ସମ୍ପାଦକୀୟ

ଏଇ ଭାରତରେ

କର୍ନାଟକର ଜଣେ ପୋଲିସ ଅଧିକାରୀ ଦୁଇ ଅନାଥ ଭଉଣୀଙ୍କ ଜୀବନ ଗଢିବାରେ ଲାଗିଛନ୍ତି। ସେମାନଙ୍କ ପାଇଁ ଦୈନନ୍ଦିନର ଆବଶ୍ୟକତା ପୂରଣ କରିବା ସହ ସେମାନଙ୍କ ପାଇଁ ଏକ କୋଠା ଘର ମଧ୍ୟ ନିର୍ମାଣ କରିଛନ୍ତି। ଅଭିଭାବକ ହୋଇ ସ୍କୁଲ୍‌ରେ ବଡ...

ଝିଅ ଜନମ ପର ଘରକୁ

ଡ. ଶ୍ରୀହରି ପଣ୍ଡା   କୁହାଯାଏ ଭାଗ୍ୟବାନଙ୍କୁ କନ୍ୟା ମିଳିଥାଏ ା କାରଣ ଦୁନିଆରେ ଯେତେ ଦାନ ଅଛି ସବୁଠାରୁ ବଡ଼ ଦାନ କନ୍ୟାଦାନ ା କନ୍ୟା କେବଳ ବାପଘରକୁ ଆନନ୍ଦ ଦିଏନି ପରନ୍ତୁ ତା’ର ସେବାଯତ୍ନରେ ଶ୍ୱଶୁର ଘରକୁ...

ହର୍ଡ ଇମୁନିଟି ନା ଗଣହତ୍ୟା

ସହଦେବ ସାହୁ   ଯୁକ୍ତରାଷ୍ଟ୍ର ଆମେରିକାରେ ଅକ୍ଟୋବର ମାସ ଆରମ୍ଭରୁ ଦୈନିକ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି,୨୩ ତାରିଖରେ ସର୍ବାଧିକ ୭୯,୦୦୦ ଲୋକ ଚିହ୍ନଟ ହୋଇଛନ୍ତି। ଏ ରେକର୍ଡ ଆଗରୁ ଜୁଲାଇ ୧୬ରେ ଚିହ୍ନଟ ସଂକ୍ରମିତ ସଂଖ୍ୟା ୩୦,୦୦୦ରୁ...

ରାଜିନାମାର ଜୁଆ

ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ଭାରତ ଓ ଆମେରିକା ମଧ୍ୟରେ ୨୭ ଅକ୍ଟୋବର ୨୦୨୦ରେ ବେସିକ୍‌ ଏକ୍ସଚେଞ୍ଜ ଆଣ୍ଡ୍‌ କୋଅପରେଶନ ଏଗ୍ରିମେଣ୍ଟ (ବିଇସିଏ) ସ୍ବାକ୍ଷର ହୋଇଛି। ଏହାଦ୍ୱାରା ପ୍ରତିରକ୍ଷା ସଂକ୍ରାନ୍ତ ଉଦ୍ଦେଶ୍ୟ ପୂରଣ ଲାଗି ଉପଗ୍ରହ ଚିତ୍ର, ମ୍ୟାପ୍‌, ନଟିକାଲ ଓ...

ସହରୀ ବନ୍ୟା

ଡ. ଦେବାନନ୍ଦ ବେଉରା ସହରରେ ବନ୍ୟା ସୃଷ୍ଟି ଏକ ନିୟମିତ ପ୍ରକ୍ରିୟାରେ ପରିଣତ ହୋଇଗଲାଣି। ଖାଲି ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ପ୍ରାୟତଃ ଊଣା ଅଧିକେ, ଛୋଟ ବଡ ଅନେକ ସହର ବୃଷ୍ଟିଜନିତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ବେଶ୍‌...

ଭାରତରେ ବ୍ରେନ୍‌ ଡ୍ରେନ୍‌

ଡ. ନରେନ୍ଦ୍ର ସେଠୀ ଆମେରିକା ଓ ଚାଇନା ପରେ ବିଶ୍ୱର ତୃତୀୟ ବୃହତ୍ତମ ଶିକ୍ଷା ପ୍ରଣାଳୀ ଥିବା ଭାରତରେ ୨.୫୯ କୋଟି ଛାତ୍ରୀଛାତ୍ର ପ୍ରାୟ ୪୫ ହଜାରରୁ ଅଧିକ ଡିଗ୍ରୀ ଓ ଡିପ୍ଲୋମା ସଂସ୍ଥାନରେ ପଢ଼ନ୍ତି। କିନ୍ତୁ ଗୁଣାତ୍ମକ ଶିକ୍ଷା...

ଆବେଗର ଆଲୋକବର୍ତ୍ତିକା

ସଞ୍ଜ ନଇଁ ଆସିବା ପରେ ଜଙ୍ଗଲ ଓ ପାହାଡ଼ ଦେଇ ଗତି କରିବା ବେଳେ ଥାଏ ଅନେକ ଭୟ। କିନ୍ତୁ ଯେଉଁମାନେ ଦୁଃସାହସିକ ଯାତ୍ରା କରିଥାଆନ୍ତି, ସେମାନଙ୍କୁ ପ୍ରକୃତି ନୂଆ କିଛି ଉପହାର ଦେବାକୁ ଚାହେଁ। ସେହି ଉପହାର ଗ୍ରହଣ...

ଏଇ ଭାରତରେ

ବର୍ତ୍ତମାନ ସମୟରେ ଝିଅମାନେ ପୁଅଙ୍କଠାରୁ କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ହରିୟାଣାର ଭଦାନା ଗାଁର ଶିକ୍ଷକ ଜଗଦେବ ଦହିୟାଙ୍କ ଝିଅମାନେ। ଜଗଦେବଙ୍କ ଛଅଝିଅ ହେଉଛନ୍ତି ବୈଜ୍ଞାନିକ। ଏମାନଙ୍କ ମଧ୍ୟରୁ ଚାରିଜଣ ବିଦେଶରେ ରହି ବିଭିନ୍ନ...

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ଜୀବନ ସଙ୍କଟରେ ପଡିଯାଇଛି। ବିଶେଷକରି ପିଲାମାନେ ପାଠପଢାରେ ସମସ୍ୟାର ସମ୍ମୁୁଖୀନ ହୋଇଛନ୍ତି। ଅନ୍‌ଲାଇନ୍‌ରେ ପଢୁଥିଲେ ବି କେବେ ସେମାନେ ସ୍କୁଲକୁ ଯିବେ ତାହା କହିହେଉନି। ହେଲେ ଅନ୍‌ଲାଇନ ଶିକ୍ଷାରୁୁ ଗାଁର ଗରିବ ପିଲାମାନେ ବଞ୍ଚିତ ହେଉଛନ୍ତି। ସେମାନଙ୍କ...

ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର   ନିକଟରେ ସୁପ୍ରିମକୋର୍ଟ ବାକ୍‌ ଓ ଅଭିବ୍ୟକ୍ତି ସ୍ବାଧୀନତା ବର୍ତ୍ତମାନ ସମୟରେ ସବୁଠୁ ବେଶି ଅପବ୍ୟବହୃତ ବୋଲି ମନ୍ତବ୍ୟ ଦେଇଛନ୍ତି। ଠିକ୍‌ ସେହିପରି ସରକାରୀ ବ୍ୟବସ୍ଥାରେ ‘ସରକାର’ ଶବ୍ଦଟି ସବୁଠୁ ବେଶି ଅପବ୍ୟବହୃତ ଏବଂ...

ସମ୍ଭାବ୍ୟ ଡାକ୍ତରୀ ସଙ୍କଟ

ଡ. ନିଖିଳାନନ୍ଦ ପାଣିଗ୍ରାହୀ   ଗୋଟିଏ ପ୍ରବାଦ ବହୁଳ ଭାବେ ପ୍ରଚଳିତ ଯେ, ପ୍ରତ୍ୟେକ ଜୀବ ନିଜ ଜୀବନ ବଞ୍ଚାଇ ରଖିବାକୁ ସର୍ବଦା ପ୍ରଥମ ଆବଶ୍ୟକତା ଭାବେ ବିଚାର କରନ୍ତି ଏବଂ ଏହା ବଜାୟ ରଖିବା ପାଇଁ ଯାହା କିଛି...

ବାବୁଙ୍କ ଦ୍ୱିତୀୟ ପାଳି

ବେଳେବେଳେ ରାଜନେତାମାନେ ସେମାନଙ୍କ ପ୍ରିୟ ତଥା ଭରସାଯୋଗ୍ୟ ବାବୁଙ୍କୁୁ ଅବସର ପରେ ଛାଡ଼ିବାକୁ ଅନିଚ୍ଛୁକ ହୋଇଥାଆନ୍ତି। କୌଣସି ପ୍ରକାରେ ସେମାନଙ୍କୁ ପୁଣି ପ୍ରଶାସନକୁ ଫେରାଇ ଆଣିବାର ବାଟ ଆପଣାନ୍ତି। ୨୦୧୭ରେ ପଞ୍ଜାବରେ ଏମିତି ଘଟଣା ଘଟିଥିଲା। ସେତେବେଳର ପଞ୍ଜାବ ମୁଖ୍ୟମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri