ସମ୍ପାଦକୀୟ

ଏଇ ଭାରତରେ

ପାଞ୍ଚଶହ ବର୍ଷର ପୁରୁଣା ଅଯୋଧ୍ୟା ମାମଲାର ଏ୍ୟତିହାସିକ ରାୟ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଦାନ କରିବା ପରେ ଦେଶରେ ଭାଇଚାରାର ଛବି ପଦାକୁ ଆସିଛି। ଶାନ୍ତିପୂଣ୍ଣର୍ର୍ ଭାବେ ଦୁଇ ସମ୍ପ୍ରଦାୟ ଏହାକୁ ଗ୍ରହଣ କରି ବିଶ୍ୱକୁ ଏକତାର ବାର୍ତ୍ତା ପ୍ରଦାନ କରିଥିବାବେଳେ...

ସମ୍ପାଦକୀୟ/ କାଗଜ ଓ କଦଳୀ ପଟୁଆ

ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ଐତିହ୍ୟ ବହନ କରୁଛି ବାଲିଯାତ୍ରା। କାର୍ତ୍ତିକ ପୂର୍ଣ୍ଣମୀରେ ନଦୀ ଓ ପୁଷ୍କରିଣୀରେ ଡଙ୍ଗା ଭସାଇ ଅତୀତର ସ୍ମୃତିକୁ ମନେପକାଯାଉଛି। ପୂର୍ବରୁ ଥର୍ମୋକୁଲ ନିର୍ମିତ ଡଙ୍ଗା ବହୁଳ ଭାବେ ଭସାଯାଉଥିଲା। ପ୍ଲାଷ୍ଟିକ୍‌ ଓ ଥର୍ମୋକୁଲ ବ୍ୟବହାର ଉପରେ...

ବିଚାରପତି ନିଯୁକ୍ତି ଓ କଲେଜିୟମ୍‌

ସୁରେନ୍ଦ୍ର କୁମାର ମିଶ୍ର ବର୍ତ୍ତମାନ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଉପରେ ଅନେକ ଆଲୋଚନା ବିଭିନ୍ନ ସ୍ତରରେ ହେଉଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏ ପ୍ରସଙ୍ଗକୁ ନେଇ ଅଚଳାବସ୍ଥା ସୃଷ୍ଟି ହେବା ଓ ଉଚ୍ଚ ନ୍ୟାୟାଳୟର ସମସ୍ତ ବିଚାରପତି ଓ ଓକିଲ...

ଦିଲ୍ଲୀ ପ୍ରଦୂଷଣ ଓ ପ୍ରତିକାର

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା କ୍ଷେତରେ ନଡ଼ା ନ ପୋଡ଼ିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବା କିଲୋପ୍ରତି ୧ ଟଙ୍କା ପ୍ରୋତ୍ସାହନ ରାଶି କୃଷକମାନଙ୍କୁ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହା ନିଶ୍ଚିତଭାବେ ସ୍ବାଗତଯୋଗ୍ୟ।...

ଏଇ ଭାରତରେ

ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶ୍ରାଦ୍ଧ ଦିଆଯିବାର ପରମ୍ପରା ରହିଥିବାବେଳେ ଗୁଜରାଟର ଏକ ଗାଁରେ ମୃତ୍ୟୁ ପୂର୍ବରୁ ତିନି ଜଣ ବୃଦ୍ଧଙ୍କୁ ଶ୍ରାଦ୍ଧ ଦେବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଘଟିଛି ମୋରବି ଜିଲା ଗୋରଖିଜଡିଆ...

ସମ୍ପାଦକୀୟ/ଭାବିଚିନ୍ତି

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ୨୪ ଅକ୍ଟୋବରରେ ପ୍ରକାଶ ପାଇବା ପରେ ଇତିମଧ୍ୟରେ ୧୮ ଦିନ ଅତିକ୍ରମ କରିସାରିଲାଣି। ଏପରି କି ଗତ ବିଧାନସଭାର କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଗଲାଣି। ତଥାପି ସେଠାରେ ସରକାର ଗଠନ ହୋଇପାରୁନାହିଁ। ଏହାର ମୂଳ...

ନିର୍ବାଚନରେ ଜିତିବା କ୍ଲିନ୍‌ଚିଟ୍‌ ନୁହେଁ

ସହଦେବ ସାହୁ ନିର୍ବାଚନରେ ଯେତେ କମ୍‌ରେ ଜିତିଲେ ବି ରାଜନେତାମାନେ ଭାବନ୍ତି ବୁଦ୍ଧିଜୀବୀମାନେ ବା ମିଡିଆ ତାଙ୍କୁ ଯେତେ ଖରାପ କହୁଥିଲେ ବି ଜନମତ ତାଙ୍କୁ ଖରାପ ଭାବୁନାହିଁ, ଦୋଷ ତ୍ରୁଟି ପାଇଁ ଲୋକେ ତାଙ୍କୁ ବୟକଟ୍‌ କରୁନାହାନ୍ତି! ନିର୍ବାଚନରେ...

ମୋଗଲ ଅମଳରେ କଳିଙ୍ଗର ନୌବାଣିଜ୍ୟ

ହରିଗୁରୁ ଦାସ ଯୁଗେଯୁଗେ ଶିଳ୍ପ ଓ ବାଣିଜ୍ୟ ଉତ୍କର୍ଷ ଓ ବିସ୍ତାର ନିମନ୍ତେ ପରସ୍ପର ଉପରେ ନିର୍ଭରଶୀଳ। ଶିଳ୍ପ ଉତ୍କୃଷ୍ଟ ଓ ପ୍ରଚୁର ନ ହେଲେ ବାଣିଜ୍ୟ ଅସମ୍ଭବ। ଅତୀତରେ ରାଜ୍ୟବାସୀଙ୍କ ଅଭାବ ପୂରଣ କରି କଳିଙ୍ଗ ଶିଳ୍ପବାଣିଜ୍ୟର ଉତ୍କର୍ଷ...

ଏଇ ଭାରତରେ

ବୁଲା କୁକୁରଙ୍କ ଉପରେ ସବୁଠି ଅତ୍ୟାଚାର କରାଯାଉଥିତ୍ବା ବେଳେ ସେମାନଙ୍କ ଦେଖାରଖା ପାଇଁ ଜଣେ ମହିଳା ନିଜର ଗହଣା ବିକିଦେବା ଭଳି ରୋଚକ ଖବର ଏବେ ସାମ୍‌ନାକୁ ଆସିଛି। ପଶ୍ଚିମବଙ୍ଗ ନଦୀୟା ଜିଲା ନିବାସୀ ନୀଳାଞ୍ଜନା ବିଶ୍ୱାସ ଏପରି କାର୍ଯ୍ୟରେ...

ଅପେକ୍ଷାରତ

ତଥାଗତ ସତପଥୀ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଅଯୋଧ୍ୟା ବିବାଦର ଚୂଡ଼ାନ୍ତ ରାୟ ୯ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି। ୨.୭୭ ଏକର ବିଶିଷ୍ଟ ବିବାଦୀୟ ଭୂମିରେ ରାମ ମନ୍ଦିର ପ୍ରତିଷ୍ଠା ହେବା ନେଇ ରାୟରେ କୁହାଯାଇଛି।...

ଖୁଲଣା ଦେଈଙ୍କ ବେଲଣାକାଠି ପିଠିପୂଜା

ମାଧବ ଚନ୍ଦ୍ର ସ୍ବାଇଁ ତିଦିନ ଚଣାଚଟା ଯୁଆଡ଼େ ଯାଇ ଥାଉନା କାହିଁକି ରାତି ଦଶଟା ବେଳକୁ ପିଇ ଦେଇ ଘରକୁ ଫେରେ। ଚଣାଚଟା ସେଇ ଗୀତଟା ”ଆହାରେ ଭଲ ମନ୍ଦ ନାଇଁ, ଯେ ସ୍ଥାନେ ଯେମନ୍ତ ମିଳଇ“ ଗାଇ ଗାଇ...

ଏନ୍‌ଆର୍‌ସିର ଯଥାର୍ଥତା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ ଅଗଷ୍ଟ ୩୧ରେ ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ଅନ୍ତିମ ତାଲିକା ପ୍ରକାଶ ପାଇବା ପରେ ତାକୁ ନେଇ ଦେଶସାରା ଚର୍ଚ୍ଚା ଆରମ୍ଭ ହୋଇଛି। ଦୀର୍ଘ ଚାରି ବର୍ଷ ଧରି ଚାଲିଥିବା ଏହି ପ୍ରକ୍ରିୟା ଫଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri