Advertisement

ଶିକ୍ଷା ଓ ନିଯୁକ୍ତି

Oil India Limitedରେ ଖାଲି ପଡ଼ିଛି ଅନେକ ପଦବୀ: ତୁରନ୍ତ କରନ୍ତୁ ଆବେଦନOil India Limitedରେ ଖାଲି ପଡ଼ିଛି ଅନେକ ପଦବୀ: ତୁରନ୍ତ କରନ୍ତୁ ଆବେଦନ

Oil India Limitedରେ ଖାଲି ପଡ଼ିଛି ଅନେକ ପଦବୀ: ତୁରନ୍ତ କରନ୍ତୁ ଆବେଦନ

Oil India Limited Recruitment 2024: ଅଏଲ୍‌ ଇଣ୍ଡିଆ ଲିମିଟେଡ ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ ପଦବୀ ଖାଲି ପଡିଛି। ଏସବୁ ପୂରଣ ପାଇଁ ଅଏଲ୍‌ ଇଣ୍ଡିଆ…

1 year ago
NICLରେ ଏଓ-ଆସିଷ୍ଟାଣ୍ଟ ଭ୍ୟାକାନ୍ସି: କରନ୍ତୁ ଏଭଳି ଆବେଦନ…NICLରେ ଏଓ-ଆସିଷ୍ଟାଣ୍ଟ ଭ୍ୟାକାନ୍ସି: କରନ୍ତୁ ଏଭଳି ଆବେଦନ…

NICLରେ ଏଓ-ଆସିଷ୍ଟାଣ୍ଟ ଭ୍ୟାକାନ୍ସି: କରନ୍ତୁ ଏଭଳି ଆବେଦନ…

ନୂଆଦିଲ୍ଲୀ,୨୨।୧ : ସରକାରୀ ଚାକିରି ପାଇବା ପାଇଁ ସ୍ନାତକ ହାସଲ କରିଥିବା ଦେଶର ଯୁବବର୍ଗମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ରହିଛି। ନ୍ୟାଶନାଲ ଇନସ୍ୟୁରାନ୍ସ କମ୍ପାନୀ…

1 year ago
ସେନାରେ ୨୦୨୭ ସୁଦ୍ଧା ୧୨ ଲକ୍ଷ କର୍ମଚାରୀ ହରାଇବେ ଚାକିରି: ଖଚରଙ୍କ ସ୍ଥାନରେ କାମ କରିବ ଡ୍ରୋନ…ସେନାରେ ୨୦୨୭ ସୁଦ୍ଧା ୧୨ ଲକ୍ଷ କର୍ମଚାରୀ ହରାଇବେ ଚାକିରି: ଖଚରଙ୍କ ସ୍ଥାନରେ କାମ କରିବ ଡ୍ରୋନ…

ସେନାରେ ୨୦୨୭ ସୁଦ୍ଧା ୧୨ ଲକ୍ଷ କର୍ମଚାରୀ ହରାଇବେ ଚାକିରି: ଖଚରଙ୍କ ସ୍ଥାନରେ କାମ କରିବ ଡ୍ରୋନ…

ନୂଆଦିଲ୍ଲୀ,୨୨।୧ : ଭାରତୀୟ ସେନାରେ ଲଗେଜ ନେଇଥିବା ଖଚରମାନେ ଏବେ ଇତିହାସ ପାଲଟିବେ। ସେମାନଙ୍କ ବଦଳରେ ସେନା ବର୍ତ୍ତମାନ ଡ୍ରୋନ ବ୍ୟବହାରକୁ ବୃଦ୍ଧି କରୁଛି। ଏହି ଖଚରଗୁଡିକ…

1 year ago
ଗଣିତ ପଢ଼ାଉ ଥିବା ଅଧା ମ୍ୟାଡାମ୍‌-ସାର୍‌ ନିଜେ ପଢ଼ି ନାହାନ୍ତି ଗଣିତ ! : TISS ରିପୋର୍ଟ…ଗଣିତ ପଢ଼ାଉ ଥିବା ଅଧା ମ୍ୟାଡାମ୍‌-ସାର୍‌ ନିଜେ ପଢ଼ି ନାହାନ୍ତି ଗଣିତ ! : TISS ରିପୋର୍ଟ…

ଗଣିତ ପଢ଼ାଉ ଥିବା ଅଧା ମ୍ୟାଡାମ୍‌-ସାର୍‌ ନିଜେ ପଢ଼ି ନାହାନ୍ତି ଗଣିତ ! : TISS ରିପୋର୍ଟ…

ନୂଆଦିଲ୍ଲୀ,୨୦।୧ : ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (ଟିଆଇଏସଏସ) ରେ ସେଣ୍ଟର ଅଫ ଏକ୍ସଲେନ୍ସ ଇନ ଟିଚର ଏଜୁକେଶନ(ସିଟିଇ) ପ୍ରତ୍ୟେକ ପିଲାଙ୍କ ପାଇଁ ସଠିକ ଶିକ୍ଷକ…

1 year ago
CBSE Board Exam: ବର୍ଷରେ ୨ ଥର ହେବ ସିବିଏସଇ ବୋର୍ଡ ପରୀକ୍ଷା, କ’ଣ ରହିଛି ନିୟମ ଜାଣନ୍ତୁ…CBSE Board Exam: ବର୍ଷରେ ୨ ଥର ହେବ ସିବିଏସଇ ବୋର୍ଡ ପରୀକ୍ଷା, କ’ଣ ରହିଛି ନିୟମ ଜାଣନ୍ତୁ…

CBSE Board Exam: ବର୍ଷରେ ୨ ଥର ହେବ ସିବିଏସଇ ବୋର୍ଡ ପରୀକ୍ଷା, କ’ଣ ରହିଛି ନିୟମ ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧ : ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷା ବର୍ତ୍ତମାନ ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ବୋର୍ଡ ଏଥିପାଇଁ ନୂଆ ନିୟମ ଆଣିଛି। ୨୦୨୪-୨୫…

1 year ago
ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ବାରଣହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ବାରଣ

ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ବାରଣ

କଟକ,୧୯ା୧: କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ହାଇକୋର୍ଟରେ ପହଞ୍ଚିଛି। କୋର୍ଟ ଏହି ମାମଲାର ଶୁଣାଣୀ କରି ୨୪ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ନେଇ ଚୂଡ଼ାନ୍ତ ନିଷ୍ପତ୍ତି…

1 year ago
ସବୁ ଭାଷାରେ ଡିଜିଟାଲ୍ ରେ ମିଳିବ ପ୍ରତ୍ୟେକ ପାଠ୍ୟକ୍ରମ, ସମସ୍ତ ଶିକ୍ଷା ପ୍ରତିଷ୍ଠାନକୁ ସରକାରଙ୍କ ନିର୍ଦ୍ଦେଶସବୁ ଭାଷାରେ ଡିଜିଟାଲ୍ ରେ ମିଳିବ ପ୍ରତ୍ୟେକ ପାଠ୍ୟକ୍ରମ, ସମସ୍ତ ଶିକ୍ଷା ପ୍ରତିଷ୍ଠାନକୁ ସରକାରଙ୍କ ନିର୍ଦ୍ଦେଶ

ସବୁ ଭାଷାରେ ଡିଜିଟାଲ୍ ରେ ମିଳିବ ପ୍ରତ୍ୟେକ ପାଠ୍ୟକ୍ରମ, ସମସ୍ତ ଶିକ୍ଷା ପ୍ରତିଷ୍ଠାନକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯ା୧: ବିଦ୍ୟାର୍ଥୀମାନଙ୍କୁ ନିଜ ଭାଷାରେ ଅଧ୍ୟୟନ କରିବାର ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ବିଦ୍ୟାଳୟ ତଥା ଉଚ୍ଚଶିକ୍ଷା ଅଧୀନରେ ଥିବା…

1 year ago
ୟୁଜିସି ନିୟମ ପାଳନ କରିବାରେ ବିଫଳ ଓଡ଼ିଶାର ୧୧ଟି ବିଶ୍ୱବିଦ୍ୟାଳୟୟୁଜିସି ନିୟମ ପାଳନ କରିବାରେ ବିଫଳ ଓଡ଼ିଶାର ୧୧ଟି ବିଶ୍ୱବିଦ୍ୟାଳୟ

ୟୁଜିସି ନିୟମ ପାଳନ କରିବାରେ ବିଫଳ ଓଡ଼ିଶାର ୧୧ଟି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୧୯ା୧: ଓଡିଶାର ପ୍ରାୟ ୧୧ ଟି ସରକାରୀ ବିଶ୍ୱବିଦ୍ୟାଳୟ ୟୁଜିସି (ରେଡ୍ରେସାଲ୍ ଅଫ୍ ଷ୍ଟୁଡେଣ୍ଟସ୍ ଅଫ୍ ରେଗୁଲେସନ୍) ନିୟମାବଳୀ ଅନୁଯାୟୀ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ…

1 year ago
କନିଷ୍ଠ ଶିକ୍ଷକ ପରୀକ୍ଷା ଫଳକୁ ନେଇ ବଢ଼ୁଛି ଅସନ୍ତୋଷ; ସ୍ପଷ୍ଟୀକରଣ ଦେଲା OSEPAକନିଷ୍ଠ ଶିକ୍ଷକ ପରୀକ୍ଷା ଫଳକୁ ନେଇ ବଢ଼ୁଛି ଅସନ୍ତୋଷ; ସ୍ପଷ୍ଟୀକରଣ ଦେଲା OSEPA

କନିଷ୍ଠ ଶିକ୍ଷକ ପରୀକ୍ଷା ଫଳକୁ ନେଇ ବଢ଼ୁଛି ଅସନ୍ତୋଷ; ସ୍ପଷ୍ଟୀକରଣ ଦେଲା OSEPA

ଭୁବନେଶ୍ୱର,୧୮।୧: କନିଷ୍ଠ ଶିକ୍ଷକ(ସ୍କିମାଟିକ) ଲିଖିତ ପରୀକ୍ଷା ଫଳ ପ୍ରକାଶ ପରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରାର୍ଥୀଙ୍କ ସମୁଦାୟ ମାର୍କ ପ୍ରକାଶ କରିବା, ନର୍ମାଲାଇଜେସନ୍‌ ପ୍ରକ୍ରିୟା…

1 year ago
କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ୍‌ ଆଣିଲେ କେନ୍ଦ୍ର ସରକାର, ୧୬ ବର୍ଷରୁ କମ୍‌ ପିଲାଙ୍କୁ କୋଚିଂ ମନାକୋଚିଂ ସେଣ୍ଟର ପାଇଁ ଗାଇଡଲାଇନ୍‌ ଆଣିଲେ କେନ୍ଦ୍ର ସରକାର, ୧୬ ବର୍ଷରୁ କମ୍‌ ପିଲାଙ୍କୁ କୋଚିଂ ମନା

କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ୍‌ ଆଣିଲେ କେନ୍ଦ୍ର ସରକାର, ୧୬ ବର୍ଷରୁ କମ୍‌ ପିଲାଙ୍କୁ କୋଚିଂ ମନା

ନୂଆଦିଲ୍ଲୀ,୧୮ା୧: ଛତୁ ଫୁଟିଲା ଭଳି ଦେଶରେ କୋଚିଂ ସେଣ୍ଟର ଗୁଡ଼ିକ ଗଢି ଉଠିବାରେ ଲାଗିଛି। ଏଗୁଡିକ ଉପରେ ନିୟନ୍ତ୍ରଣ ରଖିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଆଣିଛନ୍ତି କେନ୍ଦ୍ର…

1 year ago