ନିର୍ବାଚନ

ଛେଣ୍ଡିପଦାରେ ଅଗସ୍ତି ବେହେରା ଆଗରେ

ଛେଣ୍ଡିପଦା, ୨୩ା୫(ସ୍ବ.ପ୍ର.)– ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ଅଗସ୍ତି ବେହେରା ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡିର ସୁଶାନ୍ତ କୁମାର ବେହେରାଙ୍କଠାରୁ ୯୩୬ ଭୋଟରେ ଆଗରେ ଅଛନ୍ତି। ସୁଶାନ୍ତ ମୋଟ୍‌ ୯୯୯୮ ଖଣ୍ଡ ଭୋଟ ପାଇଥିବା ବେଳ ଭାଜପାର ଅଗସ୍ତି...

ରାଜନଗରରେ ଧ୍ରୁବ ଆଗରେ

ରାଜନଗର, ୨୩।୫ (ଡି.ଏନ୍‌.ଏ.)-ରାଜନଗର ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ଧ୍ରୁବ ଚରଣ ସହୁ ଆଗରେ ଅଛନ୍ତି। ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ୧୧,୬୮୧ ଭୋଟ ପାଇଥିବା ବେଳେ ଧ୍ରୁବ ୧୭, ୬୨୪ ଭୋଟ ପାଇଛନ୍ତି।

ପରଜଙ୍ଗରେ ବିଭୂତି ପ୍ରଧାନ ୧୩୨୦ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୧୮ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୪୨,୯୭୦ ଭୋଟ ପାଇଛନ୍ତି। ତାଙ୍କ ପଛକୁ ବିଜେଡିର ଡା. ନୃସିଂହ ଚରଣ ସାହୁ ୪୧,୬୫୦ ଖଣ୍ଡ ଭୋଟ ପାଇ...

ଆଠମଲ୍ଲିକରେ ରମେଶ ସାଏ ୧୩୪୦୪ ଭୋଟରେ ଆଗରେ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୧୪ ରାଉଣ୍ଡ ଶେଷସୁଦ୍ଧା ୧୩୪୦୪ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ ମୋଟ୍‌ ୩୧୧୧୪ ଖଣ୍ଡ ଭୋଟ ପାଇଥିବା ବେଳ ଭାଜପାର ଭାଗୀରଥି ପ୍ରଧାନ ୧୭୭୪୦ଖଣ୍ଡ...

ବିଭୂତି ପ୍ରଧାନ ୯୯୦ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୧୭ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୪୦,୪୯୯ ଭୋଟ ପାଇଛନ୍ତି। ତାଙ୍କ ପଛକୁ ବିଜେଡିର ଡା. ନୃସିଂହ ଚରଣ ସାହୁ ୩୯,୫୦୯ ଖଣ୍ଡ ଭୋଟ ପାଇ...

ବାଲେଶ୍ୱରରେ ବିଜେଡି ଆଗୁଆ

ବାଲେଶ୍ୱର ଅଫିସ, ୨୩।୫- ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିର ଜୀବନପ୍ରଦୀପ ଦାଶ ୧୩୫୬୩ ଭୋଟ ପାଇଥିବାବେଳେ ଭାଜପାର ମଦନ ମୋହନ ଦତ୍ତ ୧୧୮୨୨ ଭୋଟ, କଂଗ୍ରେସର ମାନସ ଦାଶ ପଟ୍ଟନାୟକ ୬୨୫୯ ଭୋଟ ପାଇନ୍ତି। ସେହିପରି...

ପ୍ରଫୁଲ୍ଲ ମଲ୍ଲିକ ୮୧୯୬ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୫ତମ ରାଉଣ୍ଡ ଫଳାଫଳ ପଦାକୁ ଆସିଛି। ୩୫,୨୬୬ ଖଣ୍ଡ ଭୋଟ ସହ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଗୁଆ ରହିଛନ୍ତି। ଭାଜପାର ଶତ୍ରୁଘ୍ନ ଜେନା ୨୭,୦୭୦ ଭୋଟ ସହ ଦ୍ୱିତୀୟ ଏବଂ...

ସୁଧୀର ୧୦୧୪୫ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ୧୦ମ ରାଉଣ୍ଡ ସୁଦ୍ଧା ୭୧,୦୬୬ ଭୋଟ କାଉଣ୍ଟ ହୋଇଛି। ସେଥିରୁ ବିଜେଡିର ସୁଧୀର ସାମଲ ୩୩,୪୦୪ ଖଣ୍ଡ ଭୋଟ ସହ ପ୍ରଥମ ସ୍ଥାନରେ ଅଛନ୍ତି। ଭାଜପାର କୃଷ୍ଣଚନ୍ଦ୍ର ପାତ୍ର ୨୩,୨୫୯ ଏବଂ କଂଗ୍ରେସର...

ତାଳଚେରରେ ବ୍ରଜକିଶୋର ୫୩୬୩ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୫୩୬୩ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ବ୍ରଜକିଶୋର ମୋଟ୍‌ ୧୫୯୭୮ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପାର କାଳନ୍ଦୀ ସାମଲ ୧୦୬୧୫ ଖଣ୍ଡ ଭୋଟ...

ସୁଧୀର ୮୫୮୨ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ୯ମ ରାଉଣ୍ଡ ସୁଦ୍ଧା ୬୫,୫୬୦ ଭୋଟ କାଉଣ୍ଟ ହୋଇଛି। ସେଥିରୁ ବିଜେଡିର ସୁଧୀର ସାମଲ ୩୦,୬୯୨ ଖଣ୍ଡ ଭୋଟ ସହ ପ୍ରଥମ ସ୍ଥାନରେ ଅଛନ୍ତି। ଭାଜପାର କୃଷ୍ଣଚନ୍ଦ୍ର ପାତ୍ର ୨୨,୧୧୦ ଏବଂ କଂଗ୍ରେସର...

ଅନୁଗୋଳରେ ରଜନୀକାନ୍ତ ସିଂ ୬୧୦ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ରଜନୀକାନ୍ତ ସିଂ ୩ୟ ରାଉଣ୍ଡ ଶେଷ ସୁଦ୍ଧା ୬୧୦ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରଜନୀକାନ୍ତ ସିଂ ୬୯୩୮ ଓ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନ ୬୩୨୯ ଏବଂ କଂଗ୍ରେସ...

ମହେଶ ସାହୁ ୬୯୯୫ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୯ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଅପରାହ୍ନ ୨ଟା ସୁଦ୍ଧା ୪ ଲକ୍ଷ ୧୨ ହଜାର ୭୮୬ଟି ଭୋଟ ଗଣତି ହୋଇଛି। ବିଜେଡି ପ୍ରାର୍ଥୀ ମହେଶ ସାହୁ ୧ଲକ୍ଷ ୮୭...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri