Advertisement

ଓଡ଼ିଶା ନିର୍ବାଚନ

ମୁଁ ଭାଜପାରେ ଥିଲି, ଅଛି ଆଉ ରହିବି: ହିମାଂଶୁ ଶେଖର  ମୁଁ ଭାଜପାରେ ଥିଲି, ଅଛି ଆଉ ରହିବି: ହିମାଂଶୁ ଶେଖର  

ମୁଁ ଭାଜପାରେ ଥିଲି, ଅଛି ଆଉ ରହିବି: ହିମାଂଶୁ ଶେଖର

ଧର୍ମଶାଳା,୫।୪: ସାରା ରାଜ୍ୟରେ ପଦ୍ମର ଲହର ଥିବା ବେଳେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଜଣେ ସ୍ବାଧୀନ ପ୍ରାର୍ଥୀ ବାଜିମାତ କରିଥିଲେ। ଉଭୟ ବିଜେଡି ଏବଂ ଭାଜପାର ଛାମୁଆ…

10 months ago
କ’ଣ ହେବ ବିଏସକେଓ୍ବାଇ କାର୍ଡର ଭବିଷ୍ୟତ?କ’ଣ ହେବ ବିଏସକେଓ୍ବାଇ କାର୍ଡର ଭବିଷ୍ୟତ?

କ’ଣ ହେବ ବିଏସକେଓ୍ବାଇ କାର୍ଡର ଭବିଷ୍ୟତ?

ଭୁବନେଶ୍ୱର,୫।୬: ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ସରକାରର ପତନ ଘଟିଛି। ୨୦୨୪ ନିର୍ବାଚନରେ ଓଡ଼ିଶା ବିଧାନସଭାର ୧୪୭…

10 months ago
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୫।୬: ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି। ବୁଧବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନବୀନ ନିବାସରୁ ବାହାରି…

10 months ago
ସୋସିଆଲ ମିଡିଆରେ ନବୀନଙ୍କୁ ପ୍ରଶଂସା, ପାଣ୍ଡିଆନ୍‌ଙ୍କୁ ଟ୍ରୋଲ୍‌ସୋସିଆଲ ମିଡିଆରେ ନବୀନଙ୍କୁ ପ୍ରଶଂସା, ପାଣ୍ଡିଆନ୍‌ଙ୍କୁ ଟ୍ରୋଲ୍‌

ସୋସିଆଲ ମିଡିଆରେ ନବୀନଙ୍କୁ ପ୍ରଶଂସା, ପାଣ୍ଡିଆନ୍‌ଙ୍କୁ ଟ୍ରୋଲ୍‌

ଭୁବନେଶ୍ୱର,୪।୬(ଶର୍ମିଷ୍ଠା ପାଣିଗ୍ରାହୀ)-ଓଡ଼ିଶା ରାଜନୀତି ଇତିହାସରେ ଲେଖା ହେବ ଏକ ନୂଆ ଆରମ୍ଭ। ଦୀର୍ଘ ୨୪ବର୍ଷର ଶାସନ ପରେ ବିଜୁ ଜନତା ଦଳ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ…

10 months ago
ଏସବୁ ସ୍ଥାନରେ ବିଜେଡି ଦୁର୍ଗ ଭାଙ୍ଗିଲାଏସବୁ ସ୍ଥାନରେ ବିଜେଡି ଦୁର୍ଗ ଭାଙ୍ଗିଲା

ଏସବୁ ସ୍ଥାନରେ ବିଜେଡି ଦୁର୍ଗ ଭାଙ୍ଗିଲା

ଭୁବନେଶ୍ୱର,୫ା୬(ଅନିଲ ଦାସ):ଦୀର୍ଘ ୨୪ ବର୍ଷ ବିଜେଡି ଶାସନର ଦୁର୍ଗ ଭୁଶଡ଼ି ପଡ଼ିଛି। ଅନ୍ୟପକ୍ଷରେ ଅପ୍ରତ୍ୟାଶିତ ଭାବେ ଭାଜପା ଲୋକ ସଭାରେ ୧୯ ଓ ବିଧାନସଭାରେ ୭୮ ଆସନରେ…

10 months ago
୨ ପୁଅ ହାରିବା ପରେ ମୁଁହ ଖୋଲିଲେ ସୁର ରାଉତରାୟ: କହିଲେ ଏମିତି କଥା୨ ପୁଅ ହାରିବା ପରେ ମୁଁହ ଖୋଲିଲେ ସୁର ରାଉତରାୟ: କହିଲେ ଏମିତି କଥା

୨ ପୁଅ ହାରିବା ପରେ ମୁଁହ ଖୋଲିଲେ ସୁର ରାଉତରାୟ: କହିଲେ ଏମିତି କଥା

ଭୁବନେଶ୍ୱର,୫।୬: ସାଧାରଣ ନିର୍ବାଚନ ୨୦୨୪ରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ତାଙ୍କୁ ୨ ପୁଅ ସିଦ୍ଧାର୍ଥ ଏବଂ ମନ୍ମଥ ରାଉତରାୟ…

10 months ago
ସ୍ବାଧୀନରୁ ଐତିହାସିକ ବିଜୟ ପରେ ପୁଣି ଭାଜପାକୁ ଫେରିଲେ ହିଂମାଶୁସ୍ବାଧୀନରୁ ଐତିହାସିକ ବିଜୟ ପରେ ପୁଣି ଭାଜପାକୁ ଫେରିଲେ ହିଂମାଶୁ

ସ୍ବାଧୀନରୁ ଐତିହାସିକ ବିଜୟ ପରେ ପୁଣି ଭାଜପାକୁ ଫେରିଲେ ହିଂମାଶୁ

ଭୁବନେଶ୍ୱର,୫।୬: ଧର୍ମଶାଳା ନିର୍ବାଚନମଣ୍ଡଳୀର ସ୍ବାଧୀନ ବିଧାୟକ ପ୍ରାର୍ଥୀ ହିଂମାଶୁ ଶେଖର ସାହୁ ବିଜୟୀ ହୋଇଛନ୍ତି। ଧର୍ମଶାଳା ନିବାଚନମଣ୍ଡଳୀ ୨୯ ବର୍ଷ ଧରି ବିଜେଡି ଗଡ଼ ଭାବେ ପରିଚିତ…

10 months ago
ଏହି ଦିନ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା: ୧୦ରେ ଶପଥଏହି ଦିନ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା: ୧୦ରେ ଶପଥ

ଏହି ଦିନ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା: ୧୦ରେ ଶପଥ

ଭୁବନେଶ୍ୱର, ୫ା୬(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ଭାଜପା ପ୍ରଚାର ସମୟରେ ଯାହାସବୁ ଘୋଷଣା କରିଥିଲା ତାକୁ ସଫଳ କରିବା ଲାଗି ଯୋଜନା ଆରମ୍ଭ…

10 months ago
ରାଷ୍ଟ୍ରପତିଙ୍କ ସମ୍ମାନ ରହିଲାରାଷ୍ଟ୍ରପତିଙ୍କ ସମ୍ମାନ ରହିଲା

ରାଷ୍ଟ୍ରପତିଙ୍କ ସମ୍ମାନ ରହିଲା

ବାରିପଦା, ୫ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲାରେ ଭାଜପାକୁ ବିପୁଳ ଜନସମର୍ଥନ ମିଳିଛି। ଜିଲାର ୯ ବିଧାନସଭା ଓ ଲୋକସଭା ଆସନ ସମେତ…

10 months ago
କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଆରମ୍ଭ ହେଲା କସରତକିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଆରମ୍ଭ ହେଲା କସରତ

କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଆରମ୍ଭ ହେଲା କସରତ

ଭୁବନେଶ୍ୱର,୫ା୬ (ଜିତେନ୍ଦ୍ର କୁମାର ନାୟକ):ଓଡ଼ିଶାରେ ୩ ପ୍ରମୁଖ ଦଳର ରାଜ୍ୟ ସଭାପତି ଯଥାକ୍ରମେ ଚାନ୍ଦବାଲିରୁ ନିର୍ବାଚନ ଲଢ଼ୁଥିବା ଭାଜପାର ବିଧାନସଭା ପ୍ରାର୍ଥୀ ମନମୋହନ ସାମଲ, କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା…

10 months ago