ମନୋରଞ୍ଜନ

ଦୀପଙ୍କୁ ମନେପକାଇ ଏମିତି ଲେଖିଲେ ଗର୍ଲଫ୍ରେଣ୍ଡ

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କର ସଡ଼କ ଦୁର୍ଘଟଣାରେ ୧୬ ଫେବୃୟାରୀରେ ମତ୍ୟୁ ହୋଇଯାଇଛି । ଦୁର୍ଘଟଣା ବେଳେ ଗାଡ଼ିରେ ତାଙ୍କ ଗର୍ଲଫ୍ରେଣ୍ଡ ରୀନା ରାୟ ମଧ୍ୟ ଥିଲେ।…

3 years ago

ପ୍ରଶଂସକଙ୍କ ହୃଦୟ ଜିତିଲେ ଅକ୍ଷୟ

ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ ପ୍ରଥମ ଥର ଅକ୍ଷୟଙ୍କୁ ଏକ ଭୟଙ୍କର ଭୂମିକାରେ ଦେଖିବାକୁ ମିଳିଛି।…

3 years ago

ଦିବ୍ୟା ଭାରତିଙ୍କୁ ପ୍ରଥମେ ବିବାହ କରିଥିଲେ ସାଜିଦ

ମୁମ୍ବାଇ: ବଲିଉଡର ନାମୀ ନିର୍ମାତା-ନିର୍ଦ୍ଦେଶକଙ୍କ ତାଲିକାରେ ରହିଛି ସାଜିଦ ନାଡିୟାଡୱାଲାଙ୍କ ନାଁ । ୧୮ ଫେବୃୟାରୀରେ ଜନ୍ମ ନେଇଥିବା ଏହି ନିର୍ଦ୍ଦେଶକ ସଲମାନଙ୍କ କ୍ୟାରିୟରକୁ ଉପରକୁ ଉଠାଇବାରେ…

3 years ago

ଭୁବନେଶ୍ୱରରେ ଶୁଟିଂ ହେବ ନନ୍ଦିତାଙ୍କ ଚଳଚ୍ଚିତ୍ର

ଭୁବନେଶ୍ୱର,୧୮।୨(ବ୍ୟୁରୋ): ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଆଗାମୀ ଚଳଚ୍ଚିତ୍ର ଭୁବନେଶ୍ୱରରେ ଶୁଟିଂ ହେବ। ଏଥିରେ କମେଡିଆନ କପିଲ ଶର୍ମା ଓ ଶାହାନା ଗୋସ୍ବାମୀ ଅଭିନୟ କରିବେ। ଚଳିତ ମାସ…

3 years ago

ଇଜିପ୍ଟରେ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହିନା ଖାନ୍‌ ବର୍ତ୍ତମାନ ଇଜିପ୍ଟରେ ଛୁଟି କାଟୁଛନ୍ତି। ଏହି ସମୟର କିଛି ସୁନ୍ଦର ଫଟୋ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ସେ…

3 years ago

ପାରମ୍ପରିକ ରୀତିନୀତିରେ ବିବାହ କରିବେ ଫରହାନ-ଶିବାନୀ

ମୁମ୍ବାଇ: ବଲିଉଡ ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଫେବୃଆରୀ ୧୯ରେ ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଦୁହେଁ ବିବାହ…

3 years ago

ଫୁଡ୍‌ ଡେଲିଭରୀ ବୟ ଚରିତ୍ରରେ କମେଡି କିଙ୍ଗ୍‌ କପିଲ ଶର୍ମା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସିଖବର। ‘କିସ-କିସ କୋ ପ୍ୟାର୍‌ କରୁଁ’ ଓ ‘ଫିରଙ୍ଗି’ ଭଳି ଫିଲ୍ମରେ କାମ କରିବା ପରେ…

3 years ago

ଭଲ କ୍ୟାପଶନ୍‌ ଦେଲେ ଘରକୁ ଡକାଇବେ ଅନୁପମ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର ତାଙ୍କର ଅନନ୍ୟ ଶୈଳୀ ପାଇଁ ବେଶ୍‌ ଜଣାଶୁଣା। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଥିବା ଅନୁପମ ଖେର ପ୍ରାୟ…

3 years ago

ରିଲିଜ ହେଲା ଶୋ’ ଲକଅପର ଧମାକାଦାର ଟ୍ରେଲର

ମୁମ୍ବାଇ: ନିଜର ବେକାବୁ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ପଙ୍ଗା ଗର୍ଲ କଙ୍ଗନା ରାନାୱତ ଏବେ ତାଙ୍କ ନୂଆ ଶୋ’କୁ ନେଇ ଆସିଛନ୍ତି ଚର୍ଚ୍ଚାକୁ…

3 years ago

ପଞ୍ଚଭୂତରେ ବିଲୀନ ବାପି ଦା’

କିମ୍ବଦନ୍ତୀ ସଜ୍ଞୀତଜ୍ଞ ବାପି ଲାହିରୀଙ୍କୁ ତାଙ୍କ ପ୍ରିୟଜନଙ୍କ ଉପସ୍ଥିତିରେ ମୁମ୍ବାଇର ଭିଲେ ପାର୍ଲେରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ପୁଅ ବପ୍ପା ଲାହିରୀ ବାପାଙ୍କୁ ମୁଖାଗ୍ନି ଦେଇଥିଲେ।…

3 years ago