ମନୋରଞ୍ଜନ

ବୟଫ୍ରେଣ୍ଡ ସହ ହଲିଡେ ଏନଜୟ କରୁଛନ୍ତି ହିନା

ମୁମ୍ବାଇ,୧।୬: ଛୋଟ ପରଦାର ପପୁଲାର ଅଭିନେତ୍ରୀ ହିନା ଖାନ ଟ୍ରାଭେଲର ସଉକ ରଖୁଥିବା ବେଳେ ସ୍ବିଜରଲ୍ୟାଣ୍ଡ ପରେ ଏବେ ପ୍ୟାରିସରେ ହଲିଡେ ଏନଜୟ କରୁଛନ୍ତି। ନିଜ ବୟଫ୍ରେଣ୍ଡ ରକି ଜୈସଓ୍ବାଲଙ୍କ ସହ ସେ ପ୍ୟାରିସ୍‌ରେ ଛୁଟି ମନାଉଥିବା ଦେଖିବାକୁ ମିଳିଛି।...

ପ୍ରିୟଙ୍କାଙ୍କୁ କିଛି ନ କହିବାକୁ ସଲମାନଙ୍କୁ ଅନୁରୋଧ କଲେ କ୍ୟାଟ୍ରିନା

କ୍ୟାଟ୍ରିନା କୈଫ ସବୁବେଳେ ବିବାଦଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି। ଦୁର୍ଭାଗ୍ୟବଶତଃ ତାଙ୍କ ଜୀବନରେ ବେଳେବେଳେ କିଛି ନା କିଛି ବିବାଦ ଉପୁଜିଥାଏ। ଯେଉଁଥିରେ କି ତାଙ୍କର କୌଣସି ଲେଣଦେଣ ନ ଥାଏ। ଏବେ ଏମିତି ଏକ ବିବାଦ ଉପୁଜିଛି...

ନୂଆ ହେୟାରଷ୍ଟାଇଲ୍‌ ଯୋଗୁ ଟ୍ରୋଲ୍‌ ହେଲେ ରିତେଶ

ମୁମ୍ବାଇ: ସ୍ତ୍ରୀ ଜେନେଲିଆଙ୍କୁ ଖୁସି କରିବାକୁ ଯାଇ ଟ୍ରୋଲ ହୋଇଛନ୍ତି ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ। ସେ ବି ନିଜ ହେୟାରଷ୍ଟାଇଲ୍‌(କେଶ ବିନ୍ୟାସ) ଲାଗି। ନିକଟରେ ରିତେଶ ରେଡ୍‌ ସ୍କାଇରଲ୍‌ ଟେଲ୍‌ ଲୁକ୍‌ କରି ଜେନେଲିଆକୁ ସର୍‌ପ୍ରାଇଜ୍‌ କରିବାକୁ ଚେଷ୍ଟା...

ସାୟାନୀଙ୍କ ଭିନ୍ନ ଅବତାର

ମୁମ୍ବାଇ: ଅଭିନେତ୍ରୀ ସାୟାନୀ ଗୁପ୍ତା ଅନୁଭବ ସିହ୍ନାଙ୍କ ‘ଆର୍ଟିକିଲ୍‌ ୧୫’ରେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବେ। ଏହି ଭୂମିକା ତାଙ୍କ ପାଇଁ ନୂଆ ହୋଇଥିଲେ ହେଁ ଏହାକୁ ଚ୍ୟାଲେଞ୍ଜ୍‌ ରୂପେ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ସାଧାରଣ...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ କାହିଁକି ଯୋଗଦେଲେନି ଅକ୍ଷୟ

ମୁମ୍ବାଇ: ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶର ବହୁ ନାମୀଦାମୀ ବ୍ୟକ୍ତିତ୍ୱ ପହଞ୍ଚିଥିବା ବେଳେ ବଲିଉଡ୍‌ ଦୁନିଆର କେତେଜଣ ବଛାବଛା କଳାକାର ମଧ୍ୟ ପହଞ୍ଚିଥିଲେ। ହେଲେ...

ଭାଇରାଲ ହେଲା ତୈମୁରଙ୍କ ଆଉ ଏକ ଫଟୋ

ମୁମ୍ବାଇ,୩୧।୫: ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁ ଓ ତୈମୁରଙ୍କୁ ଗୁରୁବାର ରାତିରେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି। ସେମାନେ ଲଣ୍ଡନ ପାଇଁ ଯାଉଥିବା ବେଳେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ତୈମୁର।...

ବିଗ୍‌ବସ ୧୩ରେ ସଲମାନଙ୍କ ସହ ହୋଷ୍ଟ କରିବେ ଏହି ଦୁଇ ଅଭିନେତ୍ରୀ

କ୍ୟାଟ୍ରିନା ଏବଂ ସଲମାନଙ୍କ ଯୋଡ଼ିକୁ ଦର୍ଶକ ବହୁ ପସନ୍ଦ କରିଥାନ୍ତି। ସେ ବଡ଼ପରଦା ହେଉ କି ଛୋଟପରଦା। ଏହି ଯୋଡ଼ି ଯେତେବେଳେ ପରଦା ଉପରକୁ ଆସିଥାନ୍ତି ଚର୍ଚ୍ଚା ଜୋର ଧରିଥାଏ। ବିଗ୍‌ବସ ୧୩ରେ ସଲମାନଙ୍କ ସହ କ୍ୟାଟ୍ରିନା ଏବଂ ଆଲିଆ...

ଟେଲି ପରଦାରେ ବେବୋଙ୍କ ଡେବ୍ୟୁ: ‘ଡିଆଇଡି-୭’ରେ ଆସିବେ ନଜର

ମୁମ୍ବାଇ: ବଡ଼ ପରଦାର କଳାକାରମାନେ ଏବେ ଟେଲି ପରଦା ପ୍ରେମରେ। ଧାରାବାହିକ, ଓ୍ବେବ୍‌ସିରିଜ୍‌ ପରେ ବିଭିନ୍ନ ରିଆଲିଟି ଶୋ’ମାନଙ୍କରେ ବଡ଼ ବଡ଼ ଅଭିନେତା ତଥା ଅଭିନେତ୍ରୀମାନଙ୍କୁ ଦେଖିବାକୁ ମିଳୁଛି। ଏହି କ୍ରମରେ ବଲିଉଡ୍‌ ଡିଭା କରିନା କପୁର ଖାନ୍‌ ଟେଲି...

ଶପଥଗ୍ରହଣ ସମାରୋହ ପରେ ଭିଡ଼ରେ ଫସିଥିଲେ ଆଶା ଭୋସଲେ, ସାହାଯ୍ୟ କରିଥିବାରୁ ସ୍ମୃତିଙ୍କୁ ଦେଲେ ଧନ୍ୟବାଦ

ମୁମ୍ବାଇ: କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉଦାର ସ୍ବଭାବକୁ ନେଇ ଚର୍ଚ୍ଚା। ସେ ବି ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ଟୁଇଟ୍‌ ପରେ। ଗୁରୁବାର ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ଶପଥଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା।...

କପିଲ ଶର୍ମାଙ୍କ ଶୋ’ରେ ଦୌଡ଼ରାଣୀ ଦୂତୀ

ନିକଟ ଅତୀତରେ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକାର କରିଥିବା ଓଡ଼ିଆ ଝିଅ ତଥା ଦୌଡ଼ରାଣୀ ଦୂତୀ ଚାନ୍ଦ ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କମେଡ଼ି ଧାରାବାହିକ ‘ଦି କପିଲ ଶର୍ମା ଶୋ’ରେ ଯୋଗ ଦେଇଛନ୍ତି। ଦୂତୀ ଏହି ଶୋ’ରେ କାହିଁକି ଯୋଗ...

ରେଡ୍‌ କଷ୍ଟ୍ୟୁମରେ ମନ କିଣିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କେଫ୍‌ ଏବେ ଖୁବ୍‌ ଚର୍ଚ୍ଚାରେ କାହିଁକି ନାଁ ସେ ଏବେ ବେଶ୍‌ ବ୍ୟସ୍ତ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଭାରତ’କୁ ନେଇ। ନିକଟରେ ସେ ମୁମ୍ବାଇରେ ଏକ ପ୍ରମୋଶନ ଇଭେଣ୍ଟରେ ଯୋଗ ଦେଇଥିବା ସମୟର...

ସୁସ୍ଥ ଅଛନ୍ତି ତନୁଜା

ମୁମ୍ବାଇ: ବଲିଉଡ୍‌ର ଭେଟେରାନ୍‌ ଆକ୍ଟ୍ରେସ୍‌ ତନୁଜା(୭୫) ଏବେ ସୁସ୍ଥ ଥିବା ଜଣାପଡିଛି। ଗୋଟିଏ ଦିନ ପୂର୍ବରୁ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ମୁମ୍ବାଇ ସ୍ଥିତ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଏକ ସର୍ଜରୀ ପରେ ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri