ବିବାହ ପୂର୍ବରୁ ଏହି ଅଭିନେତ୍ରୀମାନେ ଥିଲେ ଗର୍ଭବତୀ !
ବଲିଉଡ୍ର କିଛି ଅଭିନେତ୍ରୀ ବିବାହ ପୂର୍ବରୁ ଗର୍ଭବତୀ ଥିବା ଚର୍ଚ୍ଚା ହେଉଥିଲା। ତେବେ ଜାଣନ୍ତୁ କେଉଁମାନଙ୍କ ନାମ ଏହି ଚର୍ଚ୍ଚାର ପରିସରକୁ ଆସିଥିଲା। ଶ୍ରୀଦେବୀ : ବିବାହ ପୂର୍ବରୁ ଶ୍ରୀଦେବୀ ଗର୍ଭବତୀ ଥିବା ସେତେବେଳେ ବଲିଉଡ୍ରେ ଚର୍ଚ୍ଚା ହୋଇଥିଲା। ଶ୍ରୀଦେବୀ...