ମନୋରଞ୍ଜନ

ଲୋକ ସଭା ନିର୍ବାଚନକୁ ନେଇ କଙ୍ଗନା ରାଣାୱତଙ୍କ ବଡ଼ ବୟାନ

ମୁମ୍ବାଇ,୧।୫: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ହରିଦ୍ୱାରରେ ପହଞ୍ଚିଛନ୍ତି। ଯେଉଁଠାରେ ସେ ନିରଂଜନି ଅଖାଡେ ଆଚାର୍ଯ୍ୟ ମହାମଣ୍ଡେଶ୍ୱର କୈଲାଶନନ୍ଦ ଗିରିଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି। ଏଥିସହ ଦକ୍ଷିଣ କାଳୀ ମନ୍ଦିରରେ ମାତାଙ୍କୁ ପୂଜା କରି ଗଙ୍ଗା ଆରତୀରେ ମଧ୍ୟ ସାମିଲ...

ଏହି ଦାମୀ ଜିନିଷକୁ ଭଲପାଆନ୍ତି ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ଆଜି ଅର୍ଥାତ୍‌ ମେ’ ୧ରେ ହେଉଛି ଜନ୍ମଦିନ। ଆଜିର ଏହି ଖାସ୍‌ ଦିନରେ କେଉଁ ଜିନିଷ ପ୍ରତି ଅନୁଷ୍କାଙ୍କର ରୁଚି ରହିଛି ସେ ସମ୍ପର୍କରେ ଜାଣନ୍ତୁ…...

ମୋ ଚାରିପଟେ ଅନେକ ବନ୍ଧୁକ: ସଲମାନ୍‌

ମୁମ୍ବାଇ,୧ା୫: ଗ୍ୟାଙ୍ଗ୍‌ଷ୍ଟରମାନଙ୍କ ଟାର୍ଗେଟ ଲିଷ୍ଟରେ ଥିବା ‘ଟାଇଗର ଜିନ୍ଦା ହୈ’ ଅଭିନେତା ସଲମାନ୍‌ ଖାନ୍‌ ଏକାଧିକ ଧମକ ପାଇଲେଣି। ଶେଷରେ ସେ ଏହାକୁ କିପରି ହ୍ୟାଣ୍ଡେଲ କରିବେ ସେନେଇ ଗଣମାଧ୍ୟମରେ ଶେୟାର କରିଛନ୍ତି। ସଲମାନ୍‌ଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଥିବାରୁ...

ପୁରୁଣା ଦିନକୁ ମନେ ପକାଇଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଇଣ୍ଡଷ୍ଟ୍ରିରେ ୧୭ ବର୍ଷ ପୂରଣ କରିଛନ୍ତି। ବଲିଉଡ କୁଇନ ଏହି ଅବସରରେ ଅନୁରାଗ ବାସୁଙ୍କ ସହ ତାଙ୍କ ପୁରୁଣା ଦିନର ସ୍ମୃତିକୁ ମନେପକାଇଛନ୍ତି। ଅନୁରାଗ ବାସୁଙ୍କ ସହ ଏକ ଫଟୋ ଶେୟାର କରି...

ଫିଟ୍‌ନେସ୍‌ ପାଇଁ ସ୍ତ୍ରୀଙ୍କୁ ଶ୍ରେୟ ଦେଲେ ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ଫିଲ୍ମ ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ଫିଟ୍‌ନେସ୍‌ର ରାଜ୍‌ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି, ଟ୍ୟାନିଂରୁ ରକ୍ଷା ପାଇବା ପାଇଁ ମୁଁ...

ଟମ କ୍ରୁଜଙ୍କୁ ବାହା ହେବାକୁ ଚାହାନ୍ତି ଅମିଶା ପଟେଲ

ମୁମ୍ବାଇ: ବଲିଉଡର ଜଣେ ଆଗଧାଡିର ନାୟିକା ଅମିଶା ପଟେଲ। ସେ ତାଙ୍କ ଗ୍ଲାମର ଓ ବୋଲ୍ଡ ଅନ୍ଦାଜକୁ ନେଇ ସବୁବେଳେ ସୋସିଆଲ ମିଡିଆରେ ଥାଆନ୍ତି ଚର୍ଚ୍ଚାରେ । ଏବେ ସେ ଏମିତି ଏକ ଷ୍ଟେଟମେଣ୍ଟ ଦେଇଛନ୍ତି ଯାହାକୁ ନେଇ ସେ...

