ନିର୍ବାଚନ

ବାଜି ମାରିଲେ ଶାହ, ଚାହିଁ ରହିଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳି ନ ଥିବା ବେଳେ ଭାଜପା ଏବେ ସରକାର ଗଢିବାକୁ ଯାଉଛି। ଅସଲ କଥା ହେଲା ଏଥର ଭୁପିନ୍ଦର ସିଂ ହୁଡ୍ଡାଙ୍କ ନେତୃତ୍ୱରେ କଂଗ୍ରେସ ହରିୟାଣାରେ ଭଲ ପ୍ରଦର୍ଶନ...

ହରିୟାଣାରେ ସରକାର ଗଠନ ଲାଗି ଶନିବାର ରାଜ୍ୟପାଳଙ୍କୁ ଭେଟିବ ଭାଜପା

ଚଣ୍ଡିଗଡ଼,୨୫।୧୦: ହରିୟାଣାରେ ଭାଜପା ସରକାର ଗଠନ କରିବା ଲାଗି ଶନିବାର ରାଜ୍ୟପାଳଙ୍କୁ ଭେଟିବ ବୋଲି ସୂଚନା ମିଳିଛି। ହରିୟାଣାରେ ଥିବା ଭାଜପା ପ୍ରଭାରୀ ଅନିଲ ଜୈନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶନିବାର ସକାଳ ୧୧ଟାରେ ଚଣ୍ଡିଗଡରେ...

ଗୋପାଳ କାଣ୍ଡାଙ୍କ ସମର୍ଥନ ନ ନେଇପାରେ ଭାଜପା

ନୂଆଦିଲ୍ଲୀ,୨୫।୧୦: ହରିୟାଣା ଲୋକହିତ ପାର୍ଟିର ନେତା ତଥା ସିରସା ବିଧାନସଭା ଆସନର ବିଜୟୀ ପ୍ରାର୍ଥୀ ଗୋପାଳ କାଣ୍ଡାଙ୍କ ସମର୍ଥନକୁ ଭାରତୀୟ ଜନତା ପାର୍ଟି(ଭାଜପା) ଗ୍ରହଣ ନ କରିପାରେ ବୋଲି ଆଲୋଚନା ହେଉଛି। ଏହାର ଏକ ବଡ କାରଣ ହେଉଛି କାଣ୍ଡାଙ୍କ...

ଭାଜପାକୁ ସମର୍ଥନ କଲେ ଜୋତାରେ ବାଡେଇବେ ଜନତା: ଦିପେନ୍ଦ୍ର ସିଂ ହୁଡ୍ଡା

ଚଣ୍ଡିଗଡ଼,୨୫।୧୦: ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠନା ମିଳି ନ ଥିବା ବେଳେ ଏବେ ସରକାର ଗଢିବାକୁ ଉଭୟ ଭାଜପା ଓ କଂଗ୍ରେସ ଜେଜେପି ଓ ସ୍ବାଧିନ ପ୍ରାର୍ଥୀଙ୍କ ସହଯୋଗ ଲୋଡିଛନ୍ତି। ଏହି ସମୟରେ ପୂର୍ବତନ ଏମ୍‌ପି...

ଦିଲ୍ଲୀରେ ବସିବ ଜେଜେପିର ବୈଠକ

ନୂଆଦିଲ୍ଲୀ,୨୫।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପରେ ଏବେ କିଏ ସରକାର ଗଢିବ ତା’ ଉପରେ ସମସ୍ତଙ୍କ ନଜର। କାରଣ ଏଠି କାହାକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିବାରୁ ଏବେ କେନ୍ଦ୍ର ଶାସିତ ଭାଜପା ଓ ବିରୋଧୀ କଂଗ୍ରେସର...

ଉତ୍ସବ ମୁଖର ମହାରାଷ୍ଟ୍ର ଭାଜପା କାର୍ଯ୍ୟାଳୟ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ଆସନର ଫଳାଫଳ ଉପରେ ନଜର ପକାଇଲେ ମଧ୍ୟାହ୍ନ ସୁଦ୍ଧା ଭାଜପା ୯୯ ଆସନରେ ଆଗୁଆ ଥିବା ଦେଖାଯାଇଥିଲା। ଏହାକୁ ଦେଖିବା ପରେ ମହାରାଷ୍ଟ୍ରରେ ଥିବା ଭାଜପା କାର୍ଯ୍ୟାଳୟ ହୋଇ ଉଠିଥିଲା ଉତ୍ସବ ମୁଖର। ଏଠାରେ ଉପସ୍ଥିତ...

ଗାନ୍ଧୀ ପରିବାର ବିନା କଂଗ୍ରେସର ଭଲ ପ୍ରଦର୍ଶନ

ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଛି। ଏମିତିକି ହରିୟାଣାରେ ଭାଜପା ପାଇଁ କଂଗ୍ରେସ ବଡ ସମସ୍ୟା ହୋଇ ଠିଆ ହୋଇଛି। ଏବେ ଆଲୋଚନା ହେଉଛି କି ହରିୟାଣା ବିଧାନସଭା ନିର୍ବାଚନ ପ୍ରଚାରରେ...

ଖଟ୍ଟରଙ୍କ ଆସନ ଟଳମଳ, ଏବେ ପ୍ରଶ୍ନ କିଏ ହେବ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ଆସନର ଫଳାଫଳ ଚୁଡାନ୍ତ ପର୍ଯ୍ୟାୟ ଆଡକୁ ଅଗ୍ରସର ହେଉଛି। ଏହି ସମୟରେ ହରିୟାଣାରେ ନିର୍ବାଚନ ହୋଇଥିବା ୯୦ଟି ଆସନର ଫଳାଫଳ ମଧ୍ୟରୁ ଭାଜପା ୩୭ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୪...

ମହାରାଷ୍ଟ୍ରରେ କାମ କଲା ମୋଦିଙ୍କ ଯାଦୁ: ବଲିଉଡ୍‌ ପ୍ରଯୋଜକ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ଏବେ ଅନେକ ସ୍ଥାନରେ ଭାଜପା ଏକ ପ୍ରକାର ବିଜୟ ଉତ୍ସବ ପାଇଁ ପ୍ରସ୍ତୁତ ହୋଇ ସାରିଥିବା ଦେଖାଯାଇଛି। ତେବେ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ମଧ୍ୟ ବଲିଉଡ୍‌ ନିର୍ଦ୍ଦେଶକଙ୍କ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବି ବିଜୟ ପାଇଁ ଭାଜପା କରୁଛି କସରତ

ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ- କଶ୍ମୀରରେ ଉଚ୍ଛେଦ କରାଯାଇଥିବା ଅନୁଚ୍ଛେଦ ୩୭୦ ଓ ୩୫ ଏକୁ ମୁଖ୍ୟ ଅସ୍ତ୍ର କରିଥିଲେ। ଏହାକୁ ନେଇ ସେ ବିରୋଧୀ କଂଗ୍ରେସ ଉପରେ...

ହରିୟାଣାରେ କର୍ନାଟକ ଭଳି ଗେମ୍‌ ପ୍ଲାନ୍‌: ଚୌତାଲା ହେବେ କି ଦ୍ୱିତୀୟ କୁମାରସ୍ବାମୀ ?

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ବାକିଥିବା ବେଳେ ଏବେ ସେଠାରେ ତ୍ରିଶଙ୍କୁ ସରକାର ଗଠନ ହେବ ବୋଲି ଅନୁମାନ କରାଯାଉଛି। ଯଦି ଏହା ହୁଏ ତେବେ କଂଗ୍ରେସ ପୁରୁଣା ଫର୍ମୁଲା ଗ୍ରହଣ କରିପାରେ ବୋଲି ଆଲୋଚନା ହେଉଛି।...

ଖୁବ୍‌ କମ୍‌ ଭୋଟରେ ଆଗରେ ଅଛନ୍ତି ଫଡନବିଶ

ନାଗପୁର,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଗୁରୁବାର ଭୋଟ ଗଣତି ଦ୍ରୁତ ଗତିରେ ଚାଲିଛି। ତେବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ବର୍ତ୍ତମାନ ସୁଦ୍ଧା ଖୁବ୍‌ କମ୍‌ ବ୍ୟବଧାନରେ ଅର୍ଥାତ୍‌ ମାତ୍ର ୮୩୯୮ ଖଣ୍ଡ ଭୋଟରେ ତାଙ୍କ ପ୍ରତିଦ୍ୱନ୍ଦିଙ୍କଠାରୁ ଆଗରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri