୋନାର ନୂଆ ରୂପ ଏବଂ ନୂଆ ତମାସା। ସତରେ ଜନଜୀବନ ଅସ୍ତବ୍ୟସ୍ତ। ତେବେ ଏଥର ମାନବଶରୀରରେ ଅମ୍ଳଜାନ (ଅକ୍ସିଜେନ୍‌)ର...

ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ

ସୁମନ୍ତ କୁମାର ଭୂୟାଁ   ଭାରତୀୟ ସଂସ୍କୃତିରେ ଏକ ମୂଲ୍ୟବାନ୍‌ ଉପଦେଶ ରହିଆସିଛି- ତାହା ହେଲା, ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ। ଜ୍ୟେଷ୍ଠମାନଙ୍କୁ, ଶ୍ରେଷ୍ଠମାନଙ୍କୁ ନମସ୍କାର। ଯେତେବେଳେ ଯୌଥ ପରିବାରର ସଂସ୍କୃତି ପ୍ରଚଳିତ ଥିଲା; ସେତେବେଳେ ଜ୍ୟେଷ୍ଠମାନଙ୍କୁ ଜ୍ଞାନ, ଅଭିଜ୍ଞତା...

ଲେଖକ ଓ ସମ୍ବେଦନଶୀଳତା

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ନିକଟରେ ପ୍ରକାଶ ପାଇଥିବା ନିରଞ୍ଜନ ସାହୁଙ୍କ ଆତ୍ମଜୀବନୀ ‘କଥା ଅନେଶ୍ୱତ’ରେ ବର୍ଣ୍ଣିତ ଏକ ସମ୍ବେଦନଶୀଳ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଲେଖକ ଥାଆନ୍ତି ତହସିଲଦାର। ଦିନେ ସେ ଅଫିସରେ ପଶୁ ପଶୁ ଦେଖିଲେ ଜଣେ...

ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ୟଗ୍ର ମେଦିନୀ

ତୁଷାରକାନ୍ତ ତା୦୩ା୦୪ା୨୦୨୧ରିଖରେ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲା ଅନ୍ତର୍ଗତ ଟେକୁଲଗୁଡମର ପାହାଡ଼ରୁ ସୁରକ୍ଷାକର୍ମୀଙ୍କ ଉପରେ ନକ୍ସଲଙ୍କ ଆକ୍ରମଣ ଆରମ୍ଭ ହୋଇ ପାହାଡ଼ ତଳ ଅଞ୍ଚଳରେ ଶେଷ ହୋଇଥିଲା, ଯେଉଁଥିରେ ୨୨ ଜଣ ଅର୍ଦ୍ଧ-ସାମରିକ ବାହିନୀ ସୁରକ୍ଷା କର୍ମୀ ଶହୀଦ ହୋଇଥିଲେ।...

ଶାସକ ଶ୍ରେଣୀର ଅହଂକାର ଓ ବୁଦ୍ଧିଜୀବୀଙ୍କ ନୀରବତା

ଡ. ସନ୍ତୋଷ କୁମାର ମହାପାତ୍ର ପ୍ରାୟ ଏକ ବର୍ଷରୁ ଊଦ୍ଧର୍‌ବ ଧରି କରୋନା ମହାମାରୀ ଏପରି ଭୟାନକ ସ୍ଥିତିକୁ ମାନବଜାତିକୁ ଠେଲି ଦେଇଛି ଯେ ଜଣେ ଧନୀ ହେଉ ବା ଗରିବ, ସମସ୍ତେ ଆତଙ୍କିତ ବା ଶଙ୍କାକୁଳ ସ୍ଥିତିରେ ଅଛନ୍ତି।...

ଏଇ ଭାରତରେ

ବାଦ୍ୟଯନ୍ତ୍ର ପ୍ରତି ଏକ ପରିବାରର ଆସକ୍ତି ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପରିବାର ରହୁଛନ୍ତି କେରଳର ପାଲକ୍କଡଠାରୁ ୧୫ କି.ମି. ଦୂର ପେରୁଭେମ୍ବା ଗାଁରେ। ୨୦୦ ବର୍ଷରୁ ଊର୍ଦ୍ଧ୍ୱ ହେବ ପିଢ଼ି ପରେ ପିଢ଼ି ଏହି ପରିବାରର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri