ମନୋରଞ୍ଜନ

ହାତ ଯୋଡ଼ି କ୍ଷମା ମାଗିଲେ ମନୋଜ

ବମ୍ବେ: ରିଲିଜ ପରଠାରୁ ବିବାଦରେ ଫିଲ୍ମ ‘ଆଦିପୁରୁଷ’। ବିଶେଷ କରି ଫିଲ୍ମର ଡାଏଲଗ୍‌କୁ ଦର୍ଶକ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଡାଏଲଗ୍‌ ରାଇଟର୍‌ ମନୋଜ ମୁନ୍ତଶିରଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା। ଏବେ ମନୋଜ ହାତଯୋଡ଼ି ଦର୍ଶକଙ୍କୁ କ୍ଷମା...

ଶର୍ମିଳାଙ୍କୁ ପ୍ରଶଂସା କଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କ ଅଭିନୟ ଅପେକ୍ଷା ତାଙ୍କ ଷ୍ଟାଇଲ୍‌ ପାଇଁ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି। କାହାକୁ ପ୍ରଶଂସା କରିବା ହେଉ କିମ୍ବା ରୋକ୍‌ଠୋକ୍‌ କଥା କହି ଚର୍ଚ୍ଚାକୁ ଆସିଥାନ୍ତି। ନିକଟରେ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ପ୍ରଶଂସା କରିଛନ୍ତି।...

‘ଏଲଏସଡି ୨’ର ରିଲିଜ ଡେଟ ଘୋଷଣା କଲେ ଏକତା

ମୁମ୍ବାଇ: ଏକତା କପୁର ଫିଲ୍ମ ଲଭ ସେକ୍ସ ଓ ଧୋକା ୨ର ଆନାଉନ୍ସମେଣ୍ଟ କରି ଦେଇଛନ୍ତି। ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଶେୟାର କରି ଏହାର ରିଲିଜ ଡେଟ ସମ୍ପର୍କରେ ସୂଚନା ଦେଇଛନ୍ତି। ଏକତା ପୋଷ୍ଟର ସହିତ କହିଛନ୍ତି ଯେ...

ବାହା ହେବେ ହ୍ରିତିକ!

ମୁମ୍ବାଇ: ହ୍ରିତିକ ରୋଶନ ଓ ସବା ଆଜାଦ ବଲିଉଡର ସବୁଠାରୁ ହଟ କପଲ ମଧ୍ୟରୁ ଅନ୍ୟତମ। ଉଭୟଙ୍କୁ ଅନେକ ସମୟରେ ଡିନର ଡେଟ ଅବା ପାର୍ଟିରେ ଏକାଠି ଦେଖିବାକୁ ମିଳିଥାଏ। ହେଲେ ଏହି ଯୋଡି ମିଡିଆ ସାମ୍ନାରେ ଏମାନଙ୍କ ରିଲେଶନକୁ...

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ କାର୍ତ୍ତିକ, ଯାହାର ମୂଲ୍ୟ…

ମୁମ୍ବାଇ: ଆଜିକାଲି କାର୍ତ୍ତିକ ଆର୍ୟନ ତାଙ୍କର ନୂଆ ଫିଲ୍ମ ‘ସତ୍ୟପ୍ରେମ କି କଥା’ର ସଫଳତାକୁ ଉପଭୋଗ କରୁଛନ୍ତି। ଭୁଲ ଭଲେୟା ୨ ପରେ ଏହି ଚଳଚ୍ଚିତ୍ରରେ ମଧ୍ୟ ସେ କିଆରା ଆଡଭାନୀଙ୍କ ସହ ପରଦାରେ ରୋମାନ୍ସ କରୁଥିବା ନଜର ଆସିଛନ୍ତି।...

ବାର୍ଥ ଡେ’ ଓ୍ବିଶ୍‌ ପୋଷ୍ଟ କଲେନି ଦୀପିକା

ମୁମ୍ବାଇ: ଅନେକ ସମୟରେ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଶେୟାର କରି ଟ୍ରୋଲର ଶିକାର ହୋଇଥାନ୍ତି। କିନ୍ତୁ ବଲିଉଡ୍‌ ନାମୀ ଅଭିନେତ୍ରୀ ଦୀପିକା ପାଦୁକୋନ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର ନ କରିବାରୁ ୟୁଜର୍ସ ତାଙ୍କୁ ଟ୍ରୋଲ...

ଅଭିନୟ ଛାଡିଲେ ସାମନ୍ଥା

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଅଭିନୟରୁ ଲମ୍ବା ବ୍ରେକ ନେବାକୁ ପ୍ରସ୍ତୁତ ହୋଇଗଲେଣି। ଶୁକ୍ରବାର ତାଙ୍କୁ ହାଇଦ୍ରାବାଦ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା।ହାଇଦ୍ରାବାଦ ପହଞ୍ଚିବା ପରେ ପ୍ରେପରାଜି ତାଙ୍କର ଏକ ଭିଡିଓ ଫ୍ୟାନ ପେଜରେ ଶେୟାର କରିଥିଲେ। ଫିଲ୍ମ କୁଶିର...

ଓ୍ବିମ୍ବଲଡନ ୨୦୨୩ ଫାଇନାଲରେ ସାମିଲ ହେବେ ଏକମାତ୍ର ଭାରତୀୟ ସେଲିବ୍ରିଟି ସୋନମ କପୁର

ମୁମ୍ବାଇ: ସୋନମ କପୁର ଖୁବଶୀଘ୍ର ଚଳିତ ବର୍ଷ ଲଣ୍ଡନର ଐତିହାସିକ ଅଲ ଇଂଲଣ୍ଡ କ୍ଲବରେ ଓ୍ବିମ୍ବଲଡନ ଫାଇନାଲରେ ଭାଗ ନେଉଥିବା ଏକମାତ୍ର ଭାରତୀୟ ସେଲିବ୍ରିଟି ହେବାକୁ ଯାଉଛନ୍ତି। ପୋଷାକ ଚୟନକୁ ନେଇ ଚର୍ଚ୍ଚାରେ ରହୁଥିବା ସୋନମ କପୁର ଏଥର ଓ୍ବିମ୍ବଲଡନ...

ମା’ଙ୍କୁ ହରାଇଲେ ମିଥୁନ, ଶୋକରେ ବୁଡ଼ିଲା ପରିବାର 

ବମ୍ବେ: ମା’ଙ୍କୁ ହରାଇଲେ ବଲିଉଡ ତଥା ଟଲିଉଡ ଷ୍ଟାର ମିଥୁନ ଚକ୍ରବର୍ତ୍ତୀ। ମିଥୁନଙ୍କ ମା’ ଶାନ୍ତିରାଣୀ ଦେବୀଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି। ଦୀର୍ଘଦିନରୁ ସେ ଅସୁସ୍ଥ ଥିବା ବେଳେ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ...

ବିମାନବନ୍ଦରରେ ଫସିଗଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ସଫଳ ଅଭିନେତ୍ରୀ। ପ୍ରଶଂସକମାନେ ତାଙ୍କର ଗୋଟିଏ ଝଲକ ଦେଖିବାକୁ ସବୁବେଳେ ଉତ୍ସାହିତ ଥାନ୍ତି। ଯଦିଓ ‘ଟାଇଗର -୩’ ପରଠାରୁ କ୍ୟାଟ୍ରିନା କିଛି ସମୟ ପାଇଁ ମିଡିଆଠାରୁ ନିଜକୁ ସମ୍ପୂର୍ଣ୍ଣ...

ଇଟାଲୀରେ ଛୁଟି କାଟୁଛନ୍ତି ବେବୋ

ବଲିଉଡ୍‌ର ଅଭିନେତ୍ରୀ କରୀନା କପୁର ଆଜିକାଲି ସ୍ବାମୀ ସୈଫ ଅଲି ଖାନଙ୍କ ସହ ଇଟାଲୀରେ ଛୁଟି କାଟୁଛନ୍ତି। ବେବୋ ଇନଷ୍ଟାଗ୍ରାମ ଛୁଟିଦିନର ଫଟୋ ଶେୟାର କରିଛନ୍ତି। କେବଳ କରିନା ଏବଂ ସୈଫ୍‌ ନୁହନ୍ତି, ତାଙ୍କ ନିକଟତମ ବନ୍ଧୁମାନେ ମଧ୍ୟ ସେମାନଙ୍କ...

ଡକ୍ୟୁମେଣ୍ଟାରୀ ଫିଲ୍ମର ଶୁଟିଂ ଶେଷ କଲେ ହନି ସିଂ, ନିର୍ମାତା-ନିର୍ଦ୍ଦେଶକଙ୍କୁ ଜଣାଇଲେ ଧନ୍ୟବାଦ

ମୁମ୍ବାଇ: ରାପର ତଥା ଗାୟକ ହନି ସିଂ ତାଙ୍କ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି ଓସ୍କାର ପୁରସ୍କାର ବିଜେତା ପ୍ରଡ୍ୟୁସର ଗୁନିତ ମୋଙ୍ଗାଙ୍କ ଦ୍ୱାରା ନିର୍ମିତ ହୋଇଛି। ପ୍ରଶଂସକମାନେ ମଧ୍ୟ ସେମାନଙ୍କର ପ୍ରିୟ ଗାୟକଙ୍କ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri