ମନୋରଞ୍ଜନ

ବାପା ହେବେ ଆଦିତ୍ୟ ନାରାୟଣ

ମୁମ୍ବାଇ: ବଲିଉଡର ଗାୟକ ତଥା ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ଖୁବଶୀଘ୍ର ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି । ସୋମବାର…

3 years ago

ୟଶଙ୍କୁ ପରିବାର କହିଲେ ନୁସରତ

କୋଲକାତା: ତୃଣମୂଳ କଂଗ୍ରେସ ଏମ୍‌ପି ତଥା ଅଭିନେତ୍ରୀ ନୁସରତ ଜାହାଁ ଅଭିନୟ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କ ବିବାହ ଠାରୁ ଆରମ୍ଭ…

3 years ago

ବିଦେଶୀ ପ୍ରଶଂସକଙ୍କ ପାଇଁ ସ୍ପେଶାଲ ଉପହାର ପଠାଇଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାଁଙ୍କର ଦେଶ ତଥା ବିଦେଶରେ ରହିଛନ୍ତି ଅନେକ ପ୍ରଶଂସକ । ନିକଟରେ ତାଙ୍କର ଜଣେ ବିଦେଶୀ ପ୍ରଶଂସକଙ୍କୁ ସେ ଏକ ବିଶେଷ…

3 years ago

ଆଥିୟା ସେଟ୍ଟି-କେଏଲ୍ ରାହୁଲଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସୁନିଲ

ମୁମ୍ବାଇ: ଅଭିନେତା ସୁନିଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ଓ କ୍ରିକେଟର କେଏଲ ରାହୁଲଙ୍କ ଆଫେୟାର୍ସକୁ ନେଇ ବହୁ ଆଗରୁ ଚର୍ଚ୍ଚା ଲାଗି ରହିଛି । ଏମାନେ…

3 years ago

ସ୍ତ୍ରୀଙ୍କ ସହ ମଦ ପିଇବା ପୂର୍ବରୁ ମା’ଙ୍କ ଅନୁମତି ନେଇଥିଲେ ଗୋବିନ୍ଦା, ଶୁଣିବାକୁ ମିଳିଥିଲା ଏମିତି

ବଲିଉଡ ଅଭିନେତା ଗୋବିନ୍ଦା ଏକ ବଡ଼ ଖୁଲାସା କରିଛନ୍ତି। ସେ ସିମି ଗାରେୱାଲଙ୍କ ଚାଟ ଶୋ’ରେ ବଡ଼ ସୂଚନା ଦେଇଥିଲେ। ବହୁ ବର୍ଷ ପୂର୍ବେ ଗୋବିନ୍ଦା ଏବଂ…

3 years ago

ମାଗଣାରେ ଦେଖି ପାରିବେ ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମ

ଫିଲ୍ମ ପୁଷ୍ପାର ହିନ୍ଦୀ ଡବିଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ସାଉଥର ଷ୍ଟାର ଅଲ୍ଲୁ ଅର୍ଜୁନ ସମସ୍ତଙ୍କର ପ୍ରିୟ । ତାଙ୍କର ଫ୍ୟାନ ଫଲୋର୍ସ ସଂଖ୍ୟା ମଧ୍ୟ…

3 years ago

ଗୋଟିଏ ଆଇଟମ୍‌ ଗୀତ ପାଇଁ ସନି ଲିଓନି ନିଅନ୍ତି ଏତିକି ଟଙ୍କା

ମୁମ୍ବାଇ: ବଲିଉଡ୍‌ରେ ଆଇଟମ୍‌ ଗୀତ ଆଜିକାଲି ପ୍ରାୟ ପ୍ରତ୍ୟେକ ଫିଲ୍ମରେ ରଖାଯାଉଛି। ଅନେକ ଫିଲ୍ମରେ ଦର୍ଶକଙ୍କ ପସନ୍ଦକୁ ଧ୍ୟାନରେ ରଖି ଡ୍ୟାନ୍ସଗୁଡ଼ିକର ଶୁଟିଂ କରାଯାଇଥାଏ। ଯଦିଓ ଏହା…

3 years ago

ସାଧାରଣତନ୍ତ୍ର ଦିବସରେ ମୋ ଉଚ୍ଚତାଠୁ ବଡ଼ ଟ୍ରଫି ପାଇଥିଲି: ସୂର୍ଯ୍ୟମୟୀ ମହାପାତ୍ର…

ସେ ଚ୍ୟାଲେଞ୍ଜ ନେବାକୁ ପସନ୍ଦ କରନ୍ତି। ବିଉଟି ଅପେକ୍ଷା ଟ୍ୟାଲେଣ୍ଟକୁ ବେଶି ଗୁରୁତ୍ୱ ଦିଅନ୍ତି। ସମସ୍ତଙ୍କ ମନରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡିବାକୁ ଚାହାନ୍ତି, ଯାହାକି…

3 years ago

କାହିଁକି ମା’ ହେବା ପାଇଁ ସରୋଗେସି ରାସ୍ତା ବାଛିଥିଲେ ପ୍ରିୟଙ୍କା…

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସରୋଗେସି ଜରିଆରେ ମା’ ହୋଇଛନ୍ତି। ଏ ନେଇ ସେ ନିଜେ ସୋସିଆଲ ମିଡିଆ ସୂଚନା ଦେଇଥିଲେ। ହେଲେ ନିକ୍‌ ଜୋନାସ…

3 years ago

ବିନା ଡ୍ରେସ୍‌ରେ ପୋଜ୍‌ ଦେଇଥିବା ଏହି କୁନି ଶିଶୁ ଆଜି ବଲିଉଡ୍‌ର ସୁପରଷ୍ଟାର

ମୁମ୍ବାଇ: ଆଜିକାଲି ବଲିଉଡ୍‌ ସେଲିବ୍ରିଟିମାନଙ୍କର ପିଲାଦିନର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ସେମାନଙ୍କର ପ୍ରିୟ ଷ୍ଟାରମାଙ୍କର ପିଲାଦିନର ଫଟୋ ଦେଖିବାକୁ…

3 years ago