ବାପା ହେବାକୁ ଚାହୁଁଥିଲେ ସଲମାନ, ହେଲେ…

ମୁମ୍ବାଇ,୩୦।୪:ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରିଲିଜ୍‌ ହେବା ପରେ ଦର୍ଶକଙ୍କ ଠାରେ ମିଶ୍ରଣ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଏକ ସାକ୍ଷାତକାରରେ ସଲମାନ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି...

ଆଖି ମାରି ରାତାରାତି ପ୍ରସିଦ୍ଧ ହୋଇଥିଲେ ଏହି ଅଭିନେତ୍ରୀ, ଦୀର୍ଘଦିନ ପରେ ପୁଣି ଦେଖାଇଲେ ମୁହଁ

ମୁମ୍ବାଇ: ୨୦୧୯ରେ ଦକ୍ଷିଣର ଜଣେ ଝିଅ ସ୍କୁଲ ଡ୍ରେସ୍‌ରେ ଥାଇ ଆଖି ମାରି ରାତାରାତି ପ୍ରସିଦ୍ଧ ହୋଇଥିଲେ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମାଲାୟଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ। ତାଙ୍କୁ ଲୋକେ ‘ଓ୍ବିଙ୍କ୍‌ ଗର୍ଲ’ ଭାବେ ଜାଣନ୍ତି।...

ଖୋଜୁଛନ୍ତି ହ୍ରିତିକ

ଏବେ ଏକ ନୂଆ ମିଶନରେ ବ୍ୟସ୍ତ ଅଛନ୍ତି ହ୍ରିତିକ ରୋଶନ। ତାହା କ’ଣ ଜାଣନ୍ତି ? ସେ ଏକ ଦମଦାର ବାୟୋପିକ୍‌ କାହାଣୀ ଖୋଜିବାରେ ବ୍ୟସ୍ତ ଅଛନ୍ତି। ଗତ କିଛି ବର୍ଷ ଧରି ବଲିଉଡ୍‌ରେ ବାୟୋପିକ ସିନେମା ନିର୍ମାଣ ଧାରା...

ନୂଆ ଲୁକ୍‌ରେ ସ୍ବରାଜ

ଆମ ସମାଜରେ ଅନେକ ପ୍ରକାର ପ୍ରଥା ପରମ୍ପରା କାହିଁ କେବେଠାରୁ ରହି ଆସିଛି। ଆମେ ମଧ୍ୟ ସେଗୁଡିକୁ ପ୍ରାୟ ମାନିଥାଉ। ତେବେ ଏଭଳି କଥା ପଛରେ ଲୁଚି ରହିଥିବା ରହସ୍ୟକୁ ନେଇ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ପ୍ରଥା’।...

ଟେନସନ୍‌ରେ ସାରା

ସୈଫ ତନୟା ସାରା ଅଲ୍ଲୀ ଖାଁ କୁଆଡେ ତାଙ୍କର ପାରିଶ୍ରମିକ ବଢ଼ାଇ ଦେଇଛନ୍ତି। ଏ ନେଇ ବଲିଉଡ୍‌ରେ ଜୋରସୋର ଆଲୋଚନା ଚାଲିଛି। ଯେତେବେଳେ ଏ ବିଷୟରେ ସାରା ଜାଣିବାକୁ ପାଇଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେବଳ ସେତିକି ନୁହେଁ,...

ଏକାଠି ନଜର ଆସିଲେ ରେଖା-କବୀର ବେଦୀ

ମୁମ୍ବାଇ,୨୯।୪: ଆପଣ ୮୦ଦଶକ ବଲିଉଡ ଫିଲ୍ମର ପ୍ରଶଂସକ କି? ତା’ହେଲେ ଆପଣ ନିଶ୍ଚିତ ଭାବରେ ରେଖା ଏବଂ କବୀର ବେଦୀଙ୍କ ‘ଖୁନ ଭରି ମାଙ୍ଗ’ ଫିଲ୍ମର ଲୋକପ୍ରିୟ କୁମ୍ଭୀର ସିନ୍‌୍‌କୁ ନିିିଶ୍ଚିତ ଭାବେ ମନେ ରଖିଥିବେ। ତେବେ ପୁଣି ଥରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri