ନିର୍ବାଚନ

ଭାଜପାର ଅମର ନାୟକ ୧୮୦୦ ଭୋଟରେ ଆଗୁଆ

ଚଣ୍ଡିଖୋଲ,୨୩ା୫(ଡି.ଏନ୍‌.ଏ.)- ବଡ଼ଚଣା ନିର୍ବଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଅମର ନାୟକ ୪୦,୨୭୫ ଭୋଟ ପାଇଥିବାବେଳେ ତାଙ୍କୁ କଡ଼ା ଟକ୍କଟ ଦେଉଛନ୍ତି ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ। ଅମର ଶତପଥୀ ୩୮୪୭୮ ଭୋଟ ପାଇଛନ୍ତି।

୪ ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ

ଯାଜପୁର ଟାଉନ/ସୁକିନ୍ଦା/ଧର୍ମଶାଳା/କୋରେଇ,୩ା୫(ଡି.ଏନ୍‌.ଏ/ସ୍ବ.ପ୍ର.) ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳରେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ୩୦,୨୬୨ ଭୋଟ ପାଇ ଆଗରେ ଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ ଭାଜପା ପ୍ରାର୍ଥୀ ଗୌତମ ରାୟ ୧୫,୬୨୦ ଭୋଟ ପାଇଛନ୍ତି। ପ୍ରଣବପ୍ରକାଶ ୧୪୬୪୨ ଭୋଟରେ...

ରାଜନଗରରେ ଧ୍ରୁବ ଆଗୁଆ

ରାଜନଗର, ୨୩।୫ (ଡି.ଏନ୍‌.ଏ.)- ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ୬,୧୬୩ ଭୋଟରେ ଆଗରେ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ୧୪,୫୮୬ ଭୋଟ ପାଇଥିବା ବେଳେ ଧ୍ରୁବ ୨୦, ୭୪୯ ଭୋଟ ପାଇଛନ୍ତି। ଭାଜପା ପ୍ରାର୍ଥୀ...

ବିଭୂତି ପ୍ରଧାନ ୧୧୦୬ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୨୩ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୫୧,୮୩୭ ଭୋଟ ପାଇଛନ୍ତି। ତାଙ୍କ ପଛକୁ ବିଜେଡିର ଡା. ନୃସିଂହ ଚରଣ ସାହୁ ୫୨,୯୪୩ ଖଣ୍ଡ ଭୋଟ ପାଇ...

ପ୍ରଫୁଲ୍ଲ ମଲ୍ଲିକ ୯୫୭୫ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୮ତମ ରାଉଣ୍ଡ ଫଳାଫଳ ପଦାକୁ ଆସିଛି। ୪୩,୩୪୦ ଖଣ୍ଡ ଭୋଟ ସହ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଗୁଆ ରହିଛନ୍ତି। ଭାଜପାର ଶତ୍ରୁଘ୍ନ ଜେନା ୩୩,୭୬୫ ଭୋଟ ସହ ଦ୍ୱିତୀୟ ଏବଂ...

ଆଳିରେ ପ୍ରତାପ ଦେବ ଆଗରେ

ଆଳି, ୨୩।୫ (ଡି.ଏନ୍‌.ଏ.)- ଆଳି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରତାପ ଦେବ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମାଙ୍କଠାରୁ ୫,୯୭୬ ବ୍ୟବଧାନରେ ଆଗରେ ଅଛନ୍ତି। ପ୍ରତାପ ୧୦,୪୫୦ ଭୋଟ ପାଇଥିବା ବେଳେ ଦେବେନ୍ଦ୍ର ଶର୍ମା ୪୪୭୪ ଖଣ୍ଡ ଭୋଟ ପାଇଛନ୍ତି।

ସାନଖେମୁଣ୍ଡିରେ ନନ୍ଦିନୀ ଦେବୀ ଆଗରେ

ବ୍ରହ୍ମପୁର ଅଫିସ,୨୩।୫- ସାନଖେମୁଣ୍ଡି ବିଧାନସଭା ର୍ନିବାଚନ ମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ପଞ୍ଚମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ନନ୍ଦିନୀ ଦେବୀଙ୍କୁ ୧୦ହଜାର ୪୮୯ ଖଣ୍ଡ ଭୋଟ ମିଳିଛି। କଂଗ୍ରେସର ରମେଶ ଚନ୍ଦ୍ର ଜେନା ପ୍ରଥମ ତିନି ରାଉଣ୍ଡରେ ଆଗୁଆ...

ବୈଜୟନ୍ତଙ୍କୁ ପଛରେ ପକାଇ ଆଗଉଛନ୍ତି ଅନୁଭବ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବୈଜୟନ୍ତଙ୍କ ପଣ୍ଡାଙ୍କଠାରୁ ୩୫,୯୩୧ ଭୋଟରେ ଆଗରେ ଅଛନ୍ତି ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି। ୧୪ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଅନୁଭବ ୧,୧୧,୭୪୦ ଭୋଟ ପାଇଥିବା ବେଳେ...

ବିଭୂତି ପ୍ରଧାନ ୧୪୨୪ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୨୦ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୪୬,୭୨୩ ଭୋଟ ପାଇଛନ୍ତି। ତାଙ୍କ ପଛକୁ ବିଜେଡିର ଡା. ନୃସିଂହ ଚରଣ ସାହୁ ୪୫,୨୯୯ ଖଣ୍ଡ ଭୋଟ ପାଇ...

ଜି.ଉଦୟଗିରି, ବାଲିଗୁଡା, ଫୁଲବାଣୀରେ ବିଜେଡି ଆଗରେ

ଫୁଲବାଣୀ ଅଫିସ,୨୩।୫(ଡି.ଏନ୍‌.ଏ.)- ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଆଗୁଆ ଅଛନ୍ତି। ସାଲୁଗାଙ୍କୁ ୯୧୩୪ ଭୋଟ ମିଳିଥିବାବେଳେ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ୬୩୨୨ ଭୋଟ ମିଳିଛି। ସେହିପରି ବାଲିଗୁଡାରେ ବିଜେଡି ପ୍ରାର୍ଥୀ ଚକ୍ରମଣୀ କହଁର ୧୨୯୪୩ ଭୋଟ...

ମହେଶ ସାହୁ ୧୩୪୬୮ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୧୩ତମ ରାଉଣ୍ଡ ଭୋଟ ଗଣତି ଫଳାଫଳ ପ୍ରକାଶ ପାଇଛି। ୫ ଲକ୍ଷ ୦୭ ହଜାର ୩୪୮ଟି ଭୋଟ ଗଣତି ହୋଇଛି। ବିଜେଡି ପ୍ରାର୍ଥୀ ମହେଶ ସାହୁ ୨ ଲକ୍ଷ ୩୧ ହଜାର...

କେନ୍ଦ୍ରାପଡ଼ା ବିଧାନସଭା ଆସନରେ କଡ଼ା ଟକ୍କର

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ୪ର୍ଥ ରାଉଣ୍ଡ ଗଣତି ପରେ ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରା ମାତ୍ର ୧୦୬୪ ଭୋଟରେ ଆଗରେ ଥିବା ଜଣାପଡ଼ିଛି। କଂଗ୍ରେସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri