ନିର୍ବାଚନ

ଲକ୍ଷ୍ନୌରେ ବୁଲ୍‌ଡୋଜର ଶୋଭାଯାତ୍ରା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶରେ ଭୋଟ ଗଣନା ଜାରି ରହିଛି। ଏଥିରେ ଭାଜପା ଆଗରେ ଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଲକ୍ଷ୍ନୋଠାରେ ଭାଜପା କର୍ମୀ ବୁଲ୍‌ଡୋଜରରେ ବସି ଏକ ଶୋଭାଯାତ୍ରରେ ବାହାରି ବିଭିନ୍ନ ଶ୍ଲୋଗାନ ଦେଉଛନ୍ତି। ସୂଚନାଯୋଗ୍ୟ,...

କାମ ଦେଲାନି ଭାଜପା ଲହର: ହାରିଗଲେ ମୁଖ୍ୟମନ୍ତ୍ରୀ

ଡେରାଡୁନ,୧୦।୩: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ପଞ୍ଜାବକୁ ଛାଡିଦେଲେ ଅନ୍ୟ ୪ ରାଜ୍ୟରେ ଭାଜପା ସରକାର ଗଢିବାକୁ ଯାଉଛି। ତେବେ ଉତ୍ତରଖଣ୍ଡରେ ଭାଜପା ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦଳର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂ...

‘ମୁଁ ଆତଙ୍କବାଦୀ ନୁହେଁ, ଜନତା ଦେଲେ ପ୍ରମାଣ’

ଚଣ୍ଡିଗଡ,୧୦।୩: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିଛି। ଦଳ ରାଜ୍ୟରେ ୯୧ଟି ଆସନ ଜିତି ସରକାର ଗଢିବାକୁ ଯାଉଛି। ପଞ୍ଜାବରେ ବିପୁଳ ବିଜୟ ପରେ ଏଏପି ସଭାପତି...

ଯୋଗୀ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହେଲେ ୟୁପି ଛାଡିଦେବି କହିଥିବା ମୁନ୍ନଓ୍ବର ରାଣାଙ୍କ ଘର ଆଗରେ ବଢିଲା ସୁରକ୍ଷା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣନା ଚାଲିଛି। ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯୋଡି ହିଟ ହୋଇଛି। ପ୍ରାରମ୍ଭିକ ଭାବେ ଭାଜପା ୨୫୦ଟି ଆସନ ଅତିକ୍ରମ କରିଛି, ଅର୍ଥାତ ଭାଜପା କୁହୁକ ନମ୍ବର ୨୦୨ରୁ...

ହାରିଗଲେ ସିଦ୍ଧୁ

ଚଣ୍ଡିଗଡ,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥର ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିକୁ ସ୍ପଷ୍ଟ ବହୁମତ ମିଳିଛି। ଅମୃତସର ପୂର୍ବରୁ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ବି ନିର୍ବାଚନ ହାରି ଯାଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌...

କେଜ୍ରିଓ୍ବାଲ ମଡେଲ୍‌ ଅଫ୍‌ ଗଭର୍ନାସ୍‌ ପଞ୍ଜାବରେ ଅନୁମୋଦିତ, କହିଲେ ସିସୋଦିଆ..

ନୂଆଦିଲ୍ଲୀ,୧୦।୩ : ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିର ସଫଳତା ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲ ମଡେଲ୍‌ ଅଫ୍‌ ଗଭର୍ନାସ୍‌ ପଞ୍ଜାବରେ ଅନୁମୋଦିତ ହୋଇଛି। ରାଜ୍ୟବାସୀ ଆମ୍‌ ଆଦ୍‌ମୀ ପାର୍ଟିର...

କଂଗ୍ରେସର ପରାଜୟ ସ୍ବୀକାର କଲେ ସିଦ୍ଧୁ…

ଚଣ୍ଡିଗଡ଼,୧୦।୩ : ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟିର ସଫଳତା ପରେ କଂଗ୍ରେସ ପକ୍ଷରୁ ନଭଜୋତ ସିଂ ସିଦ୍ଧୁ ଦଳର ପରାଜୟ ସ୍ବୀକାର କରିଛନ୍ତି। ରାଜ୍ୟର ଜନତା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ କଂଗ୍ରେସ ଗ୍ରହଣ କରୁଛି ବୋଲି ସେ କହିଛନ୍ତି।...

ଖୁସିରେ ଗଦ୍‌ଗଦ୍‌ କେଜ୍‌ରିଓ୍ବାଲ

ଚଣ୍ଡିଗଡ,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନ ଟ୍ରେଣ୍ଡରେ ଆମ ଆଦମୀ ପାର୍ଟି (ଏଏପି) ଆଗରେ ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ ରାଜ୍ୟରେ ଏଏପି ବହୁମତ ସହ ସରକାର ଗଢିବାକୁ ଯାଉଛି। ଏହି ସଫଳତା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ...

ହାସ୍ୟ ଅଭିନେତାରୁ ମୁଖ୍ୟମନ୍ତ୍ରୀ: ମାତ୍ର ୧୦ ବର୍ଷ ମଧ୍ୟରେ ବଦଳିଗଲା ସବୁକିଛି

ଚଣ୍ଡିଗଡ,୧୦।୩: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରିବାକୁ ଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ, ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଟ୍ରେଣ୍ଡରେ, ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଫଳରେ ଘୋଷଣା...

ଯୋଗୀ ଆଦିତ୍ୟନାଥଙ୍କ ବଡ଼ ରେକର୍ଡ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭାର ୪୦୩ ବିଧାନସଭା ଆସନରେ ଭୋଟ ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି। ଫଳରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣିଥରେ ସରକାର ଗଠନ କରୁଥିବା ଟ୍ରେଣ୍ଡ କହୁଛି। ପୁନର୍ବାର...

ଯୋଗୀଙ୍କ ହାତରେ ପୁଣି ଉତ୍ତରପ୍ରଦେଶ ଡୋର…

ଲକ୍ଷ୍ନୌ,୧୦।୩ : ଉତ୍ତରପ୍ରଦେଶରେ ଭାଜପା ଆଗୁଆ ରହିଛି। ଉତ୍ତରପ୍ରଦେଶରେ ୨୬୩ ଆସନରେ ଭାଜପା ଆଗୁଆ ଥିବାବେଳେ ଏସ୍‌ପି ୧୨୫ ରେ ଆଗୁଆ ରହିଛି। ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୬ ରେ ଆଗୁଆ ଥିବାବେଳେ...

ରାଘବଙ୍କ ଭବିଷ୍ୟବାଣୀ: କଂଗ୍ରେସର ସ୍ଥାନ ନେବ ଏଏପି

ଚଣ୍ଡିଗଡ,୧୦।୩: ଆଜି ୫ ରାଜ୍ୟର ବିଧାସଭା ନିର୍ବାଚନ ଫଳାଫଳ ବାହାରିବାକୁ ଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ, ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଟ୍ରେଣ୍ଡରେ, ଆମ ଆଦମୀ ପାର୍ଟି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଦଳ ଏପର୍ଯ୍ୟନ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri