ସମ୍ପାଦକୀୟ

ଆଜିର ଅର୍ଥନୀତି/ ମିଳିଲା କ’ଣ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆ ଭାରତ ଗସ୍ତ ସାରି ମଙ୍ଗଳବାର ଆମେରିକା ବାହୁଡ଼ିଯାଇଛନ୍ତି। କିନ୍ତୁ ତାଙ୍କର ଏହି ଗସ୍ତରୁ ଆମେ ପାଇଲୁ କ’ଣ? ଏହା ଏକ ଉପଯୁକ୍ତ ପ୍ରଶ୍ନ ଯାହା ଉପରେ ଆମେ ଚିନ୍ତା କରିବା ଉଚିତ। ଅର୍ଥନୈତିକ...

ବିଡ଼ମ୍ବିତ ଜୟନ୍ତୀ ପାଳନ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ପୁସ୍ତକ ‘ଚେଜିଂ ଦ ରେନ୍‌ବୋ’ରେ ଲିପିବଦ୍ଧ ତାଙ୍କର ବାଲ୍ୟକାଳର ଏକ ଗ୍ରାମ୍ୟ ସ୍ମୃତିରୁ ପ୍ରବନ୍ଧକୁ ଆରମ୍ଭ କରୁଛି। ସେ ଲେଖିଛନ୍ତି, ଆମ ଗାଁ ଓ ପାର୍ଶ୍ୱବର୍ତ୍ତୀ ଗ୍ରାମମାନଙ୍କରେ କେହି ମଦ୍ୟପାନ...

ବିଷ ମଣିଷ

ଅଭିମନ୍ୟୁ ଧଳ ମଣିଷ ଅମୃତର ସନ୍ତାନ। ଜନ୍ମରୁ ପ୍ରକୃତିର ଦାନ ଅମୃତ ଜଳ, ବାୟୁ ଓ ମାଟି ସଂସ୍ପର୍ଶରେ ଆସି ଜନନୀଠାରୁ ଅମୃତ କ୍ଷୀର ପାନ କରି ସ୍ନେହ, ପ୍ରେମ ଓ ମମତାକୁ ପାଥେୟ କରି ବଢ଼ିଚାଲେ। ହସ, ଖୁସିରେ...

ଏଇ ଭାରତରେ

ପାଇଖାନା ନ ଥିବା ଘରକୁ ବୋହୂ ହୋଇ ଆସିଥିବା ଝିଅଟି ନିଜସ୍ବ ଉଦ୍ୟମରେ ଗାଁରେ ବର୍ଷକ ଭିତରେ ୨୫୦ଟି ପାଇଖାନା ନିର୍ମାଣ କରିବା ଘଟଣା ସାମ୍‌ନାକୁ ଆସିଛି ଉତ୍ତରପ୍ରଦେଶରେ। ୨୧ ବର୍ଷୀୟା କୋମଲ ହଡାଲା ଏଭଳି କାର୍ଯ୍ୟ କରି ସ୍ବଚ୍ଛ...

ପ୍ରାଣୀ ଦୌଡ଼ ଓ ନିର୍ଯାତନା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ବୋଧହୁଏ ମଣିଷ ଶରୀରରେ ଥିବା ଦୁଇଟି ପ୍ରମୁଖ ଜିନ୍‌ ହେଉଛି ବାଜି ମାରିବାକୁ ଭଲପାଇବା ଓ ଅନ୍ୟର ଯନ୍ତ୍ରଣା ପ୍ରତି ଉଦାସୀନ ରହିବା। ମଣିଷ ଯେତେବେଳେ ଘୋଡ଼ାଦୌଡ଼ ପ୍ରଭୃତି ପ୍ରତିଯୋଗିତାର ଆୟୋଜନ କରେ ଓ...

ନଦୀ ସଂଯୋଗୀକରଣ: ସମସ୍ୟା ନା ସମାଧାନ

ସବ୍ୟସାଚୀ ଅମିତାଭ ବର୍ତ୍ତମାନ ସମୟରେ ସାରା ଦେଶରେ ଜଳ ସମସ୍ୟା ଯେପରି ଉତ୍କଟ ରୂପ ଧାରଣ କଲାଣି, ଆଗାମୀ ଦିନରେ ଏହା ବିଷମ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଜଳ ସମସ୍ୟାକୁ ସାମଗ୍ରିକ ଭାବେ ୨ଟି ଭାଗରେ...

ରକ୍ତହୀନତା ଓ ଭାରତ

ବିଚିତ୍ର ବିଶ୍ୱାଳ ଆମ ଦେଶରେ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ସମ୍ପ୍ରତି ନୀରବ ଘାତକ ଭାବେ ଉଭା ହୋଇଛି। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତାର ବିପଦ ଆହୁରି ଅଧିକ। ସାରା ବିଶ୍ୱର ରକ୍ତହୀନତାଗ୍ରସ୍ତ ମହିଳାମାନଙ୍କ ମଧ୍ୟରୁ ୫୩ ପ୍ରତିଶତ ଭାରତରେ ଦେଖାଯାଆନ୍ତି।...

ଏଇ ଭାରତରେ

ଭାରତରେ ବହୁ ସମୟରେ ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ବିବାଦ ଉଠୁଛି। ଖାସ୍‌ କରି କେରଳର ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଚର୍ଚ୍ଚା ବଳବତ୍ତର ରହିଥିବାବେଳେ କୋଏମ୍ବାଟୁରସ୍ଥିତ ମା’ ଲିଙ୍ଗଭୈରବୀ ମନ୍ଦିରରେ ଏକ ଅଜବ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ...

ମଡ଼ା ଉପରେ ଶାସନ

ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଉଗ୍ରରୂପ ଧାରଣ କରିଛି। ଇତିମଧ୍ୟରେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୧ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ...

ପାଇପ୍‌ ପାଣିର ସ୍ବପ୍ନ ଓ ବଜେଟ ବ୍ୟବସ୍ଥା

ତତ୍ତ୍ୱ ଓ ତର୍କ/ ବିମଳ ପାଣ୍ଡିଆ ସରକାରଙ୍କ ବଜେଟ କେବଳ ଆୟବ୍ୟୟର ଚିଠା ମାତ୍ର ହୋଇଥିଲେ ଅର୍ଥମନ୍ତ୍ରୀମାନେ ଥକିପଡୁଥିଲେ ମଧ୍ୟ ଘଣ୍ଟାଘଣ୍ଟା ଧରି ବଜେଟ ଅଭିଭାଷଣ ଦେଉ ନ ଥାନ୍ତେ କି ଲୋକେ ତାହାକୁ ଶୁଣିବା ପାଇଁ କାନଡେରି ରହୁ...

ଦୃଢ଼ ଇଚ୍ଛାଶକ୍ତି ଲୋଡ଼ା

ପ୍ରେମାନନ୍ଦ ନାୟକ ଦେଶ ସ୍ବାଧୀନତା ପାଇବାର ୭୨ ବର୍ଷ ବିତିଗଲାଣି। ଏହି ସମୟ ଭିତରେ ରାଜ୍ୟରେ ଅନେକ ସରକାର ଗଲେଣି। କିନ୍ତୁ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଓଡ଼ିଆଙ୍କର ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତା ବଢ଼ି ବଢି ଚାଲିଛି। ସରକାର...

ବିଦ୍ୟାଳୟ ସୁରକ୍ଷା

ଅରୁଣ ଦାସ ଦିନକୁ ଦିନ ଘରୋଇ ଶିକ୍ଷାନୁଷ୍ଠାନ ସଂଖ୍ୟା ବଢୁଛି। ଶିକ୍ଷାଦାନ ପଦ୍ଧତିଠାରୁ ଆରମ୍ଭ କରି ସ୍କୁଲ ସେଫ୍ଟି ବ୍ୟବସ୍ଥା ଯାହା ହେଇଥାଉ ନା କାହିଁକି ପ୍ରତି ଗଳିକନ୍ଦି ଓ ଜାତୀୟ ରାଜପଥ ଧାରରେ ବିଦ୍ୟାଳୟ ପ୍ରତିଷ୍ଠା ହେବାରେ କୌଣସି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri