ମନୋରଞ୍ଜନ

ଅନୁରାଧା ପୋଡ଼ଓ୍ବାଲଙ୍କୁ ନିଜର ମା କହିଲେ ୪୫ ବର୍ଷ ବୟସ୍କା ମହିଳା: ଦାବି କଲେ ୫୦ କୋଟି କ୍ଷତି ପୂରଣ

ଥିରୁଭାନନ୍ତପୁରମ୍‌,୨।୧: ଖ୍ୟାତି ସମ୍ପନ୍ନ ଗାୟିକା ଅନୁରାଧା ପୋଡ଼ଓ୍ବାଲଙ୍କୁ ନେଇ ଏବେ ଜୋର୍‌ ସୋର୍‌ ଚର୍ଚ୍ଚା ଆରମ୍ଭ ହୋଇଛି। କେରଳର ଥିରୁଭାନନ୍ତପୁରମ୍‌ଠାରେ ବାସ କରୁଥିବା ଜଣେ ୪୫ ବର୍ଷ ବୟସ୍କା ମହିଳା ଅନୁରାଧା ପୋଡ଼ଓ୍ବାଲଙ୍କୁ ନିଜର ମା ଦାବି କରିଛନ୍ତି। ଏହା...

ଚର୍ଚ୍ଚାରେ ରାଜକୁମାରଙ୍କ ‘ଲୁଡୋ’ ଲୁକ୍‌, ଲୋକେ କହିଲେ ଆଲିଆଙ୍କ ନକଲ

ବମ୍ବେ: କଳାକାରଟିଏ ନିଜକୁ ଚରିତ୍ରରେ ଢାଳିବା ଲାଗି କିଛି ବି କରିଥାଏ। ବେଶପୋଷାକ ହେଉ ଅବା ଶରୀର ଗଠନ ସବୁ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଏଭଳି କିଛି ଘଟିଛି ଅଭିନେତା ରାଜକୁମାର ରାଓଙ୍କ କ୍ଷେତ୍ରରେ। ନିଜର ଆଗାମୀ ଫିଲ୍ମ ‘ଲୁଡୋ’ରେ...

ଏସିଡ୍‌ ପୀଡିତାଙ୍କ ସହ ଜନ୍ମଦିନ ପାଳିବେ ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ’ର ପ୍ରମୋଶନ୍‌ରେ ବ୍ୟସ୍ତ ଅଛନ୍ତି। ଫିଲ୍ମଟି ଜାନୁୟାରୀ ୧୦ରେ ପରଦାକୁ ଆସିବାକୁ ଥିବାବେଳେ ଏହାପୂର୍ବରୁ ଅର୍ଥାତ୍‌ ଜାନୁୟାରୀ ୫ ତାରିଖରେ ଦୀପିକା ନିଜର ୩୪ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି।...

ବିବାହ ବିଚ୍ଛେଦର ୧୦ ବର୍ଷ ପରେ ପୁଣି ବେଦିରେ ବସିବେ ଏହି ଅଭିନେତ୍ରୀ

ମୁମ୍ବାଇ: ବିବାହ ବିଚ୍ଛେଦର ୧୦ ବର୍ଷ ପରେ ପୁଣି ଜଣଙ୍କ ହାତ ଧରି ବେଦିରେ ବସିବାକୁ ଯାଉଛନ୍ତି ବଲିଉଡ୍‌ର ଜଣେ ଅଭିନେତ୍ରୀ। ଏକଥା ଆମେ କହୁନାହୁଁ। ଏକ ସାକ୍ଷାତକାରରେ ଏହି କଥା ସ୍ପଷ୍ଟ କରିଛନ୍ତି ଖୋଦ୍‌ ଅଭିନେତ୍ରୀ ଜଣକ। ଆଉ...

ବାବାଜି ଅବତାର

ବିଜୁ ବଡ଼ଜେନା ଖଳନାୟକ ଭାବରେ ଅନେକ ଥର ବଡ଼ ପରଦାରେ ମୁହଁ ଦେଖାଇ ସାରିଛନ୍ତି। ଗତ ବର୍ଷ ରିଲିଜ୍‌ ହୋଇଥିବା ‘ମାଲ୍‌ ମହୁ ଜୀବନ ମାଟି’ରେ ସେ କମେଡି ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଏବେ ବାବାଜି ଅବତାରରେ ଦର୍ଶକଙ୍କ...

ସ୍ବପ୍ନ ସତ ହେଲା

ନାଟ୍ୟକାର, ନିର୍ଦ୍ଦେଶକ ତଥା ଅଭିନେତା ପ୍ରଦୀପ ବିଶ୍ୱାଳ। ହିନ୍ଦୁ-ମୁସ୍‌ଲିମ ଭାଇଚାରାକୁ ନେଇ ନିଜେ ରଚନା କରିଥିବା ଏବଂ ନିର୍ଦ୍ଦେଶନା ଦେଇଥିବା ତଥା ଅନ୍ୟତମ ଅଗ୍ରଣୀ ଥିଏଟର ନାଟ୍ୟାନୁଷ୍ଠାନ ‘ଶ୍ୱେତପଦ୍ମା’ ଦ୍ୱାରା ପରିବେଷିତ ମଞ୍ଚ ନାଟକ ‘ଜୀନତ’ର ସଫଳତା ତାଙ୍କ ପାଇଁ...

ଭିନ୍ନ ଧରଣର ସିନେମା ନିର୍ମାଣକୁ ଗୁରୁତ୍ୱ ଦିଏ

ଚର୍ଚ୍ଚିତ ଓଡ଼ିଆ ସିନେମା ‘ପାଟଣାଗଡ଼’ର ପ୍ରଯୋଜକ ନିକଟରେ ଅନ୍ତର୍ଜାତୀୟ ସିନେମା ଉତ୍ସବରେ ଶ୍ରେଷ୍ଠ ପ୍ରଯୋଜକ ଭାବରେ ସମ୍ମାନିତ ହୋଇଛନ୍ତି। ଓଡ଼ିଆ ସିନେମା ଆଉ ଭବିଷ୍ୟତ ଯୋଜନା ସମ୍ପର୍କରେ ଓଲିଉଡ୍‌ର ଆଗଧାଡ଼ିର ପ୍ରଯୋଜକ ଶ୍ରୀଧର ମାର୍ଥା ଯାହା କହନ୍ତି… ପ୍ର. ଚାରୋଟି...

ମୁଁ ପରଦେଶୀ ଚଢ଼େଇ

ଥରେ ମନେପକାନ୍ତୁ ନା ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ତଥା ଶ୍ରୀରାମ ପଣ୍ଡା-ରାମେଶ୍ୱରୀ ଅଭିନୀତ ସେହି ସୁପରହିଟ୍‌ ଓଡ଼ିଆ ସିନେମା ‘ମାନିନୀ’କୁ। ରାଧାକୃଷ୍ଣ ଭଞ୍ଜଙ୍କ ସ୍ବର ସଂଯୋଜନାରେ ଏହାର ସମସ୍ତ ଗୀତ ଦର୍ଶକଙ୍କୁ ପ୍ରଭାବିତ କରିଥିଲା। ତନ୍ମଧ୍ୟରୁ ଗୋଟିଏ ଥିଲା ‘ମୁଁ...

ଫିଲ୍ମ ଲାଗି ସିରିଏଲ ଛାଡ଼ିବିନି

ରାକେଶ ଧଳ। ବହୁ କମ୍‌ ଦିନରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜ ଅଭିନୟ ଯାଦୁରେ ସେ ଘରେ ଘରେ ପରିଚିତ । ‘ନେଇ ଯାରେ ମେଘ ମୋତେ’, ‘ଏସିପି ନିକିତା’, ‘ରାନୀ’, ‘ଆମ...

ଅଫିସର

ଏକ ରାଜ୍ୟରେ ପାଞ୍ଚଜଣ ଅଫିସରଙ୍କ ଭିତରେ ଥାଏ ଅତୁଟ ବନ୍ଧୁତା। ସତେଯେମିତି ସେମାନେ ଗୋଟିଏ ରଜ୍ଜୁରେ ବନ୍ଧା। କାହାର ଅସୁବିଧା ପଡ଼ିଲେ ଏକାଠି ହୋଇ ସାହାଯ୍ୟର ହାତ ବଢ଼ାଇ ଦିଅନ୍ତି। ହେଲେ ହଠାତ୍‌ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଜୀବନ ଆକାଶରେ...

କ’ଣ କରୁଛନ୍ତି ପରିଣୀତି

ପରିଣୀତି ଚୋପ୍ରା ଏବେ କ’ଣ କରୁଛନ୍ତି ? ଯେହେତୁ ଶୁଟିଂ ନାହିଁ ସେ ନିଶ୍ଚୟ ପରିବାର ସହ ସମୟ କଟାଉଥିବେ। ହେଲେ ଏହି ବ୍ରେକ୍‌ ସମୟରେ ସେ ଫରେନ୍‌ ଟୁରରେ ଅଛନ୍ତି। ଅର୍ଥାତ୍‌, ବର୍ତ୍ତମାନ ପରିଣୀତି ଅଷ୍ଟ୍ରିଆରେ ଡେରା ପକାଇଛନ୍ତି।...

ଓସ୍କାର ଦୌଡ଼ରେ ନୀନାଙ୍କ ଫିଲ୍ମ

ମୁମ୍ବାଇ: ସେଲିବ୍ରିଟି ସୈଫ୍‌ରୁ ଫିଲ୍ମମେକର୍‌ ହୋଇଥିବା ବିକାଶ ଖାନ୍ନାଙ୍କ ପ୍ରଥମ ଫିଲ୍ମ ‘ଦ ଲାଷ୍ଟ କଲର୍‌’ ଓସ୍କାର ଆଓ୍ବାର୍ଡ ଦୌଡ଼ରେ ଫିଚର୍‌ ଫିଲ୍ମ ତାଲିକାଭୁକ୍ତ ହୋଇଛି। ଏନେଇ ଖୋଦ୍‌ ବିକାଶ ଖାନ୍ନା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ତାଙ୍କ ପ୍ରଥମ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri