ନିର୍ବାଚନ

ବାଲିଗୁଡ଼ା, ଜି.ଉଦୟଗିରି ବିଧାନସଭା: ଆଉ ଦିନକ ପରେ ଗଣତି, ବଢୁଛି ହୃଦ୍‌ସ୍ପନ୍ଦନ

ବାଲିଗୁଡ଼ା,୨ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସମେତ ସାରା ଦେଶରେ ଏଥର ସାଧାରଣ ନିର୍ବାଚନ ନିମନ୍ତେ ସରିଛି ଭୋଟ୍‌ ଗ୍ରହଣ। ଆଉ ଦିନକ ବିରତି ପରେ ମଙ୍ଗଳବାର ଗଣତି ଆରମ୍ଭ ହେବ। ଏନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଚାଲିଛି। ଭୋଟ୍‌ ଦେଇଥିବା...

ଆସିଲା Exit poll, କେନ୍ଦ୍ରରେ ପୁଣି ମୋଦିଙ୍କୁ ବହୁମତ

ନୂଆଦିଲ୍ଲୀ,୧।୬: ସପ୍ତମ ପର୍ଯ୍ୟାୟ ବ୍ୟାପି ମତଦାନ ଶେଷ ହେବାପରେ ବିଭିନ୍ନ ଏଜେନ୍ସି ଏବଂ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପୁଲ ବାହୁଡ଼ା ମତ ବା Exit poll ପ୍ରକାଶ ପାଇଛି। ବିଭିନ୍ନ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ...

ପ୍ରିଜାଇଡିଂ ଅଫିସର ନିଲମ୍ବିତ

କଟକ,୧ା୬(କାର୍ତ୍ତିକ ସାହୁ): କଟକ ଜିଲା ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍‌ରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି। କଟକ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ଥିବା କଟକର ହରେକୃଷ୍ଣ...

ମଧ୍ୟାହ୍ନ ସୁଦ୍ଧା ଭଦ୍ରକରେ ୪୦ ପ୍ରତିଶତ ମତଦାନ

ଭଦ୍ରକ,୧ା୬(ସନାତନ ରାଉତ): ଶନିବାର ଭଦ୍ରକ ଜିଲାର ଲୋକ ସଭା ଓ ୫ ବିଧାନସଭା ପାଇଁ ୧୩୧୨ଟି ବୁଥ୍‌ରେ ମତଦାନ ଚାଲିଛି। ମଧ୍ୟାହ୍ନ ୧୨ ଟା ୩୦ ସୁଦ୍ଧା ୪୦ ପ୍ରତିଶତ ମତଦାନ ସରିଥିବା ଜଣାପଡ଼ିଛି। କେତେକ ସ୍ଥାନରେ ଇଭିଏମ୍‌ ତ୍ରୁଟି...

ନିର୍ବାଚନ ଡ୍ୟୁଟି ସମୟରେ ଚାଲିଗଲା ବିଏଲ୍‌ଓଙ୍କ ଜୀବନ

ଯାଜପୁର,୧ା୬(ହର୍ଷବର୍ଦ୍ଧନ ବେହେରା): ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଜଣେ ବିଏଲ୍‌ଓଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲା ବିଞ୍ଝାରପୁରରେ। ଓଳେଇ-ଚନ୍ଦନପୁରର ୧୫୭ ନଂ ବୁଥ୍‌ରେ କାର୍ଯ୍ୟରତ ବିଏଲ୍‌ଓ ମନୋରଞ୍ଜନ ସାହୁ(୫୬)ଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ତାଙ୍କ...

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପୋଖରୀରେ ଫିଙ୍ଗିଦେଲେ ଇଭିଏମ୍‌

କୋଲକାତା,୧ା୬: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା କୁଲତଲିରେ ହଠାତ୍‌ ଭୋଟରମାନେ ରାଗିଯାଇଥିଲେ। ମତଦାନ ବୁଥ୍‌ରେ ପଶି ଏକ ଇଭିଏମ୍‌ ଉଠାଇ ନିକଟସ୍ଥ ପୋଖରୀରେ ଫିଙ୍ଗି ଭୋଟ୍‌ ପ୍ରକ୍ରିୟାକୁ ଅଟକାଇ ଦେଇଥିଲେ ଭୋଟର। ଯେତେବେଳେ...

କାକଟପୁର-ନିମାପଡ଼ାରେ ଶନିବାର ଭୋଟ୍‌, ବୁଥ୍‌କୁ ଗଲେ ପୋଲିଂ ପାର୍ଟି

ପୁରୀ,୩୧ା୫(ଅଜିତ୍‌ କୁମାର ମହାନ୍ତି)-୧୬ନଂ. ଜଗତ୍‌ସିଂହପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୦୫ ନଂ. କାକଟପୁର ଓ ୧୦୬ ନଂ. ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଜୁନ ୧ ତାରିଖ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି...

ସଞ୍ଜୟ ତ୍ରିପାଠୀ ୬ ବର୍ଷ ଲାଗି କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର, ୩୧।୫(ସୁନିତ୍‌ ମିଶ୍ର): କଂଗ୍ରେସ ନେତା ସଞ୍ଜୟ ତ୍ରିପାଠୀଙ୍କୁ ଦଳରୁ ଶୁକ୍ରବାର ବହିଷ୍କାର କରିଦିଆଯାଇଛି। ତାଙ୍କୁ ଦଳରୁ ୬ ବର୍ଷ ଲାଗି ବହିଷ୍କାର କରାଯାଇଛି। ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରଦେଶ କଂଗ୍ରେସ...

ଏକ୍‌ଜିଟ୍‌ ପୋଲ୍‌ ଏବଂ ଓପିନିଅନ୍‌ ପୋଲ୍‌ ମଧ୍ୟରେ ଫରକ କ’ଣ? କେଉଁଭଳି ଭାବେ ଏକାଠି କରାଯାଏ ଡାଟା, ଜାଣନ୍ତୁ ସବିଶେଷ 

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜୁନ ପହିଲା ଅପରାହ୍ନ ୬ଟାରେ ମତଦାନ ସମାପ୍ତ ହୋଇଯିବ। ଜୁନ୍‌ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ହେଲେ ନିର୍ବାଚନରେ କିଏ ବିଜେତା ହେବା ଜାଣିବା ପୂର୍ବରୁ ସମସ୍ତଙ୍କ...

ବୁଥ୍‌ରେ ପହଞ୍ଚିଲେ ପୋଲିଂ ପାର୍ଟି

ଭଦ୍ରକ,୩୧ା୫(ସନାତନ ରାଉତ): ଜୁନ୍‌ ୧ରେ ଭଦ୍ରକ ଜିଲାରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଜିଲାର ସମସ୍ତ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ଗୋଟିଏ ଲୋକ ସଭା ଓ ଜିଲାର ୫ ବିଧାନସଭା ପାଇଁ ୧୩୧୨ଟି ବୁଥ୍‌ରେ ମତଦାନ...

ପାଟକୁରାର ସାମୂହିକ ବିକାଶ ମୁଖ୍ୟ ଲକ୍ଷ୍ୟ: ଅରବିନ୍ଦ

କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରିଆସିଛି। ଅତୀତରେ ଏଠାରୁ ରାଜ୍ୟର ବହୁ ପ୍ରମୁଖ ନେତା ନିର୍ବାଚିତ ହୋଇ ପାଟକୁରାକୁ ରାଜନୈତିକ କ୍ଷେତ୍ରରେ ଏକ ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି। ତେବେ ଚଳିତ ନିର୍ବାଚନରେ ପାଟକୁରା...

ଭଦ୍ରକ ଜିଲାରେ ୧୪୪ ଧାରା ଲାଗୁ, ୫ରୁ ଅଧିକ ଏକାଠି ହେବା, ବୁଲିବା ମନା

ଭୁବନେଶ୍ୱର,୩୦।୫: ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ ପାଇଁ ଜୁନ ୧ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଗୁରୁବାର ପ୍ରଚାର ଶେଷ ହୋଇଛି। ଏପରିକି ନିର୍ବାଚନ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ନିର୍ବାଚନକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri