ମନୋରଞ୍ଜନ

ଓଡ଼ିଆ ଝିଅ ଚେଲ୍‌ସିଙ୍କୁ ପ୍ରଶଂସା କଲେ ସଚିନ ତେନ୍ଦୁଲକର, ସୋନା ମହାପାତ୍ର କହିଲେ ଏମିତି କଥା

ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ ଆଇଡଲ-୧୧ରେ ନଜର ଆସିଛନ୍ତି ପୁଣି ଜଣେ ଓଡିଆ ଝିଅ। ସେ ହେଉଛନ୍ତି ଚେଲ୍‌ସି ବେଉରା। ଇଶକ୍‌ଜାଦେ ଫିଲ୍ମର ‘ମେଁ ପରେଶାନ..’…

5 years ago

ଇଦ୍‌କୁ ଟାର୍ଗେଟ କଲେ ସଲମାନ-ଅକ୍ଷୟ

ମୁମ୍ବାଇ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ଇଦ୍‌ ପାଇଁ ଏବେଠାରୁ ସଜବାଜ ହେଲାଣି ବଲିଉଡ୍‌। ସବୁବର୍ଷ ଇଦ୍‌ ପରି ଏବର୍ଷ ବି ଇଦ୍‌ରେ ଦେଖିବାକୁ ମିଳିବ ଭାଇଜାନଙ୍କ…

5 years ago

ସିଙ୍ଗର କପୁଲ ବିଶିକୁମାର-ପଦ୍ମାଳୟା

ଯାତ୍ରା ଜଗତରେ ଅନେକ ସିଙ୍ଗର କପୁଲ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ କପୁଲ ହେଉଛନ୍ତି ବିଶିକୁମାର ଓ ପଦ୍ମାଳୟା। ସମ୍ପ୍ରତି ଏମାନଙ୍କର ସଂଗୀତର ଲହର ଛୁଟୁଛି ଯାତ୍ରା…

5 years ago

ଷ୍ଟୋରି-ସସ୍‌ପେନ୍ସ-ଏଣ୍ଟରଟେନ୍‌ମେଣ୍ଟରେ ଭରପୂର ‘ଭିତିରି କଥା’

ପ୍ରତ୍ୟେକ ଯୁବତୀଯୁବକଙ୍କ ପାଇଁ ବାସର ରାତି ଏକ ନିଆରା ଅନୁଭୂତି ନେଇ ଆସିଥାଏ। ଆଦୌ ଚିହ୍ନା ନ ଥିବା, ଜଣା ନ ଥିବା ଦୁଇଟି ଝିଅପୁଅଙ୍କ ମଧ୍ୟରେ…

5 years ago

ପ୍ରିନ୍‌ସେସ୍‌ ଲୁକ୍‌ରେ ନୀଳନୟନା

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଇଟାଲୀର ରୋମ ସହରରେ। ତାଙ୍କ ସହିତ ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟା ମଧ୍ୟ ଅଛନ୍ତି। ଦୁଇଦିନ ତଳେ…

5 years ago

ପ୍ରଥମ ଥର ପାଇଁ ବାୟୋପିକ୍‌ରେ ଅରିନ୍ଦମ, ଟାଇଟଲ ରହିଛି ‘ବାବୁ ଭାଇଜାନ୍‌’

ନାୟକ ଅରିନ୍ଦମ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଅର୍ଥାତ୍‌, ଫିଲ୍ମର ଟାଇଟଲ, ଭୂମିକା, ଦୃଶ୍ୟାୟନ-ଏସବୁ ତାଙ୍କ ମନକୁ ଏମିତି ପ୍ରଭାବିତ କରିଛି ତାହାକୁ ପ୍ରକାଶ କରିବାକୁ…

5 years ago

ଭିନ୍ନ ଢଙ୍ଗରେ ସୁରକ୍ଷାକର୍ମୀଙ୍କ ଜନ୍ମଦିନ ପାଳିଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ତଥା ନବାଗତା ନାୟିକା ଶ୍ରଦ୍ଧା କପୁର ତାଙ୍କ ଉଦାର ହୃଦୟ ପାଇଁ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ। ନିକଟରେ ତାଙ୍କ…

5 years ago

ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍ୱର୍ଯ୍ୟା ହୋଇଥିଲେ ବିଶ୍ୱସୁନ୍ଦରୀ

ବଲିଉଡ୍‌ରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ କେବଳ ସୁନ୍ଦର ଚେହେରାକୁ ନେଇ ନୁହେଁ, ଭଲ ହୃଦୟ ଏବଂ ବ୍ୟବହାରକୁ ନେଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି…

5 years ago

ଏକାଠି ହେବାକୁ ଯାଉଛନ୍ତି ୩ ଖାଁ

ମୁମ୍ବାଇ: ବଲିଉଡ୍‌ର ୩ ଖାନ୍‌ କହିଲେ ବୁଝାଏ ଆମିର, ସଲମାନ ଓ ଶାହରୁଖ। କେବେ ଏମାନଙ୍କ ମଧ୍ୟରେ ଭଳ ସମ୍ପର୍କ ନ ଥିବା ବେଳେ ଏବେ କିନ୍ତୁ…

5 years ago

ସୋସିଆଲ ମିଡିଆରେ ଭାଇରାଲ ହେଉଛି ‘ଇଣ୍ଡିୟାନ୍‌-୨’ର ଫଟୋ

ମୁମ୍ବାଇ: ଅଭିନେତା କମଳ ହାସନଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିୟାନ୍‌-୨’ର ଶୁଟିଂ ଏବେ ଗ୍ବାଲିୟରକୁ ସିଫ୍ଟ କରି ଦିଆଯାଇଛି। ନିକଟରେ ଭୋପାଳରେ ୪୦ କୋଟି ଟଙ୍କା ବ୍ୟୟରେ ଏହାର…

5 years ago