ସମ୍ପାଦକୀୟ

ଆମ ବୈଷୟିକ ଶିକ୍ଷା

ହରିହର ତ୍ରିପାଠୀ ବୈଷୟିକ ଶିକ୍ଷା ଏବେ ସଙ୍କଟରେ। ଧୀରେ ଧୀରେ ଇଞ୍ଜିନିୟରିଂ ସମେତ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ କମୁଛି। ସେଥିନିମନ୍ତେ ଗତ କିଛିବର୍ଷ ହେଲା ରାଜ୍ୟର ଇଞ୍ଜିନିୟରିଂ କଲେଜଗୁଡ଼ିକରେ ହଜାର ହଜାର ସିଟ୍‌ ଫାଙ୍କା ପଡ଼ୁଛି...

ଏଇ ଭାରତରେ

ସତ୍ୟଜିତ କୁମାର ସିଂ ମଖାନ( ପଦ୍ମଫୁଲରୁ ବାହାରୁଥିବା ପୁଷ୍ଟିକର ମଞ୍ଜି)ଚାଷରେ ବିହାରର ୯ଟି ଜିଲାର ୩୮ ବ୍ଲକରେ ୧୨,୦୦୦ ଚାଷୀଙ୍କୁ ସଶକ୍ତ କରିପାରିିଛନ୍ତି। ତାଙ୍କୁ କୁହାଯାଉଛି ମଖାନ ମ୍ୟାନ। ୧୯ ବର୍ଷ ତଳେ ପ୍ରତିଷ୍ଠା କରିଥିବା ଶକ୍ତି ସୁଧା ଇଣ୍ଡଷ୍ଟ୍ରିର...

ଉପନିବେଶବାଦର କୂଟନୀତି ଓ ଆମ ଅର୍ଥନୀତି

ଡ. ଅସୀମା ସାହୁ ଆଶ୍ଚର୍ଯ୍ୟର କଥା ଆଜି ମଧ୍ୟ ବିଶ୍ୱ ତଥା ଆମ ଦେଶର କିଛି ବୁଦ୍ଧିଜୀବୀ ୨୦୦ ବର୍ଷର ଇଂରେଜ ଶାସନକୁ ସକାରାତ୍ମକ ଦୃଷ୍ଟିରେ ଦେଖନ୍ତି। ଭାରତର ଦୃଢ଼ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବ୍ରିଟିଶରମାନଙ୍କୁ ତର୍କ...

ଏଇ ଭାରତରେ

ହିଂସ୍ରଜନ୍ତୁ ଭରା ଜଙ୍ଗଲ ଭିତରକୁ ଯିବା କଥା କହିଲେ ଭୟରେ ଦେହ ଥରିଉଠେ। କିନ୍ତୁ ଦୀର୍ଘ ୧୯ ବର୍ଷ ହେବ କେରଳର ଡ. ଭିନ୍‌ସେଟ ଜାଭିିୟର ଏକୁଟିଆ ଜଙ୍ଗଲ ଭିତରେ ଅସହାୟ ଆଦିବାସୀମାନଙ୍କୁ ଚିକିତ୍ସା କରୁଛନ୍ତି। ତାଙ୍କୁ ବର୍ତ୍ତମାନ ବୟସ...

ଇ-ଆବର୍ଜନାର ସଙ୍କଟ

ବିପିନ ବିହାରୀ ରାଉତ ଓଡ଼ିଶାର ଜନମତ ଓ ନିର୍ଭୀକ ନିରପେକ୍ଷ ଦୈନିକ ‘ଧରିତ୍ରୀ’ ଗତବର୍ଷ ଏକ ଆନ୍ଦୋଳନକୁ ଓହ୍ଲାଇ ଥିଲା। ତାହା ଥିଲା ଆମମାନଙ୍କ ଭିତରେ ଆବର୍ଜନା ସୃଷ୍ଟି କରୁଥିବା ଓ ପଲିଥିନ୍‌ ପ୍ରତି ଥିବା ଦୁର୍ବଳତାର ବିରୁଦ୍ଧରେ। ଲଗାତର...

ରିୟଲିଟି ଚେକ୍‌

କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରତରେ ରିୟଲ୍‌ ଇଷ୍ଟେଟ୍‌ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ଆମ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଚାଲିଆସୁଛି। ଏହା ସହ କେନ୍ଦ୍ର ବିମୁଦ୍ରୀକରଣ ଓ ତରବାରିଆ ଭାବେ ଜିଏସ୍‌ଟି ଲାଗୁ କରିବା...

ମଣିଷ-କୁକୁରଙ୍କ ସମ୍ପର୍କ

ମାନେକା ଗାନ୍ଧୀ ନିଜକୁ ବିପଦରେ ପକାଇ ଲକ୍ଷ ଲକ୍ଷ ଆନିମଲ ଫିଡର (ପ୍ରାଣୀଙ୍କୁ ଆହାର ଦେଉଥିବା ବ୍ୟକ୍ତି)ମାନେ ପ୍ରାଣୀମାନଙ୍କ ଜୀବନ ବଞ୍ଚାଇବାରେ ଲାଗିଛନ୍ତି। କିନ୍ତୁ ଗତ ଦୁଇ ମାସରେ ତିନି ଜଣ ବ୍ୟକ୍ତି ଏହି ଫିଡର୍‌ମାନଙ୍କୁ ସାଂଘାତିକ ଭାବରେ ଆକ୍ଷେପ...

ମୃତ୍ୟୁ ପର୍ଯ୍ୟନ୍ତ ବଞ୍ଚିବାକୁ ହେବ

ଡ. ବାଇଧର ସାହୁ ପୃଥିବୀର ଲୋକମାନଙ୍କ ଭିତରେ ଆଜି ହତୋତ୍ସାହ ଦେଖାଦେଇଛି ତାହାର କାରଣ କୋଭିଡ୍‌-୧୯। ଜୀବନ ପ୍ରତି ପ୍ରତିକୂଳ ମନୋଭାବ ଆମକୁ ଗୋଡ଼ ଧରି ଟାଣୁଛି ତଳକୁ, ଖୁବ୍‌ ତଳକୁ ତଥାପି ମରିବା ପର୍ଯ୍ୟନ୍ତ ବଞ୍ଚତ୍ବାକୁ ହେବ –...

ବଡ଼ କରୋନା ଯୋଦ୍ଧା କୃଷକ

ଡ. ପ୍ରମୋଦ କୁମାର ପଣ୍ଡା ମଗ୍ର ବିଶ୍ୱ କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ। ଏହା ୨ କୋଟିରୁ ଊର୍ଦ୍ଧ୍ୱ ଜନତାଙ୍କୁ ଆକ୍ରାନ୍ତ କରି ପାଖାପାଖି ୮ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି। ଏହି କରୋନା ମହାମାରୀରୁ ସମଗ୍ର ବିଶ୍ୱକୁ...

ଏଇ ଭାରତରେ

ଦେଶରେ ଲକ୍‌ଡାଉନ ଲାଗୁ ହେବା ପରେ ଛୋଟ ଛୋଟ ଦୋକାନୀଙ୍କ ବ୍ୟବସାୟ ପୂରା ମାନ୍ଦା ହୋଇଯାଇଛି। ଏମିତିକି ବହୁ ବ୍ୟବସାୟୀ ସେମାନଙ୍କ ଦୋକାନ ବନ୍ଦ କରିଦେଇଛନ୍ତି। ଏମିତି ପରିସ୍ଥିତିରେ ମହାରାଷ୍ଟ୍ରର ସତାରା ନିବାସୀ ସୁମିତ ଶାହା ‘ଦୁକାନ’ ଆପ ଆରମ୍ଭ...

ଏଇ ଭାରତରେ

ବ୍ୟସ୍ତବହୁଳ ଜୀବନରେ ନିଜ କାମ କି ପରିବାର କଥା ବୁଝିବାକୁ ସମୟ ମିଳୁ ନ ଥିବାବେଳେ ଫରିଦାବାଦର କିଛି ପରିବାର ଗଛ ଲଗାଇବାରେ ସେମାନଙ୍କ ବହୁ ମୂଲ୍ୟ ସମୟ କଟାଉଛନ୍ତି। ସେଭ୍‌ ଆରାବଳି ସଂସ୍ଥା ସହ ଜଡିତ ଏହି ସବୁ...

ପୈତୃକ ସମ୍ପତ୍ତିରେ କନ୍ୟାସନ୍ତାନର ଅଧିକାର

ନଗେନ୍ଦ୍ର ନାଥ ପଟ୍ଟନାୟକ   ଏଇ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ମହିଳାଙ୍କ ଅଧିକାର କ୍ଷେତ୍ରରେ ଏକ ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି। ଶୀର୍ଷ ଅଦାଲତ ଦର୍ଶାଇଛନ୍ତି ଯେ ପୈତୃକ ସମ୍ପତ୍ତି ଉପରେ ପୁତ୍ରଙ୍କ ଭଳି କନ୍ୟାର ମଧ୍ୟ ସମାନ ଅଧିକାର ରହିଛି,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri