ଶିକ୍ଷା ଓ ନିଯୁକ୍ତି

ଓଡ଼ିଶାରେ ୨୦୬୪ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଆସିଲା ବିଜ୍ଞପ୍ତି, ଏହି ତାରିଖରୁ ଆରମ୍ଭ ହେବ ଆବେଦନ

ଭୁବନେଶ୍ୱର,୧।୧: ରାଜ୍ୟ ଚୟନ ବୋର୍ଡ ଓଡିଶା ଆନୁଷ୍ଠାନିକ ଭାବରେ ସରକାରୀ ସହାୟତା ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକମାନଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିପାଇଁ ଜାନୁୟାରୀ ୦୮ ରୁ ଆବେଦନ ଆରମ୍ଭ ହୋଇ ଫେବୃଆରୀ ୦୭, ୨୦୨୪ ପର୍ଯ୍ୟନ୍ତ...

ମେଡିକାଲ ଟେକ୍ନିକାଲ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଓଏସଏସସି

ଭୁବନେଶ୍ୱର, ୩୦।୧୨: ବିଭିନ୍ନ ମେଡିକାଲ ଟେକ୍ନିକାଲ ପଦବୀରେ ନିଯୁକ୍ତି ପାଇଁ ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଏକ ବିଜ୍ଞାପନ ପ୍ରକାଶ ପାଇଛି। ଏହି ବୈଷୟିକ ପଦବୀଗୁଡ଼ିକ ଓଡିଶାର ଇଏସଆଇ ସ୍କିମ୍ ନିର୍ଦ୍ଦେଶାଳୟ ଅଧୀନରେ ପୂରଣ ହେବ। ଖାଲି ଥିବା...

ଓଡ଼ିଶା ସିଭିଲ ସର୍ଭିସ ବୟସ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି ନିଷ୍ପତ୍ତି

ଭୁବନେଶ୍ୱର,୩୦।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବର୍ଷର ଶେଷ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧୦ ଟି ବିଭାଗର ମୋଟ ୧୩ଟି ପ୍ରସ୍ତାବ ପାରିତ ହୋଇଛି। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ...

ଓଡ଼ିଶା ଅଗ୍ନିଶମ ସେବା ନିୟମାବଳୀ ୨୦୨୧ ସଂଶୋଧନ, ୩ ଗୁଣ ବଦଳରେ ୭ ଗୁଣ ପ୍ରାର୍ଥୀ ଦେବେ ଶାରୀରିକ ପରୀକ୍ଷା

ନୂଆଦିଲ୍ଲୀ,୩୦।୧୨: ଓଡ଼ିଶା ଅଗ୍ନିଶମ ଓ ଜରୁରିକାଳୀନ ସେବା ପାଇଁ ନିୟମାବଳୀ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ବିପତ୍ତିକାଳୀନ ପରିସ୍ଥିତିରେ ଅଗ୍ନିଶମ ଓ ଜରୁରିକାଳୀନ ସେବା ଉତ୍ସର୍ଗୀକୃତ ଓ ତତ୍ପର ସେବା ପ୍ରଦାନ କରିଥାଏ । ଏହି ସେବା ପ୍ରଦାନ...

ଆରଆଇ, ଏଆରଆଇ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ କଲା ବିଜ୍ଞପ୍ତି, ଡିସେମ୍ବର ୩୦ରୁ ଆବେଦନ ଆରମ୍ଭ 

ଭୁବନେଶ୍ୱର,୨୯ା୧୨: ଓଡ଼ିଶା ସବ ଅର୍ଡିନେଟ ସିଲେକ୍ସନ କମିଶନ(ଓଏସଏସଏସସି) ପକ୍ଷରୁ ରେଭିନିଉ ଇନ୍ସପେକ୍ଟର(ଆରଆଇ), ଏଆରଆଇ, ଆଇସିଡିଏସ, ଅମିନ ଏବଂ ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏଥିପାଇଁ ୨୦୨୩ ଡିସେମ୍ବର ୩୦ ତାରିଖରୁ ଆବେଦନ ଆରମ୍ଭ...

ଓଡ଼ିଶା ଲୋକସେବା ଆୟୋଗ ଆଣିଲା ବଡ଼ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନ ତାରିଖ

ଭୁବନେଶ୍ୱର,୨୯ା୧୨: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ସହକାରୀ ଯନ୍ତ୍ରୀ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଜାନୁୟାରୀ ୧୨ ତାରିଖରୁ ଆବେଦନ ଆରମ୍ଭ ହେଉଥିଲା ବେଳେ ଫେବୃୟାରୀ ୧୨ ଶେଷ ତାରିଖ ରହିଛି। ଆଶାୟୀ ପ୍ରାଥୀମାନେ ଓପିଏସସିର ଅଫିସିଆଲ...

ଓଏସଏସସି ସିଜିଏଲ ୨୦୨୩: ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାନୁୟାରୀ ୩ ରୁ ଆବେଦନ ଆରମ୍ଭ

ଭୁବନେଶ୍ୱର,୨୭।୧୨: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ଗ୍ରାଜୁଏଟ ଲେଭାଲ (ସିଜିଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ୮୩ଟି ଗ୍ରୁପ ‘ବି’ ଓ ଗ୍ରୁପ...

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ଅନଲାଇନ୍‍ ରେ ଉପଲବ୍ଧ ହେଲା ଆଡମିଟ୍‍ କାର୍ଡ

ନୂଆଦିଲ୍ଲୀ,୨୭।୧୨: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ଆଜିଠାରୁ ଅନ୍‍ଲାଇନରେ ଆଡମିଟ୍‍ କାର୍ଡ ଉପଲବ୍‍ଧ ହୋଇଛି । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗରେ ପରୀକ୍ଷା ଦେବାକୁ ଥିବା ଉଭୟ...

AAI Recruitment 2023: ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ଡିସେମ୍ବର 27 ରୁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ, ୨୫।୧୨: ଏୟାରପୋର୍ଟ ଅଥରିଟିର ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଡିସେମ୍ବର ୨୭ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଗ୍ରହୀ ପ୍ରାର୍ଥୀମାନେ ଜାନୁଆରୀ ୨୬...

ASO ଚୟନରେ ହୋଇନାହିଁ କୌଣସି ତ୍ରୁଟି, ମେରିଟ୍ ଲିଷ୍ଟ କାଏମ୍‌ ରଖିଲେ ହାଇକୋର୍ଟ

କଟକ, ୨୨।୧୨: ବହୁ ଚର୍ଚ୍ଚିତ ଏଏସଓ ମେରିଟ୍ ଲିଷ୍ଟ କାଏମ୍‌ ରଖିଛନ୍ତି ଓଡ଼ିଶା ହାଇକୋର୍ଟ। ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନାହିଁ ବୋଲି କୋର୍ଟ କହିଛନ୍ତି। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କରି ୨...

ରାଜ୍ୟରେ ଖୁବ ଶୀଘ୍ର ପ୍ରକାଶ ପାଇବ ୧୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ, ଘୋଷଣା କଲେ ସରକାର

ଭୁବନେଶ୍ୱର,୨୧।୧୨: ରାଜ୍ୟରେ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ୧୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ପଦ୍ଧତି ଆରମ୍ଭ ହୋଇଛି। ୨୩ ଗୋଟି ଭିନ୍ନ ଭିନ୍ନ ବିଷୟ ପାଇଁ ଉଚ୍ଚ...

ଦଶମରେ ଡ୍ରପ୍ ଆଉଟ ତାଲିକାରେ ଓଡ଼ିଶା ଦେଶରେ ପ୍ରଥମ

ନୂଆଦିଲ୍ଲୀ,୧୮ା୧୨: ବର୍ଷ ୨୦୨୧-୨୨ରେ ଭାରତରେ ୨୦.୬ ପ୍ରତିଶତ ଛାତ୍ରୀଛାତ୍ର ଦଶମରେ ପାଠ ପଢା ଛାଡିଥିବା ବେଳେ ୪୯.୯ ପ୍ରତିଶତ ସହିତ ଓଡ଼ିଶା ପ୍ରଥମରେ ରହିଛି। ୪୨.୧ ପ୍ରତିଶତ ସହିତ ବିହାର ଦ୍ୱିତୀୟ, ତୃତୀୟରେ ମେଘାଳୟ(୩୩.୫ ପ୍ରତିଶତ), ଚତୁର୍ଥରେ କର୍ଣ୍ଣାଟକ(୨୮.୫ ପ୍ରତିଶତ)...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri