Advertisement

ମନୋରଞ୍ଜନ

ଅଭିନୟରୁ ସନ୍ନ୍ୟାସ ନେଇ ଘୋଷଣା କରି ଚମକାଇଲେ ଅଭିନେତା ବିକ୍ରାନ୍ତ ମେସି, ୨୦ ବର୍ଷ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦଅଭିନୟରୁ ସନ୍ନ୍ୟାସ ନେଇ ଘୋଷଣା କରି ଚମକାଇଲେ ଅଭିନେତା ବିକ୍ରାନ୍ତ ମେସି, ୨୦ ବର୍ଷ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ଅଭିନୟରୁ ସନ୍ନ୍ୟାସ ନେଇ ଘୋଷଣା କରି ଚମକାଇଲେ ଅଭିନେତା ବିକ୍ରାନ୍ତ ମେସି, ୨୦ ବର୍ଷ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ବମ୍ବେ: ଅଭିନୟରୁ ସନ୍ନ୍ୟାସ ଘୋଷଣା କଲେ ଚର୍ଚ୍ଚିତ ବଲିଉଡ୍‌ କଳାକାର ବିକ୍ରାନ୍ତ ମେସି। ନିକଟରେ ତାଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ରିଲିଜ ହୋଇଥିଲା। ଏଥିରେ ତାଙ୍କ…

5 months ago
ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ରାଶିଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ରାଶି

ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ରାଶି

ମୁମ୍ବାଇ: ଅଭିନେତ୍ରୀ ରାଶି ଖାନ୍ନା ନିଜର ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି। କେବଳ ବଲିଉଡ୍‌ରେ ନୁହେଁ, ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ସେ…

5 months ago
ପ୍ରଥମ ଦିନ ୩୦୦ କୋଟି କ୍ଲବରେ ପହଞ୍ଚିବ ‘ପୁଷ୍ପା ୨’ପ୍ରଥମ ଦିନ ୩୦୦ କୋଟି କ୍ଲବରେ ପହଞ୍ଚିବ ‘ପୁଷ୍ପା ୨’

ପ୍ରଥମ ଦିନ ୩୦୦ କୋଟି କ୍ଲବରେ ପହଞ୍ଚିବ ‘ପୁଷ୍ପା ୨’

ହାଇଦ୍ରାବାଦ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ‘ପୁଷ୍ପା ୨: ଦି ରୁଲ୍‌’ ଫିଲ୍ମ ଆସନ୍ତା ୫ରେ…

5 months ago
ଆତ୍ମହତ୍ୟା କଲେ ଚର୍ଚ୍ଚିତ ଅଭିନେତ୍ରୀ: ବାସଭବନରୁ ମିଳିଲା ମୃତଦେହଆତ୍ମହତ୍ୟା କଲେ ଚର୍ଚ୍ଚିତ ଅଭିନେତ୍ରୀ: ବାସଭବନରୁ ମିଳିଲା ମୃତଦେହ

ଆତ୍ମହତ୍ୟା କଲେ ଚର୍ଚ୍ଚିତ ଅଭିନେତ୍ରୀ: ବାସଭବନରୁ ମିଳିଲା ମୃତଦେହ

ହାଇଦ୍ରାବାଦ,୧।୧୨: ଟେଲିଭିଜନ ଏବଂ ସିନେମା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶୋବିଥା ଶୋଭାନ୍ନାଙ୍କ ମୃତଦେହ ହାଇଦ୍ରାବାଦସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସେ ଆତ୍ମହତ୍ୟା…

5 months ago
ବିଜୟ ଦେବରକୋଣ୍ଡା ନୁହନ୍ତି ରଶ୍ମିକାଙ୍କ ହୃଦୟରେ ଏହି ଷ୍ଟାରଙ୍କ ରାଜ୍‌, ନିଜେ କରିଦେଲେ ବଡ଼ ଖୁଲାସାବିଜୟ ଦେବରକୋଣ୍ଡା ନୁହନ୍ତି ରଶ୍ମିକାଙ୍କ ହୃଦୟରେ ଏହି ଷ୍ଟାରଙ୍କ ରାଜ୍‌, ନିଜେ କରିଦେଲେ ବଡ଼ ଖୁଲାସା

ବିଜୟ ଦେବରକୋଣ୍ଡା ନୁହନ୍ତି ରଶ୍ମିକାଙ୍କ ହୃଦୟରେ ଏହି ଷ୍ଟାରଙ୍କ ରାଜ୍‌, ନିଜେ କରିଦେଲେ ବଡ଼ ଖୁଲାସା

ମୁମ୍ବାଇ: ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରିରେ କେବଳ ଜଣେ ହିରୋଇନଙ୍କ ନାମ ଚର୍ଚ୍ଚାରେ। ସେ ହେଉଛନ୍ତି ‘ପୁଷ୍ପା’ର ଶ୍ରୀବଲି ’ ଅଭିନେତ୍ରୀ ରଶ୍ମିକା ମନ୍ଦନା। ‘ପୁଷ୍ପା ୨’ ମାଧ୍ୟମରେ…

5 months ago
ସଲମାନଙ୍କ ଜନ୍ମଦିନରେ ‘ସିକନ୍ଦର’ର ପ୍ରଥମ ପୋଷ୍ଟରସଲମାନଙ୍କ ଜନ୍ମଦିନରେ ‘ସିକନ୍ଦର’ର ପ୍ରଥମ ପୋଷ୍ଟର

ସଲମାନଙ୍କ ଜନ୍ମଦିନରେ ‘ସିକନ୍ଦର’ର ପ୍ରଥମ ପୋଷ୍ଟର

ମୁମ୍ବାଇ: ଖୁବ୍‌ଶୀଘ୍ର ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ନିଜର ପରବର୍ତ୍ତୀ ବ୍ଲକ୍‌ବଷ୍ଟର ପ୍ରୋଜେକ୍ଟ ‘ସିକନ୍ଦର’ ସହ ନିଜ ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଯାଉଛନ୍ତି। ଏ. ମୁରୁଗଦାସଙ୍କ…

5 months ago
ଛାଡ଼ପତ୍ର ନିଷ୍ପତ୍ତି ବଦଳାଇବେ ରେହମାନ-ସାଇରା, ପୁଣି ହେବେ ଏକାଠି!ଛାଡ଼ପତ୍ର ନିଷ୍ପତ୍ତି ବଦଳାଇବେ ରେହମାନ-ସାଇରା, ପୁଣି ହେବେ ଏକାଠି!

ଛାଡ଼ପତ୍ର ନିଷ୍ପତ୍ତି ବଦଳାଇବେ ରେହମାନ-ସାଇରା, ପୁଣି ହେବେ ଏକାଠି!

ବମ୍ବେ: ପୁଣି ଚର୍ଚ୍ଚାରେ ଓସ୍କାର ବିଜେତା ସଙ୍ଗୀତକାର ଏ ଆର୍‌ ରେହମାନଙ୍କ ବ୍ୟକ୍ତିଗତ ଜୀବନ। କିଛିଦିନ ତଳେ ପତ୍ନୀ ସାଇରା ବାନୁଙ୍କ ସହ ୨୯ ବର୍ଷର ସମ୍ପର୍କରେ…

5 months ago
ସମାନ୍ଥାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼ସମାନ୍ଥାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ସମାନ୍ଥାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼

ହାଇଦ୍ରାବାଦ: ସାଉଥ୍‌ ଚୁଲବୁଲି ସମାନ୍ଥା ରୁଥ ପ୍ରଭୁଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ତାଙ୍କ ବାପା ଜୋସେଫ ପ୍ରଭୁଙ୍କ ନିଧନ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ…

5 months ago
ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ଫୋନ ୱାଲପେପର ଭାଇରାଲ୍‌: ରଖିଛନ୍ତି ଏହି ଫଟୋଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ଫୋନ ୱାଲପେପର ଭାଇରାଲ୍‌: ରଖିଛନ୍ତି ଏହି ଫଟୋ

ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ଫୋନ ୱାଲପେପର ଭାଇରାଲ୍‌: ରଖିଛନ୍ତି ଏହି ଫଟୋ

ମୁମ୍ବାଇ,୨୯।୧୧: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକଙ୍କ ମଧ୍ୟରେ ଛାଡପତ୍ରର ଗୁଜବ କିଛି ସମୟ ଧରି ଚାଲିଆସୁଛି। କୁହାଯାଉଛି ଐଶ୍ୱର୍ଯ୍ୟା ଏବଂ ବଚ୍ଚନ ପରିବାର ମଧ୍ୟରେ…

5 months ago
ପୁଣି ଅଡ଼ୁଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ: ଘରେ ପଶିଲା ଇଡିପୁଣି ଅଡ଼ୁଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ: ଘରେ ପଶିଲା ଇଡି

ପୁଣି ଅଡ଼ୁଆରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ: ଘରେ ପଶିଲା ଇଡି

ମୁମ୍ବାଇ,୨୯।୧୧: ମୋବାଇଲ ଆପ ମାଧ୍ୟମରେ ଅଶ୍ଳୀଳ ଭିଡ଼ିଓ ପ୍ରଚାର ଏବଂ ପ୍ରସାର ସହ ଜଡିତ ଅର୍ଥ ହେରଫେର ଘଟଣାରେ ଶୁକ୍ରବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବ୍ୟବସାୟୀ ତଥା…

5 months ago