ମନୋରଞ୍ଜନ

ଦିଅରଙ୍କୁ ଆଶୀର୍ବାଦ ଦେଲେ କ୍ୟାଟ୍ରିନା

ଅଭିନେତା ବିକି କୌଶଲଙ୍କ ଭାଇ ସନ୍ନି ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ସନ୍ନି ମଧ୍ୟ ତାଙ୍କ ଭାଇଙ୍କ ପରି ଜଣେ ଅଭିନେତା, ଯିଏ ଖୁବ କମ…

2 years ago

୪୦୦ କୋଟି କ୍ଲବ୍‌ରେ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଯାହା ଏବେ ବକ୍ସ ଅଫିସରେ ସୁପରହିଟ୍‌…

2 years ago

ମହେଶ ବାବୁଙ୍କ ମା ଅଭିନେତ୍ରୀ ଇନ୍ଦିରା ଦେବୀଙ୍କ ପରଲୋକ…

ହାଇଦ୍ରାବାଦ, ୨୮।୯ : ସୁପରଷ୍ଟାର ମହେଶ ବାବୁଙ୍କ ମା ଏବଂ ଅଭିନେତ୍ରୀ ଇନ୍ଦିରା ଦେବୀଙ୍କର ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସୁପରଷ୍ଟାରଙ୍କ ମା ଗତ କିଛି…

2 years ago

ଐଶ୍ୱର୍ଯ୍ୟାଙ୍କ ଗୁରୁଭକ୍ତି

ନୂଆଦିଲ୍ଲୀ: ପାନ୍‌ ଇଣ୍ଡିଆ ଫିଲ୍ମ ‘ପୋନିୟିନ ସେଲଭାନ:୧’ର ପ୍ରମୋଶନରେ ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ବ୍ୟସ୍ତ। ଦିଲ୍ଳୀରେ ଫିଲ୍ମର ପ୍ରମୋଶନ ବେଳେ ଐଶ୍ୱର୍ଯ୍ୟା…

2 years ago

ବଦଳିଲା ‘ଓ୍ବିକେଣ୍ଡ କା ଓ୍ବାର’ର ସମୟ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ବିବାଦୀୟ ରିଆଲିଟି ଶୋ’ ‘ବିଗବସ୍‌ ୧୬’। ଅକ୍ଟୋବର ପହିଲାରୁ ଶୋ’ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଗୋଟିଏ ପରେ ଗୋଟିଏ ଖୁଲାସା…

2 years ago

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଦୀପିକା

ବମ୍ବେ: ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌। ଅସହଜ ଅନୁଭବ କରିବା ସହ ତାଙ୍କୁ ଅଣନିଃଶ୍ୱାସୀ ଲାଗିବାରୁ ସୋମବାର ସନ୍ଧ୍ୟାରେ ଅଭିନେତ୍ରୀଙ୍କୁ ବମ୍ବେର ବ୍ରିଚ୍‌ କୈଣ୍ଡି…

2 years ago

ପ୍ରଥମେ ଶୋ’ରୁ କଲେ ବାହାର, ଏବେ ଦେଲେ ଖାସ୍‌ ଅଫର୍‌; ଭତ୍ସନା କରୁଛନ୍ତି ପ୍ରଶଂସକ

ବମ୍ବେ: ଲୋକପ୍ରିୟତା ଅପେକ୍ଷା ଏବେ ବିବାଦରେ ଅଧିକ ରହୁଛି ସିଙ୍ଗିଂ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ’। ଦେଶର ସବୁଠାରୁ ବଡ ଶୋ’ ହୋଇଥିଲେ ହେଁ ଏହା ଏବେ…

2 years ago

ନା ଜେନିଫର, ନା ଶ୍ରଦ୍ଧା; କାର୍ତ୍ତିକଙ୍କ ନାୟିକାକୁ ନେଇ ବଢ଼ିଲା ଚିନ୍ତା

ବମ୍ବେ: ଫିଲ୍ମ ଘୋଷଣା ସିନା ହେଲା, ହେଲେ ନାୟିକା କିଏ ହେବ ସେ ଚିନ୍ତାରେ ଏବେ ନିର୍ମାତା। ଆମେ କହୁଛୁ ଫିଲ୍ମ ‘ଆଶିକି-୩’ ବିଷୟରେ। ନିକଟରେ ଆଶିକିର…

2 years ago

ପ୍ରେଗ୍ନେସି ସମୟର କଷ୍ଟ ବଖାଣିଲେ ବିପାଶା

ମୁମ୍ବାଇ: ଗର୍ଭାବସ୍ଥାର ପ୍ରଥମ କିଛି ମାସ ଅନେକଙ୍କ ପାଇଁ ବହୁତ କଠିନ ଥାଏ । ଏହି ଲିଷ୍ଟରେ କେବଳ ସାଧାରଣ ମହିଳା ନୁହେଁ ସେଲିବ୍ରିଟି ବିପାଶା ବସୁ…

2 years ago

ନାଁ ନ ନେଇ ନେହାଙ୍କ ଉପରେ ବର୍ଷିଲେ ଏଆର ରହମାନ

ମୁମ୍ବାଇ: ବଲିଉଡ ସିଙ୍ଗର ନେହା କକ୍କଡଙ୍କର ଏବେ ଲକ୍ଷେ କି ଦୁଇ ଲକ୍ଷ ନୁହେଁ କୋଟି କୋଟି ପ୍ରଶଂସକ ରହିଛନ୍ତି । ହେଲେ ଏବେ ନେହା ଟ୍ରୋଲର…

2 years ago