ସମ୍ପାଦକୀୟ

ଏଜେଣ୍ଟଙ୍କ ଦୁଃଖ

ରୁଦ୍ର ପ୍ରସନ୍ନ ରଥ ଗତ କିଛି ବର୍ଷ ହେଲା ଦେଶର ପୂର୍ବାଞ୍ଚଳର ରାଜନୀତିକୁ ଚିଟ୍‌ ଫଣ୍ଡ ବେଶ୍‌ ସରଗରମ କରି ରଖିଛି। ଖାସ୍‌ କରି ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ହଜାର ହଜାର ଲୋକଙ୍କର କୋଟି କୋଟି ଟଙ୍କା ଚିଟ୍‌ ଫଣ୍ଡରେ...

ଏଇ ଭାରତରେ

ହସ୍ପିଟାଲରେ ସ୍ଥାନର ଅଭାବ ଯୋଗୁ ଚିକିତ୍ସା ପାଇଁ ଆସିଥିବା ୧୦୦ ଶିଶୁଙ୍କୁ ନିଜ ବଙ୍ଗଳାକୁ ନେଲେ ଜିଲାପାଳ। ଏବେ ତାଙ୍କର ମହତ୍‌ପଣିଆ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ହେଉଛନ୍ତି ମଧ୍ୟପ୍ରଦେଶ ସିଦ୍ଧି ଜିଲାର ଜିଲାପାଳ ଅଭିଷେକ ସିଂ।...

ପୋଷାପ୍ରାଣୀ ଓ ଆଲର୍ଜି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ମୁଁ ଅନେକ ମାଆଙ୍କୁ ଭେଟିଛି ଯେଉଁମାନେ ନିଜ ପିଲାଙ୍କୁ ଖାଲି ପାଦରେ ଘରେ, ବାହାରେ ବା ପାର୍କରେ ଚାଲିବାକୁ, ଗେଣ୍ଡାଶାମୁକା ଛୁଇଁବାକୁ, ମାଟିକାଦୁଅ ହବାକୁ, ମୌସୁମୀ ବର୍ଷାରେ ଭିଜିବାକୁ, ପଶୁପକ୍ଷୀଙ୍କ ପାଖକୁ ଯିବାକୁ ବା...

ସାତଘଣ୍ଟିଆ ଗୁଣବତ୍ତା

ଡ. ସୁବାସ ଚନ୍ଦ୍ର ପାତ୍ର ଅନିଲ କପୁର ଅଭିନୀତ ଏକ ପୁରୁଣା ହିନ୍ଦୀ ଫିଲ୍ମର ନାମ ଥିଲା ‘ୱ ସାତଦିନ’। ଏବେ ଉଚ୍ଚଶିକ୍ଷା ବିଭାଗରେ ସାତଦିନ ନୁହେଁ, ସାତଘଣ୍ଟିଆ କଥାକୁ ନେଇ ବେଶ୍‌ ଚର୍ଚ୍ଚା ଅର୍ଥାତ୍‌ ଅଧ୍ୟାପକମାନେ ଏଣିକି କଲେଜରେ...

ସାଉଁଟା ଅନୁଭୂତି ଓ ବ୍ୟାବହାରିକ ଜ୍ଞାନ

ଡ. କୁମରବର ଦାସ ଗାନ୍ଧୀ, ଗୋପବନ୍ଧୁ, ବିବେକାନନ୍ଦ, ରାମକୃଷ୍ଣ କିମ୍ବା ଟାଗୋର, ଅରବିନ୍ଦଙ୍କ ଜୀବନଯାତ୍ରାର ସଫଳତା କଥା ଆମେ ଜାଣୁ। ସେମାନଙ୍କ ଜୀବନୀ ପଢିଛୁ। କିନ୍ତୁ ଆଧୁନିକତାର ପ୍ରବାହରେ ଆମ ଯୁବସମାଜ ସେମାନଙ୍କ ଉପଦେଶ ଦ୍ୱାରା ଆଜିକାଲି ବିଶେଷ ପ୍ରଭାବିତ...

ଏଇ ଭାରତରେ

ମଧ୍ୟପ୍ରଦେଶ ଇନ୍ଦୋରର ଏକ ମରାଠୀ ଦମ୍ପତି କିଛି ବର୍ଷ ହେବ ଆବୁଧାବିରେ ରହି ଆସୁଛନ୍ତି। ସେମାନେ ନିକଟରେ ଇନ୍ଦୋର ଆସି ତାଙ୍କ ପୁଅ ସହ ୮ ବର୍ଷ ଝିଅର ମଧ୍ୟ ବ୍ରତୋପନୟନ କରିଛନ୍ତି। ସାଧାରଣତଃ ହିନ୍ଦୁ ପରମ୍ପରା ଅନୁଯାୟୀ କେବଳ...

ମଙ୍ଗ ଧରିଛନ୍ତି/ତଥାଗତ ସତପଥୀ

କର୍ନାଟକରେ ରାଜନୈତିକ ସଙ୍କଟ ଦୂର ହୋଇପାରୁ ନାହିଁ। ଇସ୍ତଫା ଦେଇଥିବା ବିଧାୟକଙ୍କ ପତ୍ରକୁ ବାଚସ୍ପତି ଗ୍ରହଣ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ୧୭ ଜୁଲାଇରେ ଶୁଣାଣି କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ୧୬ ଜୁଲାଇରେ କହିଛନ୍ତି। ସାଧାରଣ...

ମନୁଷ୍ୟକୃତ ଆଲୋକ ପ୍ରଦୂଷଣ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ପିଲା କାନ୍ଦିଲେ ତାକୁ ତୁନେଇବାକୁ ହେଉ ଅଥବା ସେ ନ ଶୋଇ ମା’କୁ ହଇରାଣ କରିବା ବିଷୟରେ ହେଉ, ମା’ମାନେ ଏହି ଅଝଟ ଶିଶୁ ପାଇଁ ଗୋଟିଏ ଗୀତ ମଧୁର ସ୍ବରରେ ବୋଲିଥାନ୍ତି – ”ଆ’...

ବାଣିଜି୍ୟକ ବୈରତାର ଦୁଇ ଦ୍ୱନ୍ଦ୍ୱଯୋଦ୍ଧା

ମାୟାଧର ନାୟକ ପୃଥିବୀରେ ପୁଣି ଏକ ଭୟାବହ ଯୁଦ୍ଧର ସମ୍ଭାବନା ଦେଖାଦେଇଛି। ଯେଉଁ ଦୁଇଟି ମହାଯୁଦ୍ଧ ପୃଥିବୀରେ ସଂଗଠିତ ହୋଇଛି, ତା’ ମୂଳରେ ନାରୀ, ସମ୍ପତ୍ତି, କ୍ଷମତା, ଦେଶ ଦଖଲ ହିଁ ମୂଳ କାରଣ। ଆଗେ ଅସ୍ତ୍ରରେ ଯୁଦ୍ଧ ହେଉଥିଲା,...

ଏଇ ଭାରତରେ

ଦୁନିଆରେ ଏମିତି ଜଣେ ଜଣେ ବ୍ୟକ୍ତି ଥାଆନ୍ତି ଯିଏ ଦାନ କରି ମହାନତାର ପରିଚୟ ଦିଅନ୍ତି। ଏମିତି ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ସିବିଆର୍‌ ପ୍ରସାଦ। ସେ ୪୦ବର୍ଷ ପରେ ତାଙ୍କର ସମସ୍ତ ପେନ୍‌ସନ ଅର୍ଥ ୧କୋଟି ଟଙ୍କା...

ସମ୍ପାଦକୀୟ/ ଉଦ୍ଭଟ: ଜହ୍ନରେ ଜଳଖୋଜା

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ୍‌ ଧାଓ୍ବନ ମହାକାଶ କେନ୍ଦ୍ରରୁ ଭାରତର ଦ୍ୱିତୀୟ ମୁନ୍‌ ମିଶନ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ ପାଇଁ ୧୪ ଜୁଲାଇ ରାତି ୨ଟା ୫୧କୁ ସମୟ ନିର୍ଘଣ୍ଟ କରାଯାଇଥିଲା। ଶେଷ ମୁହୂର୍ତ୍ତରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ...

ଜୀବନ ସ୍ରୋତର ଶାଶ୍ୱତ ଧାରା

ବୈକୁଣ୍ଠନାଥ ମିଶ୍ର ଦୁର୍ଲଭ ଜନମ ମାନବ ଜୀବନ। ସ୍ରଷ୍ଟାଙ୍କର ସର୍ବୋତ୍କୃଷ୍ଟ ସୃଷ୍ଟି। ଜୀବାତ୍ମା ମଧ୍ୟରେ ପରମାତ୍ମାଙ୍କ ସତ୍ତା ବିଦ୍ୟମାନ। ମାନବ ଜୀବନରେ ଦେବତ୍ୱର ସଂସ୍ଥାପନ। ମାନବ କିନ୍ତୁ ବିସ୍ମୃତ ହୋଇଥାଏ ଯେ ସେ ଅମୃତର ସନ୍ତାନ ଓ ତା’ ଦେହରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri