ସମ୍ପାଦକୀୟ

ଲୋକପ୍ରିୟ ପ୍ରଧାନମନ୍ତ୍ରୀ

ଜସିଣ୍ଡା ଆର୍ଡେର୍ନ ମାତ୍ର ୩୭ ବର୍ଷ ବୟସରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ଏବେ ତାଙ୍କୁ ମାତ୍ର ୪୦ ବର୍ଷ ଓ ସେ ଦ୍ୱିତୀୟ ଥର ପାଇଁ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରି ସେହି ଦେଶର ପ୍ରଧାନମନ୍ତ୍ରୀ ଭଳି...

ଏଇ ଭାରତରେ

ତାମିଲନାଡୁ ତ୍ରିଚି ସହରର ଏକ ମିଠା ଦୋକାନ ବ୍ୟବସାୟ କରିବା ସହ ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେଉଛି। ଏହି ଦୋକାନ ୧୦୫ ବର୍ଷର। ତିନିପିଢ଼ି ହେବ ଏଠାରେ ମିିଠେଇ ବିକ୍ରି ହୋଇ ଆସୁୁଛି। ଏବକାର ପିଢ଼ି କାନନ ଏବଂ...

ଘର କେତେ ଭଲ

ଅଲେଖ ଚନ୍ଦ୍ର ମିଶ୍ର ଦିଗନ୍ତବିସ୍ତାରୀ ପ୍ରଶାନ୍ତ ମହାସାଗରର ପୂର୍ବଭାଗରେ ଗଭୀର ଜଳରାଶିର ଏକ ଦୁର୍ଗମ ଅଞ୍ଚଳରେ ଥିଲା ଏକ ଅଜଣାଅଶୁଣା ନିର୍ଜନ ଦ୍ୱୀପ। ଦ୍ୱୀପଟିର ଚତୁଃପାର୍ଶ୍ୱରେ ଛଅଶହ ମାଇଲ ପର୍ଯ୍ୟନ୍ତ ଜନବସତି ନ ଥିଲା। ଥରେ ଜଣେ ଅଭିଜ୍ଞ ନାବିକକୁ...

ସଙ୍କଟରେ ଉଚ୍ଚଶିକ୍ଷା

ପ୍ରଫୁଲ୍ଲ ମହାପାତ୍ର ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥାନ ସ୍ବତନ୍ତ୍ର। ମହାବିଦ୍ୟାଳୟଗୁଡ଼ିକ ଉଚ୍ଚଶିକ୍ଷା ଦାନକରି ବିଦ୍ୟାର୍ଥୀମାନଙ୍କୁ ବିଶ୍ୱବିଦ୍ୟାଳୟସ୍ତରରେ ଉଚ୍ଚତର ଶିକ୍ଷା ପାଇବା ପାଇଁ ପ୍ରସ୍ତୁତ କରନ୍ତି ଏବଂ ଏଥିପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକର ଦିଗ୍‌ଦର୍ଶନର ସାହାଯ୍ୟ ମଧ୍ୟ ନିଆଯାଇଥାଏ। ବିଶ୍ୱବିଦ୍ୟାଳୟସ୍ତରର ଶିକ୍ଷାକୁ ଏହି କାରଣରୁ...

ଏଇ ଭାରତରେ

ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଦେଶର ଏବେ ବି ଅନେକ ସ୍ଥାନରେ ମହିଳାମାନେ ପାଣି ପାଇଁ ମାଇଲ ମାଇଲ ଯାଉଛନ୍ତି। ହେଲେ ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ତାଙ୍କ ଗାଁ ଘଟଗରାରୁ ଏଭଳି ସମସ୍ୟା ଦୂର କରିପାରିଛନ୍ତି। ଧର୍‌ ଜିଲା...

ପଦବୀ ପୂରଣ ହେବ କେବେ

ରାଇଟ୍‌ ଟୁ ଇନ୍‌ଫରମେଶନ( ଆର୍‌ଟିଆଇ) ଆକ୍ଟ ବା ସୂଚନା ଅଧିକାର ଆଇନ ଲାଗୁ ଲାଗୁ ହେବାର ୧୫ ବର୍ଷ ପରେ ଦେଶରେ ସ୍ବଚ୍ଛତା ଆସିପାରିଛି କି? ଏହା ସମ୍ପୂର୍ଣ୍ଣ ନିରାଶାଜନକ। କେନ୍ଦ୍ର ଓ ରାଜ୍ୟ କିମଶନରେ ୨.୨ ଲକ୍ଷରୁ ଊର୍ଦ୍ଧ୍ୱ...

ଜଟିଳ ବିରୋଧାଭାସ

ଡ. ପ୍ରସନ୍ନ କୁମାର ମହାନ୍ତି ଏ ପ୍ରବନ୍ଧରେ ପ୍ରତିଫଳିତ ମୋର ଦ୍ୱନ୍ଦ୍ୱ ଓ ଜିଜ୍ଞାସା ପାରମ୍ପରିକ ବିଚାର ଓ ମତ ସମ୍ବନ୍ଧିତ ପରସ୍ପର ବିରୋଧୀ ତତ୍ତ୍ୱର ସଂଘାତରୁ ଜାତ। ଏହି ପ୍ରଶ୍ନଳିତା କାହା ଉପରେ ଲଦି ଦେବାର ମୋର ଉଦ୍ଦେଶ୍ୟ...

ଅନାହାର, ଖାଦ୍ୟ ଅପଚୟ ଓ ଆମ ଯୋଜନା

ଈପ୍ସିତା ମହାନ୍ତି ଭାରତରେ ପ୍ରତିଦିନ ୧୯କୋଟି ଲୋକ ଅନାହାର ରହୁଛନ୍ତି। ସାରାଦୁନିଆରେ ଏହି ସଂଖ୍ୟା ୮୨କୋଟି ଡେଇଁଯିବ। ଗତ ୨୦୧୯ର ବିଶ୍ବ ଖାଦ୍ୟ ଦିବସ ଅବସରରେ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ତରଫରୁ ଏକ ପରିସଂଖ୍ୟାନ ଜାରି ହୋଇଥିଲା। ସାରାଦୁନିଆର ୧୧୭ଟି...

ଏଇ ଭାରତରେ

ବାଘ ନାଁ ଶୁଣିଲେ ଭୟ ଲାଗେ, କିନ୍ତୁ ଲଦାଖର ଖେନରାବ ଫୁନ୍‌ଷ୍ଟୋଗଙ୍କ ବରଫ ଚିତାବାଘ ଉଦ୍ଧାର କରିବାରେ ଲାଗିଛନ୍ତି। ଖାଲି ହାତରେ ଅର୍ଥାତ ଆମତ୍ ରକ୍ଷା ପାଇଁ ସାଙ୍ଗରେ କୌଣସି ସରଞ୍ଜାମ ନ ନେଇ ସେ ବରଫ ଚିତାଙ୍କୁ ଉଦ୍ଧାର...

ନୀତି କାର୍ଯ୍ୟକାରୀ ହେଉ

ଏବକାର ମାନ୍ଦା ଅର୍ଥ ବ୍ୟବସ୍ଥାରେ ରିୟଲ ଇଷ୍ଟେଟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାସହ ଏହି ସେକ୍ଟର ପ୍ରଚୁର ରୋଜଗାର ସୃଷ୍ଟି କରିଥାଏ। ରିୟଲ ଇଷ୍ଟେଟର ଅନ୍ୟ ସେକ୍ଟର ଓ ଶିଳ୍ପ ସହ ଆନ୍ତଃ ଯୋଗାଯୋଗ ରହିଛି। ଏହି କାରଣରୁ ରିୟଲ...

କ୍ଷୀରପାନକୁ ନେଇ ଦ୍ୱନ୍ଦ୍ୱ

ମାନେକା ଗାନ୍ଧୀ କ୍ଷୀର ପିଇବା ପରମ୍ପରା ଶ୍ରୀକୃଷ୍ଣଙ୍କଠାରୁ କିମ୍ବା ବେଦରୁ ଆମ ପାଖକୁ ଆସିନାହିଁ, ଆସିଛି ଇଂରେଜମାନଙ୍କଠାରୁ। ରାବିଡି କ୍ଷୀରପାନ ସଂସ୍କୃତିକୁ ସେମାନେ ଭାରତକୁ ଆଣିଛନ୍ତି। ସେମାନେ ଭାରତରେ ପ୍ରଥମେ ଡାଇରୀ ଫାର୍ମ ଆରମ୍ଭ କରି ଏହାକୁ ଅତ୍ୟଧିକ ପ୍ରୋତ୍ସାହିତ...

ପ୍ରଗତିର ଅଗ୍ରଦୂତ କଲାମ

ଅକ୍ଷୟ କୁମାର ରାଉତ ଭାରତୀୟ କ୍ଷେପଣାସ୍ତ୍ରର ଜନକ, ପୂର୍ବତନ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ କଲାମ ୧୯୩୧ ଅକ୍ଟୋବର ୧୫ରେ ମାଡ୍ରାସ (ଚେନ୍ନାଇ) ଅନ୍ତର୍ଗତ ରାମେଶ୍ୱର ଦ୍ୱୀପାଞ୍ଚଳର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମାତାଙ୍କ ନାମ ଆସି ଆମା ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri