ମନୋରଞ୍ଜନ

ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ,୧୧।୪: ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ଲଗାତାର ହତ୍ୟା ଧମକ ମିଳୁଛି। ଏବେ ଏହାକୁ ନେଇ ସମଗ୍ର ବଲିଉଡରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। ଏଥର ମଙ୍ଗଳବାର ମିଳିଥିବା ହତ୍ୟା ଧମକ ମାମଲାରେ ମୁମ୍ବାଇ ପୋଲିସ ଜଣଙ୍କୁ ଗିରଫ କରିଛି। ସେ...

ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଆଉ ଏକ ଧମକ ମିଳିଛି। ଏଥର ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଜଣେ ବ୍ୟକ୍ତି କଲ କରି କହିଛନ୍ତି ଯେ, ସେ ୩୦ ତାରିଖରେ ସଲମାନଙ୍କୁ ହତ୍ୟା କରିବେ।କଲର ଜଣଙ୍କ ତାଙ୍କ ନାମ ରକି...

ପରଦାକୁ ଫେରୁଛନ୍ତି ରିୟା

ମୁମ୍ବାଇ: ବଲିଉଡ୍‌ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପଛରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରାଯାଇଥିଲା। ପରେ ସେ ବେଆଇନ ଡ୍ରଗ୍ସ ମାମଲାରେ ଜେଲ ଯାଇଥିଲେ। ଏସବୁ ହେବା ପରେ ରିୟା ଆଉ ପରଦାକୁ ଫେରିବେନି ବୋଲି...

‘କିସି କା ଭାଇ କିସି କି ଜାନ’ର ଧମାକାଦାର ଟ୍ରେଲର ରିଲିଜ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ଟ୍ରେଲର ସୋମବାର ମୁକ୍ତିଲାଭ କରିଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଥିଲା। ତେବେ ୩ ମିନିଟ୍‌ ୨୫...

ଆପତ୍ତିଜନକ ଟୁଇଟ୍‌ ମାମଲା: କୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଲେ ନିର୍ମାତା

ମୁମ୍ବାଇ: ‘ଦ କଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କ ଆପତ୍ତିଜନକ ଟୁଇଟ୍‌ ପାଇଁ ଦିଲ୍ଲୀ ହାଇକୋର୍ଟରେ ସୋମବାର ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି। ଏହା ପରେ ଦିଲ୍ଲୀ ହାଇକୋର୍ଟ ଚଳଚ୍ଚିତ୍ର ନିର୍ମାତାଙ୍କୁ ଅପରାଧିକ ଅବମାନନା ମାମଲାରେ ନିର୍ଦ୍ଦେଷରେ ଖଲାସ...

ସଲମାନଙ୍କ ସହ ରବୀନାଙ୍କର ରହିଛି ଖାସ୍‌ ସମ୍ପର୍କ, କାରଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ଆଜିକାଲି ସଲମାନ ଖାନ୍‌ ତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଟାଇଟଲ ପରି ସେ ମଧ୍ୟ ଅନେକ ଲୋକଙ୍କ ଜୀବନ ଏବଂ ସେମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ...

ସ୍ବାଭିମାନ ଅଞ୍ଚଳରେ ‘ପୁଷ୍ପା-୨’

ଭୁବନେଶ୍ୱର,(ବ୍ୟୁରୋ)/ ମାଲକାନଗିରି,୧୦।୪ (ଡି.ଏନ୍‌.ଏ.): ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିଥିବା ସାଉଥ୍‌ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍‌ ଚଳଚ୍ଚିତ୍ର ‘ପୁଷ୍ପା’ର ସଫଳତା ପରେ ଏବେ ‘ପୁଷ୍ପା-୨’ ନିର୍ମାଣ ପାଇଁ ପ୍ରକ୍ରିୟା ଚାଲିଛି। ତେବେ ଖୁସିର କଥା ହେଲା, ଏହାର ଶୁଟିଂ ଓଡ଼ିଶାରେ...

ଜ୍ୟାକଲିନଙ୍କ ପାଇଁ ପ୍ରେମ ପତ୍ର ଲେଖିଲେ ସୁକେଶ

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କ ରିଲେସନଶିପର ଚର୍ଚ୍ଚା ସବୁବେଳେ ହୋଇ ଆସୁଛି। ସୁକେଶ ଗିରଫ ହେବା ପରେ ଜ୍ୟାକଲିନ ବି ଅଡୁଆରେ ପଡି ଯାଇଛନ୍ତି। ତିହାର ଜେଲରେ ବନ୍ଦ ଥିବା ସୁକେଶ ସବୁବେଳେ...

ବେହୋସ ହେବା ପର୍ଯ୍ୟନ୍ତ ବାପା ମୋତେ ମାରୁଥିଲେ: ଉର୍ଫି

ମୁମ୍ବାଇ: ଉର୍ଫି ଯାଭେଦ ଏବେ ଏକ ଚର୍ଚ୍ଚିତ ଚେହେରା। ତାଙ୍କର ଡ୍ରେସିଂ ସେନ୍ସକୁ ନେଇ ଅନେକ ସମୟରେ ସେ ଟ୍ରୋଲର ଶିକାର ହୋଇଥାଆନ୍ତି। ଆକ୍ଟ୍ରେସରୁ ସୋସିଆଲ ମିଡିଆ ସେନସେସନ ହୋଇଥିବା ଉର୍ଫି ପରେ ପପୁଲାରିଟି ହାସଲ କରିଥିଲେ। ତାଙ୍କ ପିଲାଦିନର...

ପାରିକରିବେ ଭୋଳାଶଙ୍କର ୨

ଜୀ-ସାର୍ଥକ ବ୍ୟାନରରେ ପ୍ରସ୍ତୁତ ଆଉ ଏକ ଭିନ୍ନ ଧରଣର ଓଡ଼ିଆ ସିନେମା ‘ପାରିକରିବେ ଭୋଳାଶଙ୍କର ୨’ ଚଳିତ ମାସ ୯ ତାରିଖ ଅର୍ଥାତ ଆଜି ପ୍ରସାରିତ ହେବ। ଅନ୍ୟତମ ଦର୍ଶକାଦୃତ ଚ୍ୟାନେଲ ଜୀ ସାର୍ଥକରେ ଏହାକୁ ସନ୍ଧ୍ୟା ୬.୩୦ରେ ଦେଖିବାକୁ...

ଇମୋଶନାଲ ପ୍ରିୟଙ୍କା

ଦିନ ଥିଲା ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତ୍ରୀ ଭାବରେ ପରିଗଣିତ ହେଉଥିଲେ। ହେଲେ ସେ ହଲିଉଡ୍‌ରେ ସୁଯୋଗ ପାଇବା ପରେ ତାଙ୍କୁ ଆଉ ହିନ୍ଦୀ ସିନେମାରେ ଦେଖିବାକୁ ମିଳି ନ ଥିଲା। ହଲିଉଡ୍‌ ଗାୟକ ନିକ୍‌ ଜୋନାସ୍‌ଙ୍କ...

ଛୋଟପିଲାର ସ୍ବପ୍ନ ପୂରଣ ହେଲା

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌, ଟଲିଉଡ୍‌ ଷ୍ଟାର ଦଗ୍ଗୁବତି ଭେଙ୍କଟେଶ ଏବଂ ସାଉଥ୍‌ ସୁପରଷ୍ଟାର ରାମ ଚରଣଙ୍କ ବଲିଉଡ୍‌ ମୁଭି ‘କିସି କି ଭାଇ କିସି କି ଜାନ୍‌’ର ଗୀତ ୟେତମ୍ମା ରିଲିଜ୍‌ ପରେ ପରଦାକୁ ଆସିଛି। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri