ମନୋରଞ୍ଜନ

ସୁଶାନ୍ତଙ୍କ ପ୍ରଥମ ପୁଣ୍ୟତିଥିରେ ଘରେ ପୂଜା କଲେ ଅଙ୍କିତା

ମୁମ୍ବାଇ: ବଲିଉଡ୍‌ ଭେଟେରାନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆଜି ପ୍ରଥମ ପୁଣ୍ୟତିଥି। ଜୁନ ୧୪ ୨୦୨୦ରେ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ତାଙ୍କ…

3 years ago

ସ୍ବାମୀଙ୍କ ଆତ୍ମହତ୍ୟା ପରେ ଏମିତି କହିଥିଲେ ରେଖା, ହନିମୁନ୍‌ରେ ସବୁ ଜାଣି ସାରିଥିଲି…

ପ୍ରସିଦ୍ଧ ଅଭିନେତ୍ରୀ ରେଖା ତାଙ୍କ ଫିଲ୍ମ କ୍ୟାରିୟର ସହ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ତାଙ୍କ ଫିଲ୍ମ ଜୀବନ ଯେତିକି ସଫଳ ବ୍ୟକ୍ତିଗତ…

3 years ago

କାହାକୁ ବେଶି ଭୟ କରନ୍ତି ଅଭିଷେକ; ସ୍ତ୍ରୀ ନା ମା’

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୨୦୦୭ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବିବାହ କରିଥିଲେ। ସେହି ଦିନଠାରୁ ଏହି ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ଆଖ୍ୟା ପାଇଛନ୍ତି। ଏଥି…

3 years ago

ସୁଶାନ୍ତଙ୍କୁ ମନେ ପକାଇଲେ ଅଙ୍କିତା

ଟିଭିରୁ ବଲିଉଡରେ ପ୍ରବେଶ କରିଥିବା ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରୁ ବିରତି ନେଇଥିଲେ। କିନ୍ତୁ ତାଙ୍କ ପୂର୍ବତନ ପ୍ରେମିକ ସୁଶାନ୍ତ…

3 years ago

ବେବି ବମ୍ପ୍‌ରେ ନଜର ଆସିଲେ ନୁସରତ

ମୁମ୍ବାଇ: ଟିଏମ୍‌ସି ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି। ଖାଲି ଏତିକି ନୁହେଁ ନୁସରତଙ୍କ ସ୍ବାମୀ ନିଖିଲ ଜୈନ କହିଛନ୍ତି…

3 years ago

ସାଢ଼େ ଚାରି ବର୍ଷ ସମ୍ପର୍କରେ ରହିବା ପରେ ଶାହିଦଙ୍କଠାରୁ ଅଲଗା ହୋଇଥିଲେ କରିନା, ବ୍ରେକ୍‌ଅପ୍‌ ନେଇ…

ବମ୍ବେ: ଏକ ସମୟରେ ଅଭିନେତ୍ରୀ କରିନା କପୁର ଏବଂ ଅଭିନେତା ଶାହିଦ କପୁରଙ୍କ ଯୋଡ଼ିକୁ ଆଦର୍ଶ କୁହାଯାଉଥିଲା। ହେଲେ ଯେତେବେଳେ ସେମାନେ ଅଲଗା ହୋଇଥିଲେ ସବୁକିଛି ବଦଳିଯାଇଥିଲା।…

3 years ago

ଐଶ୍‌ଙ୍କ ଉପରେ ହାତ ଉଠାଇ ଦେଉଥିଲେ ସଲମାନ୍‌, ସହକଳାକାରଙ୍କ ସହ ସମ୍ପର୍କ ଥିବା ନେଇ କରୁଥିଲେ ସନ୍ଦେହ

ବମ୍ବେ: ବଲିଉଡ୍‌ର ଚର୍ଚ୍ଚିତ ପ୍ରେମ କାହାଣୀ ଭିତରୁ ସଲମାନ ଖାନ-ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କ ଅନ୍ୟତମ। ଏକ ସମୟରେ ସେମାନଙ୍କ ବ୍ରେକ୍‌ଅପ୍‌ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଦେଇଥିଲା। ପରଦାରେ…

3 years ago

ଅକ୍ଷୟ କୁମାର ମୋ’ ଅତୀତର ଏକ ଭୁଲି ଯାଇଥିବା ଅଧ୍ୟାୟ: ଶିଳ୍ପା

ବମ୍ବେ: ପ୍ରେମ ଯେତିକି ସୁନ୍ଦର, ପ୍ରତାରଣା ସେତିକି ଯନ୍ତ୍ରଣାଦାୟକ। ସାଥୀଙ୍କଠାରୁ ଅଲଗା ହେବା ଅନେକଙ୍କ ପାଇଁ ସହଜ ହୋଇ ନ ଥାଏ। ବେଳେବେଳେ ଏହା ଘୃଣାରେ ପରିବର୍ତ୍ତିତ…

3 years ago

କରୋନାରୁ ସୁସ୍ଥ ହୋଇ ଓ୍ବାର୍କଆଉଟ୍‌ରେ ମନ ଦେଲେ କ୍ୟାଟ୍ରିନା

ମୁମ୍ବାଇ: କରୋନାରେ ଆକ୍ରାନ୍ତ ହୋଇଥିଲେ ବଲିଉଡ୍‌ ସୁନ୍ଦରୀ କ୍ୟାଟ୍ରିନା କୈଫ୍‌। ତେବେ ସେ ଏପ୍ରିଲରୁ ସୁସ୍ଥ ହୋଇସାରିଲେଣି। ଏବେ ଅଭିନେତ୍ରୀ ନିଜର ଫିଟ୍‌ନେସ୍‌କୁ ଫେରିଛନ୍ତି। କ୍ୟାଟ୍‌ ଏବେ…

3 years ago

ପ୍ରଥମ ଦେଖାରେ ପତ୍ରଲେଖାଙ୍କୁ ହୃଦୟ ଦେଇ ବସିଥିଲେ ରାଜକୁମାର, ଏବେ…

ବମ୍ବେ: ପ୍ରଥମ ଦେଖାରେ ପ୍ରେମ। ଏଭଳି କିଛି ଘଟିଛି ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ କ୍ଷେତ୍ରରେ। ଏକ ବିଜ୍ଞାପନ ଶୁଟିଂ ସମୟରେ ଅନ୍ବିତା ପଲ୍‌ ଓରଫ ପତ୍ରଲେଖାଙ୍କୁ…

3 years ago