Advertisement

ମନୋରଞ୍ଜନ

ତେନ୍ଦୁଲକରଙ୍କ ଝିଅ ନୁହନ୍ତି, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି କ୍ରିକେଟର ଶୁବମନ ଗିଲ୍‌ତେନ୍ଦୁଲକରଙ୍କ ଝିଅ ନୁହନ୍ତି, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି କ୍ରିକେଟର ଶୁବମନ ଗିଲ୍‌

ତେନ୍ଦୁଲକରଙ୍କ ଝିଅ ନୁହନ୍ତି, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି କ୍ରିକେଟର ଶୁବମନ ଗିଲ୍‌

ମୁମ୍ବାଇ: ଭାରତୀୟ କ୍ରିକେଟର ଶୁବମନ ଗିଲ୍‌ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଡେଟ୍‌ କରୁଥିଲେ ବୋଲି ଖୁବ୍‌ ଚର୍ଚ୍ଚା ହେଉଥିଲା। ମାତ୍ର ଏବେ ସାରା ନୁହନ୍ତି,…

2 months ago
IIFA ଆଓ୍ବାର୍ଡରେ ସେରିମନିରେ ରେଖାଙ୍କୁ ମିଳିଲା ସ୍ପେଶାଲ ଗିଫ୍ଟ, ଅଭିନେତ୍ରୀ କିସ୍‌ କରି କହିଲେ…IIFA ଆଓ୍ବାର୍ଡରେ ସେରିମନିରେ ରେଖାଙ୍କୁ ମିଳିଲା ସ୍ପେଶାଲ ଗିଫ୍ଟ, ଅଭିନେତ୍ରୀ କିସ୍‌ କରି କହିଲେ…

IIFA ଆଓ୍ବାର୍ଡରେ ସେରିମନିରେ ରେଖାଙ୍କୁ ମିଳିଲା ସ୍ପେଶାଲ ଗିଫ୍ଟ, ଅଭିନେତ୍ରୀ କିସ୍‌ କରି କହିଲେ…

ମୁମ୍ବାଇ: ରବିବାର ଜୟପୁରରେ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (IIFA) ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା। ଜୟପୁର ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର (JECC)ରେ ଅନୁଷ୍ଠିତ ଏହି…

2 months ago
Photo: ବିକିନିରେ ଅନନ୍ୟା ପାଣ୍ଡେଙ୍କ କିଲର ଲୁକ୍, ବେଳାଭୂମିରେ କଲେ ମସ୍ତି…Photo: ବିକିନିରେ ଅନନ୍ୟା ପାଣ୍ଡେଙ୍କ କିଲର ଲୁକ୍, ବେଳାଭୂମିରେ କଲେ ମସ୍ତି…

Photo: ବିକିନିରେ ଅନନ୍ୟା ପାଣ୍ଡେଙ୍କ କିଲର ଲୁକ୍, ବେଳାଭୂମିରେ କଲେ ମସ୍ତି…

ମୁମ୍ବାଇ: ବଲିଉଡର ସୁନ୍ଦରୀ ଡିଭା ଅନନ୍ୟା ପାଣ୍ଡେ ଆଜିକାଲି ତାଙ୍କ ଜୀବନର ସବୁଠାରୁ ଭଲ ପର୍ଯ୍ୟାୟରେ ଅଛନ୍ତି। ଅଭିନେତ୍ରୀ ପ୍ରତ୍ୟେକ ମୁହୂର୍ତ୍ତକୁ ଖୋଲାଖୋଲି ଉପଭୋଗ କରୁଛନ୍ତି। ଅଭିନେତ୍ରୀଙ୍କ…

2 months ago
ଲାପତା ଲେଡିଜ୍’ର ୧୭ ବର୍ଷୀୟା ନାୟିକା ଜିତିଲେ IIFA ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର, ମଞ୍ଚରେ କହିଲେ ବଡ଼ କଥାଲାପତା ଲେଡିଜ୍’ର ୧୭ ବର୍ଷୀୟା ନାୟିକା ଜିତିଲେ IIFA ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର, ମଞ୍ଚରେ କହିଲେ ବଡ଼ କଥା

ଲାପତା ଲେଡିଜ୍’ର ୧୭ ବର୍ଷୀୟା ନାୟିକା ଜିତିଲେ IIFA ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର, ମଞ୍ଚରେ କହିଲେ ବଡ଼ କଥା

ଜୟପୁର,୧୦।୩: ୨୦୨୫ ମସିହାର IIFA ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ (ମହିଳା) ଘୋଷଣା ସମୟରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ବର୍ତ୍ତମାନ ପିଢ଼ିର ତିନି ଜଣ ସବୁଠାରୁ ଲୋକପ୍ରିୟ ମହିଳା…

2 months ago
ଡେବ୍ୟୁ କରିବେ ଅନିଲ କପୁରଙ୍କ ଝିଆରୀଡେବ୍ୟୁ କରିବେ ଅନିଲ କପୁରଙ୍କ ଝିଆରୀ

ଡେବ୍ୟୁ କରିବେ ଅନିଲ କପୁରଙ୍କ ଝିଆରୀ

ମୁମ୍ବାଇ: ବଲିଉଡ୍‌ରେ ଖୁବ୍‌ଶୀଘ୍ର ଆଉ ଜଣେ ଷ୍ଟାର୍‌କିଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର। ଶନାୟା ତାଙ୍କର ଡେବ୍ୟୁ…

2 months ago
IIFA ପୁରସ୍କାର ୨୦୨୫ ସମ୍ପୂର୍ଣ୍ଣ ବିଜେତା ତାଲିକା: ପୋଛିନେଲା ‘ଲାପତା ଲେଡିଜ୍’, କାର୍ତ୍ତିକ ଆର୍ଯ୍ୟନ୍ ଶ୍ରେଷ୍ଠ ଅଭିନେତାIIFA ପୁରସ୍କାର ୨୦୨୫ ସମ୍ପୂର୍ଣ୍ଣ ବିଜେତା ତାଲିକା: ପୋଛିନେଲା ‘ଲାପତା ଲେଡିଜ୍’, କାର୍ତ୍ତିକ ଆର୍ଯ୍ୟନ୍ ଶ୍ରେଷ୍ଠ ଅଭିନେତା

IIFA ପୁରସ୍କାର ୨୦୨୫ ସମ୍ପୂର୍ଣ୍ଣ ବିଜେତା ତାଲିକା: ପୋଛିନେଲା ‘ଲାପତା ଲେଡିଜ୍’, କାର୍ତ୍ତିକ ଆର୍ଯ୍ୟନ୍ ଶ୍ରେଷ୍ଠ ଅଭିନେତା

ଜୟପୁର,୧୦।୩: ରବିବାର ଜୟପୁରରେ ବଲିଉଡର ବଡ଼ ବଡ଼ ଖ୍ୟାତନାମା ଅଭିନେତା ଯୋଗ ଦେଇଥିବା ଏକ ଚମତ୍କାର ଉତ୍ସବରେ IIFA ପୁରସ୍କାରର ରୌପ୍ୟ ଜୟନ୍ତୀ ସଂସ୍କରଣ ଅନୁଷ୍ଠିତ ହୋଇଥିଲା।…

2 months ago
କଣ ଚାହୁଁଥିଲେ ସ୍ବପ୍ନା…କଣ ଚାହୁଁଥିଲେ ସ୍ବପ୍ନା…

କଣ ଚାହୁଁଥିଲେ ସ୍ବପ୍ନା…

ଉଭୟ ଅଭିନୟ ଏବଂ ସମାଜସେବା ସହ ଜଡିତ ସ୍ବପ୍ନା ପତିଙ୍କର ଖୁସି କହିଲେ ନ ସରେ। କାରଣ ନିକଟରେ ତାଙ୍କୁ ଏକ ମନଲାଖି ମ୍ୟୁଜିକ ଭିଡିଓରେ ଅଭିନୟ…

2 months ago
ଅଫରକୁ କାହିଁକି ମନା କରିଥିଲେ ପ୍ରୀତିଅଫରକୁ କାହିଁକି ମନା କରିଥିଲେ ପ୍ରୀତି

ଅଫରକୁ କାହିଁକି ମନା କରିଥିଲେ ପ୍ରୀତି

ପ୍ରୀତି ଜିଣ୍ଟା ଅବଶ୍ୟ ବେଶ୍‌ କିଛି ବର୍ଷ ହେଲାଣି ଅଭିନୟରୁ ପ୍ରାୟ ସନ୍ନ୍ୟାସ ନେଇସାରିଲେଣି। ହେଲେ ତାଙ୍କ ଅଭିନୟ ଜୀବନରେ ଅନେକ କିଛି ଘଟଣା ଘଟିଛି। ୧୯୯୮ରେ…

2 months ago
ନ୍ୟୁଜ୍‌ପେପର ପ୍ରିଣ୍ଟ ଡ୍ରେସ୍‌ରେ ନଜର ଆସିଲେ କରୀନା କପୁର, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏହି ଡିଜାଇନନ୍ୟୁଜ୍‌ପେପର ପ୍ରିଣ୍ଟ ଡ୍ରେସ୍‌ରେ ନଜର ଆସିଲେ କରୀନା କପୁର, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏହି ଡିଜାଇନ

ନ୍ୟୁଜ୍‌ପେପର ପ୍ରିଣ୍ଟ ଡ୍ରେସ୍‌ରେ ନଜର ଆସିଲେ କରୀନା କପୁର, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏହି ଡିଜାଇନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଶନିବାର IIFA ପୁରସ୍କାର ପାଇଁ ଜୟପୁର ଯାଇଥିଲେ। ଏହି ସମୟରେ ସମସ୍ତଙ୍କ ନଜର ତାଙ୍କ ଡ୍ରେସ୍‌ ଉପରେ ଥିଲା। କାରଣ…

2 months ago
‘ମୁଁ ନିର୍ଦ୍ଦୋଷ, ମୋତେ ଫସାଇ ଦିଆଯାଇଛି’‘ମୁଁ ନିର୍ଦ୍ଦୋଷ, ମୋତେ ଫସାଇ ଦିଆଯାଇଛି’

‘ମୁଁ ନିର୍ଦ୍ଦୋଷ, ମୋତେ ଫସାଇ ଦିଆଯାଇଛି’

ମୁମ୍ବାଇ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ସୁନା ଚୋରା ଚାଲାଣ ରାକେଟରେ ତାଙ୍କର ସମ୍ପୃକ୍ତିକୁ ପୋଲିସ ସମ୍ମୁଖରେ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ମୁଁ ନିର୍ଦ୍ଦୋଷ, ମୋତେ…

2 months ago