ସମ୍ପାଦକୀୟ

ଅଧାଗଢ଼ା ଡଙ୍ଗରିଆ

ଦ୍ୱିତୀ ଚନ୍ଦ୍ର ସାହୁ ବିରାଟକାୟ କାନ୍ଥ ଭଳି ଠିଆହୋଇଛି ନିୟମଗିରି ପାହାଡ଼। ତା’ରି ପାଦଦେଶରେ ଡଙ୍ଗରିଆ ଗାଁ ରାଇଲିମା। ବିନା ଦ୍ୱିଧାରେ ଗାଁରେ ପହଞ୍ଚତ୍ବା ଲାଗି ଆମନ୍ତ୍ରଣ ମୁଦ୍ରାରେ ରାସ୍ତାଟିଏ ଲମ୍ବିଛି ଆଗକୁ। ଦି’କଡ଼ରେ ଥିବା ଜଙ୍ଗଲ ସରି ସରି...

ଏଇ ଭାରତରେ

ଦାନକଲେ ପୁଣ୍ୟ ଅର୍ଜନ ହୋଇଥାଏ। ଅର୍ଥଦାନ, ଅନ୍ନଦାନ, କନ୍ୟାଦାନ, ଗୋ-ଦାନ ଏବଂ ଭୂମିଦାନ ଆଦି ଅନେକ ପ୍ରକାର ଦାନ କରାଯାଉଥିବା ବେଳେ କେଶଦାନ କରିବା ନୂଆ ନିଶ୍ଚୟ। ଉତ୍ତରାଖଣ୍ଡର ରୁର୍‌କୀ ଅଞ୍ଚଳର ଜଣେ ମହିଳା କ୍ୟାନ୍‌ସର ପୀଡ଼ିତଙ୍କ ସହାୟତା ଲାଗି...

ସମ୍ପାଦକୀୟ/ ଭାରତମୁହଁା ଆଇଏସ୍‌

ନିକଟରେ ଶ୍ରୀଲଙ୍କାରେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ବଡ଼ ଧରଣର ଆକ୍ରମଣ କରିଥିବା ଦାବି କରିଥିଲା। ଏବେ ଏହି ଆତଙ୍କବାଦୀ ସଙ୍ଗଠନ ଭାରତରେ ଏକ ପ୍ରୋଭିନ୍ସ ବା ପ୍ରଦେଶ ଗଠନ କରିଥିବା କହିଛି। ଇସ୍‌ଲାମିକ୍‌ ଷ୍ଟେଟ୍‌ ଜମ୍ମୁ ଓ କଶ୍ମୀର (ଜେକେଆଇଏସ୍‌)ର...

ପୁନରୁଦ୍ଧାରରେ ପ୍ରତିବନ୍ଧକ

ସହଦେବ ସାହୁ ଫଣୀ (ଫନୀ) (ଫଣା ଥିବା ସାପ, ବାଂଲାଦେଶ ଦ୍ୱାରା ନାମିତ) ମହାବାତ୍ୟା ପୁରୀ କୂଳରେ ସ୍ଥଳଭାଗକୁ ମାଡ଼ି ଆସି ପୁରୀ-ଭୁବନେଶ୍ୱର-କଟକ ତଥା ଓଡ଼ିଶା ଉପକୂଳର ଉତ୍ତରାର୍ଦ୍ଧରେ ତା’ର ତାଣ୍ଡବ ସାରି ଚାଲିଯିବାର ଏକାଦଶାହ ପରେ ବି ପ୍ରଭାବିତ...

କୃତଜ୍ଞତାର ଚମତ୍କାରିତା

ଛନ୍ଦା ମିଶ୍ର ଖାଇବା ପୂର୍ବରୁ ହାତରେ ଥିବା ଭାତଗୁଣ୍ଡାଟିକୁ କରନ୍ତୁ ନିରୀକ୍ଷଣ। ଏଇ ଭାତ ମୁଠାକ, ଆପଣଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଯେଉଁ ମନୁଷ୍ୟମାନଙ୍କ ଶ୍ରମ ନେଇ ଆସିଛି, ଥରୁଟିଏ ତାଙ୍କୁ କରନ୍ତୁ ସ୍ମରଣ। ଚାଉଳ, ଡାଲି, ପରିବା ଆଦି...

ଏଇ ଭାରତରେ

ଗୁଜରାଟର ହିମ୍ମତନଗର ଅଞ୍ଚଳର ଯୁବକ ଅଜୟଙ୍କ ବିବାହ ଉତ୍ସବକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ୨୭ ବର୍ଷୀୟ ଯୁବକ ବର ବେଶରେ ସଜେଇ ହୋଇଛନ୍ତି। ଶୋଭାଯାତ୍ରା ହୋଇଛି। ହେଲେ ବାହା ହେବାକୁ କନ୍ୟା ନାହାନ୍ତି। ବିବାହ ପାଇଁ ସବୁ କାର୍ଯ୍ୟ...

ଉତ୍ତରାଧିକାର

ଆକାର ପଟେଲ ୧୯୪୮ ମସିହାରେ ହିନ୍ଦୁ କୋଡ୍‌ ବିଲ୍‌ ଉପସ୍ଥାପନ କରିବା ଅବସରରେ ବି.ଆର୍‌. ଆମ୍ବେଡ଼କର କହିଥିଲେ ଯେ, ଏହି ବିଲ୍‌ ଦ୍ୱାରା ଯେଉଁ ମୌଳିକ ପ୍ରସଙ୍ଗର ସମାଧାନ କରିବାକୁ ଚେଷ୍ଟା କରାଯାଇଛି, ତାହା ହେଉଛି ଉତ୍ତରାଧିକାର। ହିନ୍ଦୁ ଉତ୍ତରାଧିକାର...

ଫନୀ ଫେରାଇଛି ପୁରୁଣା ଦିନ

ପ୍ରକାଶ ତ୍ରିପାଠୀ ଗତ ମେ ୩ତାରିଖରେ ଓଡ଼ିଶା ଉପକୂଳ ଜିଲାଗୁଡ଼ିକରେ ମହାପ୍ରଳୟ ଘଟାଇ ୧୯୯୯ ମହାବାତ୍ୟାର ସ୍ମୃତିକୁ ଉଜ୍ଜୀବିତ କରିଦେଇଛି ସାମୁଦ୍ରିକ ଝଡ଼ ଫନୀ। ପୁରୀଠାରେ ସ୍ଥଳଭାଗକୁ ଛୁଇଁବା ପରେ ବାତ୍ୟାକୁ ନେଇ ସମସ୍ତ ଆଶଙ୍କା ଓ ଆକଳନକୁ ସତ୍ୟ...

ଆଇଏନ୍‌ସିବି ସଦସ୍ୟା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଅନ୍ତର୍ଜାତୀୟ ନିଶା ଔଷଧ ନିୟନ୍ତ୍ରଣ ବୋର୍ଡ (ଇଣ୍ଟରନ୍ୟାଶନାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ ବା ଆଇଏନ୍‌ସିବି) ଜାତିସଂଘର ଏକ ସ୍ବାଧୀନ ତଥା ଅର୍ଦ୍ଧନ୍ୟାୟ ତଦାରଖକାରୀ ସଂସ୍ଥା ଭାବେ ପରିଚିତ। ୧୯୬୮ରେ ଏହା ସ୍ଥାପନ କରାଯାଇଥିଲା। ଇକୋନମିକ୍‌...

ଏଇ ଭାରତରେ

ନିରବଚ୍ଛିନ୍ନ ସାଧନା ଓ ଗଭୀର ଅଧ୍ୟବସାୟ ବଳରେ ଅସାଧ୍ୟ ସାଧନ କରିହୁଏ। ଏହାଦ୍ୱାରା ନୂତନ ସୃଷ୍ଟି ସମ୍ଭବ ହୋଇପାରେ। ଗଭୀର ଆତ୍ମବିଶ୍ୱାସ ଏବଂ ଅବିରତ ସାଧନା ଦ୍ୱାରା ଜଣେ ଭାରତୀୟ ଇଞ୍ଜିନିୟର ତିଆରି କରିଛନ୍ତି ଏକ ଇଞ୍ଜିନ୍‌। ଏଥିରେ ପାଣିକୁ...

ଭାରତ ଓ ଆଣବିକ ଶକ୍ତି

ଇଂ. ମାୟାଧର ସ୍ବାଇଁ ଭାରତ ୧୯୯୮ ମସିହା ମେ ୧୧ ତାରିଖରେ ତିନୋଟି ଓ ୧୩ ତାରିଖରେ ଦୁଇଟି ଆଣବିକ ପରୀକ୍ଷା କରି ନିଜକୁ ଆଣବିକ ରାଷ୍ଟ୍ର ଭାବେ ଘୋଷଣା କରି ଇତିହାସ ସୃଷ୍ଟି କରିଥିଲା। ଏହି କୃତିତ୍ୱ ପରେ...

ଶବ୍ଦ ନୁହେଁ ମନ୍ତ୍ରଟିଏ

ସଂଗ୍ରାମ କେଶରୀ ପୃଷ୍ଟି ଦଶମାସ ଦଶଦିନ ମିଠା ଯନ୍ତ୍ରଣାକୁ ଆଲିଙ୍ଗନ କରି ସୁରକ୍ଷିତ ଗର୍ଭକୁ ବୋହି ଶେଷରେ ଏ ସୁନ୍ଦର ସୃଷ୍ଟିକୁ ଯିଏ ଆଣିଥାଏ, ସେ ହେଉଛି ମମତାମୟୀ ମା’। ସୁତରାଂ ପ୍ରତ୍ୟେକଟି ସନ୍ତାନ ପାଇଁ ପ୍ରଥମ ଅମୃତବୋଳା ଏ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri