ସମ୍ପାଦକୀୟ

କୃଷକଙ୍କ ଦାବି କେତେ ଯଥାର୍ଥ

ଭାଲଚନ୍ଦ୍ର ଷଡ଼ଙ୍ଗୀ ରାଜଧାନୀ ଦିଲ୍ଲୀ ଏବେ ଦେଶର କୃଷକ ଆନ୍ଦୋଳନର ଘାଟିରେ ପରିଣତ ହୋଇଯାଇଛି। ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାଜପଥକୁ ଗତ ତିନି ସପ୍ତାହରୁ ଅଧିକ ସମୟ ଧରି ପଞ୍ଜାବ, ହରିୟାଣା, ୟୁପି ଓ ରାଜସ୍ଥାନ ସମେତ ଦେଶର...

ଏଇ ଭାରତରେ

ଶବଦାହ ନିମନ୍ତେ ସବୁ ଅଞ୍ଚଳରେ ଶ୍ମଶାନ ଥିବା କଥା ପ୍ରାୟ ସମସ୍ତେ ଜାଣିଥିବେ। କିନ୍ତୁ କୁକୁରଙ୍କ ପାଇଁ ବି ଶ୍ମଶାନ ଅଛି ଏକଥାକୁ ପ୍ରାୟତଃ କେହି ଜାଣି ନ ଥିବେ! କୁକୁରଙ୍କ ପାଇଁ ଏଭଳି ଏକ ସ୍ବତନ୍ତ୍ର ଶ୍ମଶାନ ଏବେ...

ମୋ ବାପା କିଏ ଜାଣିଛ?

ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଚିଲିର ରାଷ୍ଟ୍ରପତି ସେବାଷ୍ଟିଆନ୍‌ ପିନେରା ବିନା ମାସ୍କରେ ଜଣେ ମହିଳାଙ୍କ ସହ ଫଟୋ ଉଠାଇବାରୁ ତାଙ୍କୁ ୩ ହଜାର ୫୦୦ ଆମେରିକୀୟ ଡଲାର ଦେବାକୁ ପଡ଼ିଛି। କୋଭିଡ୍‌ ଭଳି ସ୍ଥିତି ଲାଗି ରହିଥିବା ବେଳେ ମାସ୍କ...

ଚଟୁ ଆଇଁଷ, ବେଣ୍ଟ ନିରାମିଷ

ଉତ୍ତର ପ୍ରଦେଶର ମୋରଦାବାଦଠାରେ ଦୁଇ ସପ୍ତାହ ତଳେ ରଶିଦ୍‌ ଅଲି ଓ ତାଙ୍କ ଭାଇ ସଲିମ୍‌ ଅଲିଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଡିସେମ୍ବର ୫ରେ ପିଙ୍କିଙ୍କ ସହ ବିବାହ ପଞ୍ଜୀକରଣ କରିବା ଲାଗି ରଶିଦ୍‌ ତାଙ୍କ ଭାଇଙ୍କ ସହ ଯାଉଥିବାବେଳେ...

ନିଦ୍ରାହୀନତାର ନିଦାନ

ଡ. ଛାୟାକାନ୍ତ ଷଡ଼ଙ୍ଗୀ କର୍ମକ୍ଲାନ୍ତ ଜୀବନରେ କେବଳ ସୁନିଦ୍ରା ହିଁ ମଣିଷକୁ ସୁଖ ଦିଏ। ବିଶିଷ୍ଟ ନାଟ୍ୟକାର ଓ କବି ସେକ୍ସପିଅରଙ୍କ ଭାଷାରେ ନିଦ୍ରା ହେଉଛି ”Sore labour’s bath/Balm of hurt munds“ ଅର୍ଥାତ୍‌ କର୍ମକ୍ଲାନ୍ତ ମଣିଷର ଯନ୍ତ୍ରଣା...

ଓଡ଼ିଶାରେ କୃଷି ବଜାର

ଗୋକୁଳ ପଟ୍ଟନାୟକ ନୂତନ କୃଷି ଆଇନକୁ କେନ୍ଦ୍ରକରି ଦେଶରେ ବିବାଦ ତୀବ୍ର ହେଉଛି। ଏହାକୁ ନେଇ ସାରା ଦେଶରେ କୃଷକ ଆନ୍ଦୋଳନ ଦେଖାଦେଇଛି, ଯାହା ଆର୍ଥିକ ବିକାଶରେ ଏଗ୍ରିକଲ୍‌ଚରାଲ ମାର୍କେଟ ବା କୃଷି ବଜାରର ପ୍ରମୁଖ ଭୂମିକାକୁ ପୁଣି ଥରେ...

ଏଇ ଭାରତରେ

କୋଭିଡ୍‌ ମହାମାରୀ ନାଁ ଶୁଣିଲେ ଭୟ ଲାଗେ। ସେମାନଙ୍କୁ ଛୁଇଁବା ତ ଦୂରର କଥା ତାଙ୍କ ପାଖାପାଖି ଯିବାକୁ ଭୟ ଲାଗେ। କିନ୍ତୁ ରୋଗୀଙ୍କୁ ଚିକିତ୍ସା କରିବା ଲାଗି ଡାକ୍ତରମାନେ ବ୍ୟବହାର କରୁଥିବା ପିପିଇ କିଟ୍‌କୁ ସଂଗ୍ରହ କରି ସେଥିରୁ...

ଆଇନ କାହା ପାଇଁ

ଆକାର ପଟେଲ ଇଣ୍ଟରଫେଥ୍‌ (ଆନ୍ତଃଧର୍ମ)ବିବାହ ଉପରେ ଆଇନତଃ ପ୍ରତିବନ୍ଧକ ଲଗାଇବାରେ ଉତ୍ତରପ୍ରଦେଶର ଆଇନ ଏବକାର ଭାରତୀୟ ଲିଗାଲ ସିଷ୍ଟମର ପ୍ରବର୍ତ୍ତନଶୀଳ ବିଶେଷତାକୁ ସାମ୍‌ନାକୁ ଆଣିଛି। ବର୍ଡନ ଅଫ୍‌ ପ୍ରୁଫ୍‌ ବା ପ୍ରମାଣ କରିବାର ବୋଝ ସରକାରରୁ ଅଭିଯୁକ୍ତ ପାଖକୁ ଶିଫ୍ଟ...

ନଷ୍ଟ ସମୟର ଚିତ୍ରପଟ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ନଷ୍ଟ ସମୟର ପ୍ରଥମ ଚିତ୍ର। ଗୋଟିଏ ଗାଁର ଜଣେ ବୁଢ଼ାଙ୍କର ଚାରି ପୁଅ। ଅନ୍ୟ ବହୁ ପରିବାର ଭଳି ଏକାନ୍ନବର୍ତ୍ତିତାରେ ବିଶ୍ୱାସ ନ ଥିବାରୁ ସମସ୍ତେ ପରସ୍ପରଠାରୁ ପୃଥକ୍‌। ଚାରି ଭାଇଙ୍କ ମଧ୍ୟରେ...

କୃଷକମାନେ କାହିଁକି ରାସ୍ତାରେ

ଗୋକୁଳ ପଟ୍ଟନାୟକ ନୂଆ କୃଷି ଆଇନଗୁଡ଼ିକ ପ୍ରବର୍ତ୍ତନବାଦୀ ଏବଂ ଏହା କୃଷକଙ୍କୁ ସ୍ବାଧୀନତା, ସୁରକ୍ଷା ଓ ଅଧିକ ଆୟ ଦେବା ପାଇଁ ସଂକଳ୍ପବଦ୍ଧ ବୋଲି ସରକାର କହିଛନ୍ତି। ସେମାନେ ମଧ୍ୟ ନିଶ୍ଚିତ କରିଛନ୍ତି ଯେ, କୃଷକମାନେ ସେମାନଙ୍କ କୃଷି ଉତ୍ପାଦଗୁଡ଼ିକୁ...

ଏଇ ଭାରତରେ

ଷଢ଼େଇରୁ ଆକର୍ଷଣୀୟ ଜିନିଷ ତିଆରି କରୁଛନ୍ତି ମହାରାଷ୍ଟ୍ରର ବିଜୟାନନ୍ଦ ଶେମ୍ବେକର। ବିଜୟାନନ୍ଦଙ୍କୁ ବୟସ ୫୯। ସେ ଦିନବେଳା ଅଫିସ୍‌ ଯାଆନ୍ତି ଓ ରାତିରେ ବାହାରି ଯାଆନ୍ତି ଷଢ଼େଇ ଗୋଟାଇବାକୁ। ଏମିତିକି ଷଢେଇ ଗୋଟାଇବାବେଳେ ସେ ପ୍ରଶାସନ ସନ୍ଦେହର ଶିକାର ହୋଇଛନ୍ତି।...

ଏଇ ଭାରତରେ

ଏବେ ଅନେକ ପରିବାରରେ ବୃଦ୍ଧବ୍ୟକ୍ତିମାନେ ସମସ୍ୟାରେ ରହୁଛନ୍ତି। କେହି ସନ୍ତାନସନ୍ତତିଙ୍କଠାରୁ ଦୂରେଇ ରହୁଛନ୍ତି ତ ଆଉ କେହି ଘରୁ ବାହାରିଯାଇ ବୃଦ୍ଧାଶ୍ରମରେ ଜୀବନ ବିତାଉଛନ୍ତି। ବାର୍ଦ୍ଧକ୍ୟରେ ଅବହେଳାର ଶିକାର ହେବା ଲକ୍ଷ୍ୟ କରି ଏମାନଙ୍କୁ ସହଯୋଗର ହାତ ବଢ଼ାଇଥିବା ବ୍ୟକ୍ତିଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri