ସମ୍ପାଦକୀୟ

ପାତିବା ନାହିଁ ହାତ

ଶ୍ରୀ ସନ୍ନ୍ୟାସୀ ଚାରିଆଡ଼େ ମରୁଡ଼ି। ସବୁଠି ହା ଅନ୍ନ ଚିତ୍କାର। ଗାଁଟିର ନାଁ ହେଉଛି ସିରେଇ। ସେଇଠି ଖୋଲା ହୋଇଛି ରିଲିଫ୍‌ କେନ୍ଦ୍ର। ଦାସେ ଆପଣେ ନିଜେ ଉପସ୍ଥିତ ରହି ଚୁଡା ଚାଉଳ ବାଣ୍ଟୁଛନ୍ତି। ଅନ୍ୟ ଗାଁର ଯୁବକ ବେଣୁଧର;...

ଏଇ ଭାରତରେ

ଗୁଜରାଟ ଅହମଦାବଦର ମନୀଷ ସୋନୀ ନାମକ ଜଣେ ଯୁବକ ଏବେ ଖୁବ୍‌ ଚର୍ଚ୍ଚାରେ। କ୍ରିକେଟ ଓ୍ବାର୍ଲଡ କପ୍‌ ଚାଲିଥିବା ସମୟରେ ସେ ସୁନାରେ ତିଆରି କରିଛନ୍ତି କ୍ରିକେଟ ବ୍ୟାଟ, ବଲ୍‌ ଓ ଷ୍ଟମ୍ପ। ଜଣେ କ୍ରିକେଟ ଖେଳାଳି ହେବାକୁ ପିଲାବେଳୁ...

କଶ୍ମୀରରେ ଅସ୍ବାଭାବିକତା

ଆକାର ପଟେଲ ଦୁଇବର୍ଷ ପରେ ଚଳିତ ସପ୍ତାହରେ ମୁଁ ଶ୍ରୀନଗର ଯାଇଥିଲି ଏବଂ ସେଠାରେ ଅଳ୍ପ କିଛିଦିନ କଟାଇଲି। ମୁଁ ଭାବୁଛି ସେଠାରେ କ’ଣ ଚାଲିଛି ତାହା ପାଠକେ ଜାଣିବା ଦରକାର କାରଣ ତାହା ଅତ୍ୟନ୍ତ ଚିନ୍ତାଜନକ। ସେଠାକୁ ଗଲେ...

ସରକାରୀ ଦାନ ଓ ବିକାଶର ଅଧିକାର

ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ ଭାରତରେ ୨୦୧୯ ସାଧାରଣ ନିର୍ବାଚନର ଏକ ବିଶେଷତା ହେଉଛି ଯେ ରାଜନୈତିକ ଦଳଗୁଡ଼ିକ ସିଧାସଳଖ ସରକାରୀ ଆର୍ଥିକ ସାହାଯ୍ୟ ଦେବାର ସମ୍ଭାବନା ଉପରେ ଜୋର ଦେଇଥିଲେ। ନିର୍ବାଚନରେ ସଫଳତା ଆଣି ଦେବାରେ ଏହା ସହାୟକ ହୋଇଛି...

କୂଟନୈତିକ ରାଜନେତା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ କେନ୍ଦ୍ରରେ ୩୦ ମେ ୨୦୧୯ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ଲାଗି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ଗଠିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସମେତ ୫୮ ମନ୍ତ୍ରୀ ଶପଥ ନେଇଥିବା ବେଳେ ବହିର୍ବ୍ୟାପାର...

ଏଇ ଭାରତରେ

ପ୍ରେମ ବାଧାବନ୍ଧନ ମାନି ନ ଥାଏ। କେତେକ ପ୍ରେମୀଯୁଗଳ ଘରୁ ଲୁଚି ପଳାଇଯାଇ ପରିବାର ସଦସ୍ୟ ଓ ସମାଜର ନିୟମକୁ ନ ମାନି ଅନ୍ୟତ୍ର ବିବାହ କରିଥାନ୍ତି । ତେବେ ସେମାନଙ୍କ ସୁରକ୍ଷା ନେଇ ଅନେକ ସମୟରେ ସମସ୍ୟା ସୃଷ୍ଟି...

ବିବାଦୀୟ ଟୁଇଟ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦାୟିତ୍ୱହୀନ ଭାବେ ଟୁଇଟ୍‌ କରି ଏବେ ମହାରାଷ୍ଟ୍ର ଆଇଏଏସ୍‌ ଅଫିସର ନିଧି ଚୌଧରୀଙ୍କ କ୍ୟାରିୟର ବିପଦରେ ପଡ଼ିଛି। ଏହି କାରଣରୁ ବୃହନ୍‌ମୁମ୍ବାଇ ପୌର ନିଗମର ଯୁଗ୍ମ ପୌର ଆୟୁକ୍ତ ଭାବେ ନିଯୁକ୍ତ ଥିବା ନିଧିଙ୍କୁ...

ଆଚରଣବିଧିର ପ୍ରହସନ

ତୁଷାରକାନ୍ତ ୧୯୭୧ ମସିହା ସଂସଦୀୟ ନିର୍ବାଚନରେ ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ଆସନରୁ ଇନ୍ଦିରା ଗାନ୍ଧୀ ବହୁ ବ୍ୟବଧାନରେ ସମାଜବାଦୀ ନେତା ରାଜନାରାୟଣଙ୍କୁ ହରାଇବା ପରେ ରାଜନାରାୟଣଜୀ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟରେ ମକଦ୍ଦମା କରି ପ୍ରାର୍ଥନା କରିଥିଲେ ଯେ, ‘ଇନ୍ଦିରା...

ଭାଷାପ୍ରାଣ ଫକୀରମୋହନ

ଡା. ସୁରେନ୍ଦ୍ରନାଥ ପତି ସଂକ୍ରାନ୍ତିପୁରୁଷ ରୂପେ ଖ୍ୟାତ ବ୍ୟାସକବି ଫକୀରମୋହନଙ୍କ ଜନ୍ମ ହୋଇଥିଲା ୧୮୪୩ ମସିହା ଜାନୁୟାରୀ ୧୩ ତାରିଖ ମକରସଂକ୍ରାନ୍ତିରେ ଏବଂ ସେ ଦେହତ୍ୟାଗ କରିଥିଲେ ୧୯୧୮ ମସିହା ଜୁନ୍‌ ୧୪ ତାରିଖ ରଜସଂକ୍ରାନ୍ତି ଦିନ। ବାଲ୍ୟକାଳରୁ ମାତୃପିତୃହୀନ...

ଏଇ ଭାରତରେ

ଉତ୍ତରପ୍ରଦେଶ ଗୋରଖପୁର ଅନ୍ତର୍ଗତ ଘିସାପୁର ଖଜୁର ଗଁାରେ ୨ଟି ଘୋଡ଼ୀ ଓ ଗୋଟିଏ ଘୋଡ଼ାକୁ ଇଚ୍ଛାମୃତ୍ୟୁ ଅନୁମତି ମିଳିଛି। ଘଟଣା ହେଲା ଏହି ତିନୋଟି ପାଳିତ ପଶୁ ଗ୍ଲାଣ୍ଡର୍ସ ଆଣ୍ଡ ଫାର୍ସି ରୋଗରେ ପୀଡ଼ିତ ଥିଲେ, ଯେଉଁଥିରେ ମୃତ୍ୟୁ ସୁନିଶ୍ଚିତ...

ଆଜିର ଅର୍ଥନୀତି/ ଗଡ଼ାଣିରେ ଅର୍ଥନୀତି

ଭାରତ ସରକାରଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ଚଳିତ ସପ୍ତାହରେ ଦେଶର ଜିଡିପି ଆକଳନ ସମ୍ପର୍କରେ ଏକ କଟୁସତ୍ୟ ପ୍ରକାଶ କରି ଏକପ୍ରକାର ବୋମା ପକାଇବା ପରି କାମ କରିଛନ୍ତି। ତାଙ୍କ ବିସ୍ଫୋରକ ବୟାନ ଅନୁସାରେ କେନ୍ଦ୍ର ସରକାର...

ଯାନବାହନରୁ ବାୟୁ ପ୍ରଦୂଷଣ ଓ ବିଏସ୍‌-୬

ଡ. ରମେଶ ଚନ୍ଦ୍ର ପରିଡ଼ା ଅର୍ଥନୈତିକ ଅଭିବୃଦ୍ଧି ସଙ୍ଗେ ସଙ୍ଗେ ବିସ୍ତାରିତ ଶିଳ୍ପାୟନ ଓ ନଗରୀକରଣ, ବୃଦ୍ଧିପ୍ରାପ୍ତ ଯାନବାହନର ସଂଖ୍ୟା ତଥା ଅନ୍ୟାନ୍ୟ ବହୁ ମାନବୀୟ କାର୍ଯ୍ୟକଳାପ ହେତୁ ବାୟୁ ପ୍ରଦୂଷଣ ସମସ୍ୟା ଜଟିଳରୁ ଜଟିଳତର ହେବାରେ ଲାଗିଛି। ଫଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri