ମନୋରଞ୍ଜନ

ଫିଲ୍ମ ପୂର୍ବରୁ ଏହି କଳାକାରମାନେ ଥିଏଟରରେ କରିଥିଲେ ଅଭିନୟ

ମୁମ୍ବାଇ: ପ୍ରତିବର୍ଷ ମାର୍ଚ୍ଚ ୨୭ରେ ସାରା ବିଶ୍ୱରେ ‘ବିଶ୍ୱ ନାଟ୍ୟ ଦିବସ’ ପାଳନ କରାଯାଏ। ଫିଲ୍ମ ଆରମ୍ଭ ଥିଏଟରରୁ ବୋଲି ବିଶ୍ୱାସ କରାଯାଏ। ୧୯୧୩ରେ ଭାରତରେ ପ୍ରଥମ ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ଆସିବା ପୂର୍ବରୁ ‘ଥିଏଟର’ ଏକମାତ୍ର ମାଧ୍ୟମ ଥିଲା। ଯାହା...

ସାଉଥ ସୁପରଷ୍ଟାର ରାମ ଚରଣଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ ସୁପରଷ୍ଟାର ରାମ ଚରଣ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ଅଭିନୟ ସହିତ ସେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ସାଉଥ୍‌ ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୁତ୍ର। ଆରଆରଆର ରାମ ଚରଣ ଏବଂ...

ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ,୨୬।୩: ପୂର୍ବତନ ଏମ୍‌ପି ତଥା ଭେଟେରାନ ମାଲାୟାଲମ ଅଭିନେତା ଇନୋସେଣ୍ଟ ଭାରିଡ ଥାକେଥାଲାଙ୍କ ଦେହାନ୍ତ ହୋଇଛି। କେରଳର କୋଚିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଡାକ୍ତରଖାନା ପକ୍ଷରୁ କୁହାଯାଇଛି...

ଜୁନିୟର ଏନଟିଆରଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ଆଲିଆ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମର ଆଗଧାଡିର ନାୟକ ଜୁନିୟର ଏନଟିଆର ଓ ରାମ ଚରଣଙ୍କ ଷ୍ଟାରର ମୁଭି ଆର ଆର ଆରରେ ବଲିଉଡ ନାୟିକା ଆଲିଆ ଭଟ୍ଟ ଏକ ମହତ୍ୱପୂର୍ଣ୍ଣ କ୍ୟାମିଓ ରୋଲରେ ନଜର ଆସିଥିଲେ । ଏହାପରଠାରୁ ଆଲିଆ...

ଜ୍ୟାକ୍‌ଲିନଙ୍କ ପାଇଁ ପାଗଳ ସୁକେଶ

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କୁ ଜେଲ୍‌ରେ ଥାଇ ଚିଠି ଲେଖିଛନ୍ତି ପ୍ରେମିକ ସୁକେଶ ଚନ୍ଦ୍ରଶେଖର। କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଜେଲରେ ସଜା କାଟୁଥିବା ସୁକେଶ ନିଜ ଚିଠିରେ ଜ୍ୟାକ୍‌ଲିନ୍‌ଙ୍କୁ ତାଙ୍କ ଜୀବନର ସବୁଠାରୁ ବଡ଼ ଉପହାର ବୋଲି...

ପୂର୍ବତନ ସ୍ତ୍ରୀ, ଭାଇଙ୍କ ନାଁରେ ୧୦୦ କୋଟି ଟଙ୍କାର ମାନହାନି କେସ୍‌ କଲେ ଏହି ଅଭିନେତା

ନୱାଜୁଦ୍ଦିନ ସିଦ୍ଦିକି ହିନ୍ଦୀ ସିନେମାର ଜଣେ ଭେଟେରାନ ଅଭିନେତା। ଆଜିକାଲି ସେ ଚଳଚ୍ଚିତ୍ର କିମ୍ବା ଅଭିନୟ ନୁହେଁ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପୂର୍ବତନ ସ୍ତ୍ରୀ ଆଲିଆ ସିଦ୍ଦିକି ଅଭିନେତାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି।...

ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ଯୋଧପୁର,୨୬।୩: ବଲିଉଡ୍‌ ଅଭିନେତା ସଲମାନଙ୍କୁ ହତ୍ୟା ଧମକ ଦେବା ପ୍ରସଙ୍ଗରେ ମୁମ୍ବାଇ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ଅଭିଯୁକ୍ତ ଧାକଡ ରାମ ବିଷ୍ଣୋଇଙ୍କୁ ଯୋଧପୁରରୁ ପୋଲିସ ଗିରଫ କରିଛି। ମୁମ୍ବାଇ ଏବଂ ଲୁନି ପୋଲିସ ମିଳିତ...

ଖୁବଶୀଘ୍ର ବାଜିବ ପରିଣୀତିଙ୍କ ସାହାନାଇ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି ରାଜ୍ୟ ସଭା ଏମ୍‌ପି ରାଘବ ଚଢାଙ୍କ ପ୍ରେମରେ ପଡିଛନ୍ତି। ଖୁବ୍‌ଶୀଘ୍ର ଉଭୟଙ୍କ ହାତଗଣ୍ଠି ପଡିବ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ଦୁହିଁଙ୍କ ପରିବାର ଲୋକଙ୍କ ମଧ୍ୟ ମଧ୍ୟ କଥାବାର୍ତ୍ତା ଆରମ୍ଭ ହୋଇଛି।...

କ୍ୟାରିୟର ପାଇଁ..

ଶକ୍ତି ତନୟା ଶ୍ରଦ୍ଧା କପୁର ଏବେ ଚୁଜି ହେଲେଣି। କୌଣସି ନୂଆ ଅଫର ପାଇବା ମାତ୍ରେ ତାହାକୁ ଭଲ ଭାବରେ ତର୍ଜମା କରୁଛନ୍ତି। ଏପରି ଚିନ୍ତାଧାରା ପାଇଁ ବେଶ୍‌ କେତୋଟି ଅଫର୍‌ ତାଙ୍କ ହାତକୁ ଖସି ଯାଇଛି। ହେଲେ ତାକୁ...

ଡରକୁଳି ରିଚା

ରିଚା ଚଢ଼ା କାହାକୁ ବେଶୀ ଭୟ କରନ୍ତି ଜାଣନ୍ତି ? ନିଜ ଛାଇକୁ। ଏକ ଫିଲ୍ମର ଶୁଟିଂ ସମୟରେ ସେ ନିଜ ଛାଇକୁ ଦେଖି ଏମିତି ଡରିଗଲେ ଯେ ସେଥିଲାଗି ଶୁଟିଂକୁ ପାଖାପାଖି ଘଣ୍ଟାଏ ବନ୍ଦ ରଖିବାକୁ ପଡିଥିଲା। ଏଭଳି...

ଭୋଜପୁରୀ ଅଭିନେତ୍ରୀ ଅଙ୍କାକ୍ଷା ଦୁବେଙ୍କ ଆତ୍ମହତ୍ୟା: ହୋଟେଲରୁ ମୃତଦେହ ଉଦ୍ଧାର…

ବାରାଣସୀ,୨୬।୩ : ଭୋଜପୁରୀ ଅଭିନେତ୍ରୀ ଅଙ୍କାକ୍ଷା ଦୁବେ ଆତ୍ମହତ୍ୟା କରିଛନ୍ତି। ସେ ବାରାଣସୀର ସାରନାଥ ପୋଲିସ ଷ୍ଟେଶନ ପରିସରରେ ଥିବା ସୋମେଣ୍ଟ୍ର ହୋଟେଲରେ ରହୁଥିଲେ। ହୋଟେଲ ରୁମରେ ସେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଭଦୋହି ନିବାସୀ ଆଙ୍କାକ୍ଷା ଭୋଜପୁରୀ...

କ୍ରିତି ଯାହା ଚାହୁଁଥିଲେ…

ଏପରି ବି ସମୟ ଆସେ ମଣିଷ ଯାହା ଖୋଜୁଥାଏ ତାହା ହାତ ପାଆନ୍ତାରେ ମିଳିଯାଏ। ଆଉ ସେତେବେଳେ ଯେଉଁ ଖୁସି ମିଳେ ତାହାକୁ ବର୍ଣ୍ଣନା କରିବା ସହଜ ନୁହେଁ। ଦେଖୁନାହାନ୍ତି, ମନଲାଖି ଅଫରଟିଏ ପାଇବା ପରେ କେମିତି କ୍ରିତି ସାନନ୍‌ଙ୍କର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri