ନିର୍ବାଚନ

ଅନୁଗୋଳରେ ରଜନୀକାନ୍ତ ସିଂ ୬୧୦ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ରଜନୀକାନ୍ତ ସିଂ ୩ୟ ରାଉଣ୍ଡ ଶେଷ ସୁଦ୍ଧା ୬୧୦ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରଜନୀକାନ୍ତ ସିଂ ୬୯୩୮ ଓ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନ ୬୩୨୯ ଏବଂ କଂଗ୍ରେସ...

ମହେଶ ସାହୁ ୬୯୯୫ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୯ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଅପରାହ୍ନ ୨ଟା ସୁଦ୍ଧା ୪ ଲକ୍ଷ ୧୨ ହଜାର ୭୮୬ଟି ଭୋଟ ଗଣତି ହୋଇଛି। ବିଜେଡି ପ୍ରାର୍ଥୀ ମହେଶ ସାହୁ ୧ଲକ୍ଷ ୮୭...

ପାଲଲହଡ଼ାରେ ମୁକେଶ ୬୪୦୨ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୧୪ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୪୦୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ୧୩ତମ ରାଉଣ୍ଡରେ ଭାଜପାର ମୁକେଶ ପାଲ ୯୪ ଓ ୧୪ତମ ରାଉଣ୍ଡରେ ୩୦୪ ଖଣ୍ଡ ଭୋଟରେ...

ସୁଧୀର ୭୯୯୫ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ୮ମ ରାଉଣ୍ଡ ସୁଦ୍ଧା ବିଜେଡିର ସୁଧୀର ସାମଲ ୨୭,୦୮୦ ଖଣ୍ଡ ଭୋଟ ସହ ପ୍ରଥମ ସ୍ଥାନରେ ଅଛନ୍ତି। ଭାଜପାର କୃଷ୍ଣଚନ୍ଦ୍ର ପାତ୍ର ୧୯,୦୮୫ ଏବଂ କଂଗ୍ରେସର ନବୀନ ନନ୍ଦ ୯,୧୯୬ ଖଣ୍ଡ ଭୋଟ...

ବିଭୂତି ପ୍ରଧାନ ୨୧୫୫ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୧୬ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୩୮,୦୭୯ ଭୋଟ ପାଇଛନ୍ତି। ତାଙ୍କ ପଛକୁ ବିଜେଡିର ଡା. ନୃସିଂହ ଚରଣ ସାହୁ ୩୫,୯୨୪ ଖଣ୍ଡ ଭୋଟ ପାଇ...

ଢେଙ୍କାନାଳ ଲୋକ ସଭା ଆସନମହେଶ ୯୦୩୪ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୭ମ ରାଉଣ୍ଡ ଭୋଟଗଣତି ଶେଷ ହୋଇଛି। ସାଢେ ୧ଟା ସୁଦ୍ଧା ୩ ଲକ୍ଷ ୨୮ହଜାର ୦୮୪ ଖଣ୍ଡ ଭୋଟ ଗଣତି ହୋଇଛି। ବିଜେଡି ପ୍ରାର୍ଥୀ ମହେଶ ସାହୁ ୧ଲକ୍ଷ ୫୦ ହଜାର...

ଅନୁଭବ ୧୭,୧୮୦ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୧୭୧୮୦ ଭୋଟରେ ଆଗୁଆ ଅଛନ୍ତି। ଅନୁଭବ ୫୩,୧୮୮ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୩୬୦୦୮ ଖଣ୍ଡ ଭୋଟ ପାଇଛନ୍ତି।

ପାଲଲହଡ଼ାରେ ମୁକେଶ ୬୦୦୩ ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୧୨ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୦୦୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ୧୧ତମ ରାଉଣ୍ଡରେ ଭାଜପାର ଅଶୋକ ମହାନ୍ତି ୧୬୩ ଓ ୧୨ତମ ରାଉଣ୍ଡରେ ୧୩୩ ଖଣ୍ଡ ଭୋଟରେ...

ଜଗତ୍‌ସିଂହପୁରରେ ରାଜଶ୍ରୀ ଆଗରେ

ଜଗତ୍‌ସିଂହପୁର ଅଫିସ,୨୩ା୫: ଜଗତ୍‌ସିଂହପୁର ଏମ୍‌ପି ପ୍ରାର୍ଥୀ ଡା. ରାଜଶ୍ରୀ ମଲ୍ଲିକ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗଣତି ସୁଦ୍ଧା ୬୬୫୯ ଭୋଟ୍‌ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ୨୭୧୩ ଭୋଟ୍‌ ବ୍ୟବଧାନରେ ଆଗୁଆ ଅଛନ୍ତି। ତାଙ୍କ ପଛକୁ କଂଗ୍ରେସ...

ସୁଧୀର ୭୭୯୧ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ୭ଷ୍ଠ ରାଉଣ୍ଡ ସୁଦ୍ଧା ୫୦,୭୦୨ ଖଣ୍ଡ ଭୋଟ ଗଣତି ହୋଇଛି। ବିଜେଡିର ସୁଧୀର ସାମଲ ୨୪,୧୨୬ ଖଣ୍ଡ ଭୋଟ ସହ ପ୍ରଥମ ସ୍ଥାନରେ ଅଛନ୍ତି। ଭାଜପାର କୃଷ୍ଣଚନ୍ଦ୍ର ପାତ୍ର ୧୬,୩୩୫ ଏବଂ କଂଗ୍ରେସର...

ହିନ୍ଦୋଳରେ ସୀମାରାଣୀ ୩୩୮୨ ଭୋଟରେ ଆଗୁଆ

ହିନ୍ଦୋଳ, ୨୩।୫(ଡି.ଏନ୍‌.ଏ.)-ହିନ୍ଦୋଳ ବିଧାନସଭା ଆସନରେ ୧୨ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ତଥା ବିଧାୟିକା ସୀମାରାଣୀ ନାୟକ ୨୮,୧୭୨ ଖଣ୍ଡ ଭୋଟ ପାଇ ଆଗୁଆ ହୋଇଛନ୍ତି। ତାଙ୍କ ପଛକୁ ଭାଜପା ପ୍ରାର୍ଥୀ ଅଶୋକ ନାଏକ ୨,୪୭୯୦ ଖଣ୍ଡ ଭୋଟ ପାଇ...

ନୟାଗଡ଼ରେ ବିଜେଡି, ରଣପୁରରେ ଭାଜପା ଆଗୁଆ

ନୟାଗଡ ଅଫିସ,୨୩ା୫- ୬ଷ୍ଠ ରାଉଣ୍ଡ ଗଣତି ପରେ ନୟାଗଡ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅରୁଣ ସାହୁ ୩୮୧୭ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ସେହିପରି ଚତୁର୍ଥ ରାଉଣ୍ଡ ଗଣତି ପରେ ରଣପୁର ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ସୁରମା ପାଢୀ ୨୩୯ଖଣ୍ଡ ଭୋଟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri