ଡ. ଚିନ୍ତାମଣି ପଣ୍ଡା ତିହାସିକଙ୍କ ମତରେ ସନାତନ ହିନ୍ଦୁଧର୍ମ ସର୍ବପୁରାତନ ତଥା ଏକ ଉଦାରବାଦୀ ଚିନ୍ତାଧାରା ଉପରେ ପର୍ଯ୍ୟବସିତ। ଏହା ସହନଶୀଳତା ତଥା ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଶିକ୍ଷା ଦିଏ। ଅନ୍ୟ ଧର୍ମ ପ୍ରତି ବିଦ୍ୱେଷ କି ଅସୂୟାଭାବରେ ଏଥିରେ ସ୍ଥାନ...
ବିଚିତ୍ର ବିଶ୍ୱାଳ ଅନେକ ଘାତ ପ୍ରତିଘାତ ପାର୍ ହୋଇ କୃଷକ ଆନ୍ଦୋଳନ ଦୀର୍ଘ ସତୁରି ଦିନରୁ ଊର୍ଦ୍ଧ୍ୱ କାଳ ଧରି ଜାରି ରହିଛି। ସାଧାରଣତନ୍ତ୍ର ଦିବସ ଦିନ କୃଷକଙ୍କ ଟ୍ରାକ୍ଟର ରାଲିରେ ହିଂସା ଓ ଲାଲକିଲ୍ଲାରେ ଧର୍ମୀୟ ପତାକା ଉଡ଼େଇବା...
ଅନ୍ଧବିଶ୍ୱାସ ଦୂର ଲାଗି ମଧ୍ୟପ୍ରଦେଶର ଗଙ୍ଗା ରାଜପୁତଙ୍କ ପ୍ରଚେଷ୍ଟା ଉଦାହରଣ ସୃଷ୍ଟି କରିଛି। ଗଙ୍ଗା ରୁହନ୍ତି ବୁନ୍ଦେଲଖଣ୍ଡର ଚୌଧୁରୀ ଖେର ଗାଁରେ। ୧୨ ବର୍ଷ ପୂର୍ବେ ସେ ଏହି ଗାଁକୁ ବୋହୂ ହୋଇ ଆସିଥିଲେ। ସେ ଗାଁ ମହିଳାମାନଙ୍କୁ ଏକାଠି...
Archives
Model This Week
ପିଲାଙ୍କ ଧରିତ୍ରୀ