ମନୋରଞ୍ଜନ

ଜିମ୍‌ରେ ଅଭିନେତା ଅମାନ ଧାଲିଓ୍ବାଲଙ୍କ ଉପରେ ଆକ୍ରମଣ, ଭିଡିଓ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ଧାରାବାହିକ ‘ଯୋଦ୍ଧା ଅକବର’ ଫେମ୍‌ ଅମାନ ଧାଲିଓ୍ବାଲଙ୍କ ଉପରେ ଗୁରୁବାର କାଲିଫର୍ନିଆର ଏକ ଜିମ୍‌ରେ ଆକ୍ରମଣ ହୋଇଛି। ଜଣେ ବ୍ୟକ୍ତି କୁରାଡି ଧରି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ବିମାନବନ୍ଦରରେ ରାମଚରଣଙ୍କ ଦେଖି ଘେରିଗଲେ ପ୍ରଶଂସକ,‘ଆର୍‌ଆର୍‌ଆର୍‌’ ପତାକା ଦେଖାଇ କଲେ ସ୍ବାଗତ

ମୁମ୍ବାଇ: ଓସ୍କାର ଆଓ୍ବାର୍ଡରେ ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଗୀତର ବଡ଼ ବିଜୟ ପରେ ଅଭିନେତା ରାମଚରଣ ନିଜ ଦେଶକୁ ଫେରିଛନ୍ତି। ସେ ତାଙ୍କ ସ୍ତ୍ରୀ ଉପାସନାଙ୍କ ସହ ଦିଲ୍ଲୀ ବିମାନବନ୍ଦରରେ ନଜର ଆସିଥିଲେ। ତେବେ ସେଠାରେ ଅଭିନେତାଙ୍କ...

ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଇଶିତା ଦତ୍ତ। ଦୃଶ୍ୟମ୍‌-୨ରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଇଶିତା ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ବିବାହର ୬ ବର୍ଷ ପରେ ସେ ମା’ ହେବାକୁ...

ବଲିଉଡ୍‌ରେ କେନ୍ଦୁଝର ଝିଅ ୟୁବିକା

କେନ୍ଦୁଝର,୧୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମର ୟୁବିକା ବ୍ରହ୍ମ ବଲିଉଡ୍‌ ଜ୍ୱିଗାଟୋ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ର ଶୁକ୍ରବାର ମୁକ୍ତି ଲାଭ କରିବ। ଚଳଚ୍ଚିତ୍ରରେ ଅଭିନେତା କପିଲ ଶର୍ମା ଡେଲିଭରି ବୟ...

ଏହି ଦିନ ଓଟିଟିରେ ରିଲିଜ ହେବ ଶାହାରୁଖଙ୍କ ଫିଲ୍ମ ‘ପଠାନ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ ସଂଖ୍ୟକ ଆୟ କରିବା ପରେ ଏବେ ଓଟିଟିରେ ଧମାକା କରିବାକୁ ପ୍ରସ୍ତୁତ ହେଉଛି। ‘ପଠାନ’ ରିଲିଜ ହେବା ପରଠାରୁ ଦର୍ଶକ ଏହାର ଓଟିଟି ରିଲିଜ୍‌କୁ ଅପେକ୍ଷା...

ଏହି ଲୋକପ୍ରିୟ କମେଡିଆନ୍‌ଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ

ଲୋକପ୍ରିୟ ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ଖୟାଲୀଙ୍କ ବିରୋଧରେ ରୁଜୁ ହୋଇଛି ବଳାତ୍କାର ମାମଲା। ୨୫ ବର୍ଷୀୟା ଯୁବତୀଙ୍କୁ ସେ ବଳାତ୍କାର କରିଥିବା ନେଇ ଜୟପୁରର ମାନସରୋବର ପୋଲିସ ଷ୍ଟେଶନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତିନି ଦିନ ପୂର୍ବେ...

ବଡ଼ ପରଦାରେ ଦେଖିବାକୁ ମିଳିବ ସୁକେଶ- ଜ୍ୟାକଲିନଙ୍କ ପ୍ରେମ କାହାଣୀ, ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖର ଦୀର୍ଘ ଦିନ ଧରି ହେଡଲାଇନରେ ରହିଆସିଛନ୍ତି। ୨୦୦ କୋଟି ଟଙ୍କା ହେରଫେର ଅଭିଯୋଗରେ ବର୍ତ୍ତମାନ ସେ ତିହାର ଜେଲରେ ଅଛନ୍ତି। ଏହି ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ମଧ୍ୟ ଜଡିତ ଥିବା ଖବର...

ଆଲିଆଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ସବୁଠାରୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଆଲିଆ ଅନ୍ୟତମ। ନିକଟରେ ସେ ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ନିଜ ଜନ୍ମଦିନ ଲଣ୍ଡନରେ ସ୍ବାମୀ ରଣବୀର ଏବଂ ଝିଅ ରାହା ସହ ପାଳନ କରିଛନ୍ତି। ଆଲିଆ ୧୯ ବର୍ଷ ବୟସରେ...

ଜିମ୍‌ ସେଣ୍ଟରରେ ଅଭିନେତାଙ୍କୁ ଆକ୍ରମଣ

ମୁମ୍ବାଇ: ‘ଯୋଦ୍ଧା ଆକବର’ ଏବଂ ‘ବିଗ୍‌ ବ୍ରଦର’ ଭଳି ଫିଲ୍ମରେ ଅଭିନୟ କରିଥିବା ପଞ୍ଜାବର ପ୍ରସିଦ୍ଧ ଅଭିନେତା ଅମନ ଧାଲିଓ୍ବାଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଆମେରିକାର କାଲିଫର୍ନିଆର ଏକ ଜିମ୍‌ରେ ସେ ଓ୍ବାର୍କଆଉଟ୍‌...

ହସ୍ପିଟାଲରେ ଭର୍ତ୍ତି ହେଲେ ଶିଳ୍ପା ସେଟ୍ଟିଙ୍କ ମାଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ମାଆ ସୁନନ୍ଦାଙ୍କର ନିକଟରେ ସର୍ଜରୀ ହୋଇଛି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ମାଆଙ୍କ ପାଇଁ ଏକ ନୋଟ ଶେୟାର କରିଛନ୍ତି । ଏହାସହ ସେ ତାଙ୍କ ମାଆଙ୍କ ଆଶୁ ଆରୋଗ୍ୟ କାମନା କରିବାକୁ...

ରାଣୀଙ୍କୁ ପ୍ରଶଂସା କଲେ କ୍ୟାଟ୍ରିନା

ମୁମ୍ବାଇ: କ୍ୟାଟ୍ରିନା ଏବଂ ବିକି ଅଭିନେତ୍ରୀ ମୁଖାର୍ଜୀଙ୍କ ଫିଲ୍ମ ଶ୍ରୀମତୀ ଚାଟାର୍ଜୀ ଭର୍ସେସ୍‌ ନରଓ୍ବେ’ ଦେଖିଛନ୍ତି। ଯେଉଁଥିପାଇଁ କ୍ୟାଟ୍ରିନା ତାଙ୍କ ଇନଷ୍ଟା ଷ୍ଟୋରିରେ ଏହି ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଯାହା ଲୋକମାନେ କଳ୍ପନା କରିପାରନ୍ତି ନାହିଁ ଏହି...

ଅନୁପମାଙ୍କଠାରୁ ଅଲଗା ହେବେ ଅନୁଜ !…

ମୁମ୍ବାଇ : ଟିଭି ଶୋ ଅନୁପମାରେ ଏକ ଭିନ୍ନ ସ୍ତରର ଡ୍ରାମା ଜାରି ରହିଛି। ବର୍ତ୍ତମାନ ଏହା ଏକ ନୂଆ ମୋଡ଼ ନେଇ ଆସୁଛି। ଅନୁପମା ପୁଣି ଥରେ ସ୍ବାମୀଙ୍କୁ ହରାଇବାକୁ ଯାଉଛନ୍ତି । ପୂର୍ବରୁ କାବ୍ୟାଙ୍କ ସହିତ ସମ୍ପର୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri