ଭଦ୍ରକ ଅଫିସ, ୨୩।୫- ଭଦ୍ରକ ଲୋକସଭାର ପ୍ରଥମ ରାଉଣ୍ଡରେ ସିମୁଳିଆ ଓ ସୋରକୁ ବାଦ୍ ଦେଲେ ବିଜେଡି ଆଗୁଆ ରହିଛି। ଭାଜପା- ୧୩୮୭, ବିଜେଡି -୨୨୧୮ ଓ କଂଗ୍ରେସ ୧୭୧୩ ଭୋଟ ପାଇଥିବା ଜଣାପଡ଼ିଛି।
କେନ୍ଦ୍ରାପଡା ଅଫିସ,୨୩ା୫- ପ୍ରଥମ ରାଉଣ୍ଡ ଗଣତି ପରେ କେନ୍ଦ୍ରାପଡା ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୧୩୧୨ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ମହାନ୍ତି ୪୫୧୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ବୈଜୟନ୍ତ...
ନୟାଗଡ ଅଫିସ,୨୩ା୫- ପ୍ରଥମ ରାଉଣ୍ଡ ଗଣତିରେ ନୟାଗଡ଼ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ନୟାଗଡ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅରୁଣ ସାହୁ ୮୨୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ସେହିପରି ରଣପୁରରେ ସତ୍ୟନାରାୟଣ ପ୍ରଧାନ...
Archives
Model This Week
ପିଲାଙ୍କ ଧରିତ୍ରୀ