ସମ୍ପାଦକୀୟ

କଲେଜପଢ଼ୁଆ ମେୟର

ଜଣେ ୨୧ ବର୍ଷ ବୟସରେ ମେୟର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସିବା ବିଷୟ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କଲେଜପଢ଼ୁଆ ଝିଅ ଆର୍ଯ୍ୟା ରାଜେନ୍ଦ୍ରନ୍‌ଙ୍କ ନାମ କେରଳ ରାଜଧାନୀ ଥିରୁଭାନନ୍ଥପୁରମ୍‌ର ମେୟର ଭାବେ ଗଣମାଧ୍ୟମରେ ଖବର...

ଟାଇମ୍‌ ବ୍ୟାଙ୍କ

ଡ. ମୌସୁମୀ ପରିଡ଼ା ‘ଟାଇମ୍‌ ବ୍ୟାଙ୍କ୍‌’ ଯୋଜନାରେ ସମୟକୁ ଜମା ରଖି ଆବଶ୍ୟକବେଳେ ସେହି ନିର୍ଦ୍ଦିଷ୍ଟ ସମୟକୁ ନିଜ ପାଇଁ ବିନିଯୋଗ କରାଯାଇପାରେ। ଏହି ଯୋଜନା ସୁଇଜରଲାଣ୍ଡରେ ସର୍ବପ୍ରଥମେ କାର୍ଯ୍ୟକାରୀ ହୋଇ ଆଦୃତିଲାଭ କରିପାରିଥିଲା। ଉକ୍ତ ଯୋଜନାଟି ବୟସ୍କ ବା...

ଏଇ ଭାରତରେ

କେବଳ ଦକ୍ଷତା ନୁହେଁ , ନିଷ୍ଠା ବଳରେ ସବୁକିଛି ସମ୍ଭବ ବୋଲି ପ୍ରମାଣ କରିଛନ୍ତି ଝାଡ଼ଖଣ୍ଡର ଆଇଏଫ୍‌ଏସ୍‌ ଅଧିକାରୀ ବିକାଶ ଉଜ୍ଜାଓ୍ବାଲ। ସେ ୪ ବର୍ଷରେ ୩ ଲକ୍ଷରୁ ଊଦ୍ଧ୍ୱର୍ର୍ ଗଛ ଲଗାଇ ୫୦୦୦ ହେକ୍ଟର ଜମିରେ ଜଙ୍ଗଲ ଠିଆ...

ସଂସ୍କାରରେ ବାଧା

ଚଳିତ ବର୍ଷ ପ୍ରାରମ୍ଭରେ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆଙ୍କ ପୁସ୍ତକ‘ଇଣ୍ଡିଆ ଅନ୍‌ଲିମିଟେଡ-ରିକ୍ଲେମିଂ ଦି ଲଷ୍ଟ ଗ୍ଲୋରି’ପ୍ରକାଶ ପାଇଥିଲା। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ,ଭାରତୀୟ ବାବୁମାନେ ସୋସିଆଲ ହ୍ୟାଙ୍ଗଓଭରରେ ଆକ୍ରାନ୍ତ,ଯେଉଁଥିପାଇଁ ମୋଦି ସରକାର ଆରମ୍ଭ କରିବାକୁ ଚାହଁୁଥିବା...

ମୋ ସୁନାଟା ପରା…

ଡ.କୁଳାଙ୍ଗାର ସତ କହିଲେ ଆଜ୍ଞା, ମୋ ପରି ଆପଣ ବି ସୁନାକୁ ଲୋଭ କରନ୍ତି ଓ ଭଲ ପାଆନ୍ତି? ଯଦି ପାଉଥାଆନ୍ତି ତେବେ ତ ସାଂଘାତିକ କଥା ା ଏ ସୁନା ଲୋଭ ଆପଣଙ୍କୁ ସାଂଘାତିକ ବିପଦରେ ପକେଇ ପାରେ...

ସୁନାମି ଓ ସତର୍କ ସୂଚନା ବ୍ୟବସ୍ଥା

କମଳାକାନ୍ତ ଜେନା ୨୦୦୪ ଡିସେମ୍ବର ୨୬ ତାରିଖ, ରବିବାର। ସମୟ ସକାଳ ୬ଟା ୨୯ ମିନିଟ୍‌। ଇଣ୍ଡୋନେସିଆର ଦକ୍ଷିଣକୁ ଅବସ୍ଥିତ ସୁମାତ୍ରାଦ୍ୱୀପ ଥରିଉଠିଲା। ରିକ୍ଟର ସ୍କେଲ ଉପରେ କମ୍ପନର ତୀବ୍ରତା ଥିଲା ୮.୯। ବିଗତ ୪୦ ବର୍ଷ ମଧ୍ୟରେ ଏହା...

ଏଇ ଭାରତରେ

କୃଷି କେବଳ ଗ୍ରାମାଞ୍ଚଳରେ ସମ୍ଭବ ସହରାଞ୍ଚଳରେ ନୁହେଁ, ଏଭଳି ଧାରଣକୁ ଦୂର କରିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଜଣେ ପୂର୍ବତନ ବୈଜ୍ଞାନିକ ପୂର୍ଣ୍ଣିମା ସଭରଗାଁଓକର। ନଡ଼ାରୁ ମାଟି ପ୍ରସ୍ତୁତ କରି ନଡ଼ା ପୋଡ଼ି ସମସ୍ୟାର ସମାଧାନ ପାଇଁ ବାଟ...

ଜିଦି ଛାଡ଼

କୃଷକମାନଙ୍କ ଆନ୍ଦୋଳନର ତୀବ୍ରତା ଥମିବାର କୌଣସି ଆଭାସ ମିଳୁନାହିଁ। ଏହି ଆନ୍ଦୋଳନକୁ ୪ ସପ୍ତାହ ବିତି ଯାଇଥିଲେ ବି କେନ୍ଦ୍ର ଓ ବିକ୍ଷୋଭକାରୀ କୃଷକମାନେ ଏକ ସମାଧାନର ବାଟ ପାଇପାରିନାହାନ୍ତି। ଉଭୟ ପକ୍ଷ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି। ଏହି...

ଏଇ ଭାରତରେ

ନୀରବଚ୍ଛିନ୍ନ ସାଧନା ବଳରେ ସବୁକିଛି ସମ୍ଭବ,ଏହା ପ୍ରମାଣ କରିଛନ୍ତି ପଶ୍ଚିମବଙ୍ଗର ତାରାପଦ ହାଲ୍‌ଦାର। ସେ ଦିନ ମଜୁରିଆରୁ ଏବେ ପାଲଟିଛନ୍ତି ଦେଶର ଜଣେ ପ୍ରତିଷ୍ଠିତ ସିତାର କାରିଗର। ଦାଦପୁର ଗାଁର ଏହି କଳାକାର ନିଜସ୍ବ ଉଦ୍ୟମରେ ତାଙ୍କ ଗାଁକୁ ଭାରତର...

ଜମି ମାଲିକାନା କୃଷକ ହାତକୁ ଯାଉ

ଶେଖ୍‌ ଫରିଦ୍‌ଉଦ୍ଦିନ୍‌ ଓଡ଼ିଶାରେ ପ୍ରାୟ ୭୫ ପ୍ରତିଶତ ଅଧିବାସୀ ଗ୍ରାମାଞ୍ଚଳରେ ବାସ କରନ୍ତି। ସେଥିମଧ୍ୟରୁ ୬୫ ପ୍ରତିଶତ କେବଳ କୃଷିଜୀବୀ। ଗ୍ରାମାଞ୍ଚଳରେ ଅଧିକାଂଶ ଗରିବ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୩୧ ପ୍ରତିଶତ ଲୋକ...

ମହାମାରୀ ଓ ପ୍ରାଥମିକ ଶିକ୍ଷା

ଲୋକନାଥ ପଣ୍ଡା ଗତ ମାର୍ଚ୍ଚ ମାସରୁ କୋଭିଡ କଟକଣା ହେତୁ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଛି। କୋଭିଡ ମହାମାରୀ ପରିପ୍ରେକ୍ଷୀରେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପ୍ରୟାସ ଚାଲିଛି। ଅବଶ୍ୟ କୁହାଯାଇପାରେ ଯେ, ସରକାରୀ ବ୍ୟବସ୍ଥାରେ ଏବଂ ମୁଖ୍ୟତଃ ରାଜ୍ୟ...

ହାତୀ-ମଣିଷ ଲଢ଼େଇର ସମାଧାନ

ମାନେକା ଗାନ୍ଧୀ ଗତ ସପ୍ତାହରେ ଗୋଟିଏ ମାଈ ବାରାଶିଙ୍ଗା (ଏକ ଜାତୀୟ ବଡ଼ ହରିଣ, ଯାହାର ଶିଙ୍ଗରେ ଶାଖା ଥାଏ) ପଞ୍ଚକୁଲାର ଏକ କ୍ଷେତ ଭିତରକୁ ପଶିଯାଇଥିଲା। ସେଠାରେ ସେ ଏକ ଅଟାଗୁଳା ଖାଇଦେଇଥିଲା। ଏହା ଅଟାଗୁଳା ନ ଥିଲା,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri