ସମ୍ପାଦକୀୟ

ଏଇ ଭାରତରେ

ନିଜ ଦରମାରୁ ଖର୍ଚ୍ଚକରି ୨୨୦୦ ପିଲାଙ୍କୁ ମାଗଣାରେ ପଢାଉଥିବା ବଠିଣ୍ଡା( ପଞ୍ଜାବ)ର ଶିିକ୍ଷକ ସଞ୍ଜୀବ କୁମାର ଉଦାହରଣ ପାଲଟିଛନ୍ତି। ସେ ୧୮ ବର୍ଷ ହେବ ଭାରତର ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଛନ୍ତି। ସେ ଗଣିତ ପଢ଼ାନ୍ତି। ସ୍କୁଲ୍‌...

ପୁରୁଣା ରାସ୍ତାରେ ପାଣ୍ଡେ

ଆଇପିଏସ୍‌ ଅଫିସର୍‌ ଗୁପ୍ତେଶ୍ୱର ପାଣ୍ଡେ ବିହାରର ପୋଲିସ ମହାନିର୍ଦ୍ଦେଶକ( ଡିଜିପି) ଥିଲେ ଏବଂ ସ୍ବେଚ୍ଛାକୃତ ଅବସର( ଭିଆର୍‌ଏସ୍‌) ନେବାକୁ ଚାହିଁଥିଲେ। କିନ୍ତୁ ଏ କ୍ଷେତ୍ରରେ ତାଙ୍କ ପାଇଁ ତିନି ମାସିଆ ବାଧ୍ୟତାମୂଳକ ପୁନର୍ବିଚାର ଅବଧି ଛାଡ଼ କରାଯାଇଛି। ତାଙ୍କୁ ରାଜନୀତିରେ...

ସତ୍ୟାଗ୍ରହର ଶକ୍ତି

ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାନବ ମହାତ୍ମା ଗାନ୍ଧୀ । ବିଶ୍ୱ ଇତିହାସର ସର୍ବମାନ୍ୟ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ। ଜଣେ ସତ୍ୟନିଷ୍ଠ ମୁକ୍ତିଯୋଦ୍ଧା, ଜଣେ ସମାଜ ସଂସ୍କାରକ, ଜଣେ ମାନବବାଦୀ ଚିନ୍ତାନାୟକ, ଜଣେ ଧର୍ମନିରପେକ୍ଷ ଓ ଧର୍ମପ୍ରାଣ ସନ୍ଥ- ଏମିତି ବହୁଳ...

ଅସୁରକ୍ଷିତ ଈଶ୍ୱର

ଡ. ବାସନ୍ତୀ ମହାନ୍ତି ‘ଆମତ୍ପରିତ୍ୟାଗେନ ପରରକ୍ଷଣଂ ନ କର୍ତ୍ତବ୍ୟମ୍‌’। ‘ଆପେ ବଞ୍ଚିଲେ ବାପର ନାଁ ’ ବୋଲି ଆମ ସମାଜଶାସ୍ତ୍ରୀମାନେ ଆମକୁ ସତର୍କ କରିଦେଇ ଯାଇଛନ୍ତି। କିନ୍ତୁ ଏଠି ଯେଉଁମାନଙ୍କ କଥା କୁହାଯାଉଛି, ନିଜ ଜୀବନକୁ ବିପନ୍ନ କରି ଅନ୍ୟମାନଙ୍କୁ...

ଏଇ ଭାରତରେ

ଚାଷୀଙ୍କ ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। କିନ୍ତୁ ଚାକିରି ଛାଡ଼ି ଏମାନଙ୍କ ପାଇଁ ସମୟ ଦେଉଥିତ୍ବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରୁ ତାମିଲନାଡୁର ବେଞ୍ଜାମିନ ରାଜା ଅନ୍ୟତମ। ସେ ରୁହନ୍ତି ତିରୁନାଲଭେଲିରେ। କୃଷିରେ ଜ୍ଞାନକୌଶଳ ଉପଯୋଗ କିଭଳି ଲାଭ ପହଞ୍ଚାଏ ତା’ର...

ପରାଜୟ ମଧ୍ୟରେ ବିଜୟ

ଭୋଡାଫୋନ କେସ୍‌ ଜନମାନସରୁ ଲିଭିଯିବାକୁ ଚାହଁୁନି। ଏହାର ୧୩ ବର୍ଷ ଇତିହାସ ମଧ୍ୟରେ ଏବକାର ଘଟଣାରେ ହେଗସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଏହି ବ୍ରିଟିଶ ଟେଲିକମ୍‌ କମ୍ପାନୀ ସପକ୍ଷରେ ରାୟ ଦେଇଛନ୍ତି । ଏହାକୁ ଯଦି ଭାରତୀୟ ଟ୍ୟାକ୍ସ...

ପ୍ରାଣୀ ସେବାର ସ୍ବପ୍ନ

ମାନେକା ଗାନ୍ଧୀ ମାୟା କ’ଣ? ଏହା ଜାଣିବାକୁ ଚାହିଁଲେ ମହର୍ଷିି ନାରଦ। ଏଥିପାଇଁ ସେ ବିଷ୍ଣୁଙ୍କୁ ତପସ୍ୟା କରିବାକୁ ଲାଗିଲେ। ବିଷ୍ଣୁ ତାଙ୍କ ସମ୍ମୁଖରେ ଆବିର୍ଭାବ ନ ହେବା ଯାଏ ବର୍ଷ ବର୍ଷ ଧରି ତପସ୍ୟାରେ ବସିରହିିଲେ। ମହର୍ଷିିଙ୍କ କଠୋର...

ନିଃସଙ୍ଗ ନାଗରିକ

ବିପିନ ବିହାରୀ ରାଉତ ବୟୋବୃଦ୍ଧମାନଙ୍କୁ ପ୍ରଭାବିତ କରୁଥିବା ବିଷୟ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୧ରେ ପାଳନ କରାଯାଏ ଅନ୍ତର୍ଜାତୀୟ ବୟୋବୃଦ୍ଧ ଦିବସ। ସମାଜ ଗଠନରେ ବୟସ୍କ ବ୍ୟକ୍ତିଙ୍କ ଅବଦାନକୁ ମନେପକାଇବା ସହ ସେମାନଙ୍କୁ ଉତ୍ସାହିତ...

ପ୍ରଥମେ ଜୀବନ

ପ୍ରକାଶ ତ୍ରିପାଠୀ ମୁଁ କ’ଣ ନ କରିଛି ତା’ ପାଇଁ। ପ୍ରଥମରୁ ପ୍ରାଇଭେଟ ସ୍କୁଲରେ ପାଠ ପଢାଇବା ସହ ଭଲ ଟିୟୁଶନ ଓ କୋଚିଂ ବ୍ୟବସ୍ଥା କଲି। ସରକାରୀ କଲେଜ ବଦଳରେ ବେସରକାରୀ କଲେଜରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି...

ଏଇ ଭାରତରେ

ଅବସର ପରେ ସେବାରେ ଲାଗିଛନ୍ତି ମହାରାଷ୍ଟ୍ରର ପ୍ରାଧ୍ୟାପକ ଅଶୋକ ସୋନାଓ୍ବାନେ। ନାସିକର ଏକ ଘରୋଇ କଲେଜ କେଟିଏଚ୍‌ଏମ୍‌ରୁ ୨୦୧୭ରେ ଅବସର ନେବା ପରେ ସେ ସୁନ୍ନାର ବ୍ଲକ୍‌ ଦେଶଓ୍ବାଣ୍ଡି ଗାଁକୁ ମରୁଡିମୁକ୍ତ କରିପାରିଛନ୍ତି। ଏହି ଗାଁରେ ବର୍ଷାଦିନ ପରେ ଜଳାଭାବ...

ଅପେକ୍ଷା କର, ବଛାଚାଲିଛି

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୯ ସେପ୍ଟେମ୍ବରରେ ହେବାକୁ ଥିବା ମୁଦ୍ରାନୀତି କମିଟି ବା ମନିଟାରୀ ପଲିସି କମିଟି (ଏମ୍‌ପିସି) ବୈଠକକୁ ୨୮ ସେପ୍ଟେମ୍ବରରେ ସ୍ବଳ୍ପ ସୂଚନାରେ ସ୍ଥଗିତ କରିଦିଆଯାଇଛି। ଏହି କମିଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହାର ନିଷ୍ପତ୍ତି...

ଅଭିଭାବକ

ଡ. ସୁବାସ ଚନ୍ଦ୍ର ପାତ୍ର   ସଂଖ୍ୟା ଦୃଷ୍ଟିରୁ ଆଜି ଅଭିଭାବକ ଏକବଚନ ବା ଦ୍ୱିବଚନରେ। ଅର୍ଥାତ୍‌ ଝିଅପୁଅର ମା’ ଓ ବାପା। ଅବଶ୍ୟ ଏକ ସମୟରେ ମା’ବାପା ଏକମାତ୍ର ଅଭିଭାବକ ନ ଥିଲେ । ଏକ ଯୌଥ ପରିବାରର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri