Advertisement

ନିର୍ବାଚନ

ଅନୁଗୋଳରେ ରଜନୀକାନ୍ତ ୧୩୬୨ ଭୋଟରେ ଆଗରେଅନୁଗୋଳରେ ରଜନୀକାନ୍ତ ୧୩୬୨ ଭୋଟରେ ଆଗରେ

ଅନୁଗୋଳରେ ରଜନୀକାନ୍ତ ୧୩୬୨ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୦ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ରଜନୀକାନ୍ତ ସିଂ ୧୩୬୨ ଭୋଟରେ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ ଆଗରେ…

6 years ago
ବେଗୁନିଆ ନିର୍ବାଚନମଣ୍ଡଳୀ : ବିଜେଡିର ରାଜେନ୍ଦ୍ର କୁମାର ସାହୁ ଆଗୁଆବେଗୁନିଆ ନିର୍ବାଚନମଣ୍ଡଳୀ : ବିଜେଡିର ରାଜେନ୍ଦ୍ର କୁମାର ସାହୁ ଆଗୁଆ

ବେଗୁନିଆ ନିର୍ବାଚନମଣ୍ଡଳୀ : ବିଜେଡିର ରାଜେନ୍ଦ୍ର କୁମାର ସାହୁ ଆଗୁଆ

ଖୋର୍ଦ୍ଧା ଅଫିସ, ୨୩।୫: ୧୧ ରାଉଣ୍ଡ ସୁଦ୍ଧା ବେଗୁନିଆ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ୯,୧୨୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ରାଜେନ୍ଦ୍ର ୩୦,୪୩୭ଖଣ୍ଡ…

6 years ago
ପାଲଲହଡ଼ାରେ ମୁକେଶ ୬୫୩୪ ଭୋଟରେ ଆଗରେପାଲଲହଡ଼ାରେ ମୁକେଶ ୬୫୩୪ ଭୋଟରେ ଆଗରେ

ପାଲଲହଡ଼ାରେ ମୁକେଶ ୬୫୩୪ ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୨ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୫୩୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

6 years ago
ମହେଶ ସାହୁ ୧୨୮୨୬ ଭୋଟରେ ଆଗୁଆମହେଶ ସାହୁ ୧୨୮୨୬ ଭୋଟରେ ଆଗୁଆ

ମହେଶ ସାହୁ ୧୨୮୨୬ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୧୫ତମ ରାଉଣ୍ଡ ଭୋଟ ଗଣତି ଫଳାଫଳ ପ୍ରକାଶ ପାଇଛି। ୬ ଲକ୍ଷ ୪୪ ହଜାର ୮୪୦ଟି ଭୋଟ ଗଣତି…

6 years ago
୪୫, ୦୨୭ ଭୋଟରେ ଅନୁଭବ ଆଗରେ୪୫, ୦୨୭ ଭୋଟରେ ଅନୁଭବ ଆଗରେ

୪୫, ୦୨୭ ଭୋଟରେ ଅନୁଭବ ଆଗରେ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ବିଜେଡି ଆଗରେ ରହିଛି। ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୧,୫୩,୦୦୧ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ…

6 years ago
ବିପୁଳ ବିଜୟ ପଥରେ ବିଜେଡି : ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦିବିପୁଳ ବିଜୟ ପଥରେ ବିଜେଡି : ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ବିପୁଳ ବିଜୟ ପଥରେ ବିଜେଡି : ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ବର୍ତ୍ତମାନ ଟ୍ରେଣ୍ଡ୍‌ ଅନୁଯାୟୀ, ଭାଜପା ଓ କଂଗ୍ରେସକୁ ବହୁ…

6 years ago
ବିଭୂତି ପ୍ରଧାନ ୧୬୬୯ ଭୋଟରେ ଆଗୁଆବିଭୂତି ପ୍ରଧାନ ୧୬୬୯ ଭୋଟରେ ଆଗୁଆ

ବିଭୂତି ପ୍ରଧାନ ୧୬୬୯ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୨୬ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୬୦,୫୦୬ ଭୋଟ ପାଇଛନ୍ତି। ତାଙ୍କ ପଛକୁ…

6 years ago
ପ୍ରଫୁଲ୍ଲ ମଲ୍ଲିକ ୮୨୩୫ ଭୋଟରେ ଆଗୁଆପ୍ରଫୁଲ୍ଲ ମଲ୍ଲିକ ୮୨୩୫ ଭୋଟରେ ଆଗୁଆ

ପ୍ରଫୁଲ୍ଲ ମଲ୍ଲିକ ୮୨୩୫ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୩ତମ ରାଉଣ୍ଡ ଫଳାଫଳ ପଦାକୁ ଆସିଛି। ୫୪,୫୨୫ ଖଣ୍ଡ ଭୋଟ ସହ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଗୁଆ…

6 years ago
କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଶଶିଭୂଷଣ ଆଗୁଆକେନ୍ଦ୍ରାପଡ଼ା ବିଧାନସଭା ଆସନରେ ଶଶିଭୂଷଣ ଆଗୁଆ

କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଶଶିଭୂଷଣ ଆଗୁଆ

ମହାକାଳପଡ଼ା, ୨୩।୫ (ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଜେନି ପ୍ରାର୍ଥୀ ଶଶିଭୂଷଣ ବେହେରା ୨,୨୩୯ ଭୋଟରେ ଆଗରେ ଅଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର…

6 years ago
ସୁଧୀର ୧୩୫୩୦ ଭୋଟରେ ଆଗୁଆସୁଧୀର ୧୩୫୩୦ ଭୋଟରେ ଆଗୁଆ

ସୁଧୀର ୧୩୫୩୦ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ୧୫ତମ ରାଉଣ୍ଡ ସୁଦ୍ଧା ୧ଲକ୍ଷ ୦୪ ହଜାର ୧୦୪ ଭୋଟ କାଉଣ୍ଟିଂ ହୋଇଛି। ସେଥିରୁ ବିଜେଡିର ସୁଧୀର ସାମଲ ୪୮,୦୫୮…

6 years ago