ମନୋରଞ୍ଜନ

ବିଗ୍‌ ବି ଫିଲ୍ମ ‘ପୋଜେକ୍ଟ-କେ’ର ଶୁଟିଂ ସେଟରେ ଆହତ…

ହାଇଦ୍ରାବାଦ,୬।୩ : ହାଇଦ୍ରାବାଦରେ ଫିଲ୍ମ ’ପ୍ରୋଜେକ୍ଟ-କେ’ର ଶୁଟିଂ ସମୟରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ବିଗ ବି ତାଙ୍କ ବ୍ଲଗ ମାଧ୍ୟମରେ ଆଘାତ ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଛାତି ପିଞ୍ଜରାରେ ଆଘାତ ଲାଗିଛି। ଏହି ଫିଲ୍ମରେ...

ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ସାରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ଏବଂ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସମ୍ପର୍କକୁ ନେଇ ବି-ଟାଉନରେ ସର୍ବଦା ଚର୍ଚ୍ଚା ଲାଗିରହୁଥିଲା। ସେମାନଙ୍କ ବ୍ରେକ୍‌ଅପ୍‌କୁ ନେଇ ସାରା ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ୨୦୨୦ ତାଙ୍କ...

ଭାରତର ନମ୍ବର ୱାନ ଫିଲ୍ମ ହେଲା ‘ପଠାନ’

ମୁମ୍ବାଇ: ହିନ୍ଦୀ ସିନେମାର ଜଣାଶୁଣା ପ୍ରଡକସନ ହାଉସ ୟଶରାଜ ବ୍ୟାନର ‘ପଠାନ’ ମାଧ୍ୟମରେ ପୁଣିଥରେ ପ୍ରମାଣ କରିଦେଇଛି କି ତା’ଠାରୁ ଭଲ ସ୍ପାଇ ଥ୍ରୀଲର କେହି ନିର୍ମାଣ କରିପାରିବେ ନାହିଁ । ଏକ ଥା ଟାଇଗର, ୱାର ଓ ଟାଇଗର...

ପସନ୍ଦ ଆସିଲାନି ଆରାଧ୍ୟାଙ୍କ ହେୟାର ଷ୍ଟାଇଲ୍‌

ମୁମ୍ବାଇ: ଅମିତାଭ ବଚ୍ଚନ-ଜୟା ବଚ୍ଚନଙ୍କ ନାତୁଣୀ ଏବଂ ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟଙ୍କ ଝିଅ ଆରାଧ୍ୟା ବି-ଟାଉନର ପ୍ରସିଦ୍ଧ ଷ୍ଟାର୍‌କିଡ୍‌ଙ୍କଠାରୁ ଅନ୍ୟତମ। ଆରାଧ୍ୟାଙ୍କୁ ଏବେ ୧୧ ବର୍ଷ ବୟସ ହୋଇଛି। ସେ ପ୍ରାୟତଃ ତାଙ୍କ ପିତାମାତାଙ୍କ ସହ ଦେଖିବାକୁ ମିଳିଥାଏ। ଐଶ୍ୱର୍ଯ୍ୟା...

ଫ୍ୟାନ୍ସଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ ନାୟିକା ଶ୍ରଦ୍ଧା କପୁର ଏବେ ତାଙ୍କ ଅପକମିଂ ମୁଭି ‘ତୁ ଝୁଠି ମେ ମକ୍କାର’କୁ ନେଇ ଅନେକ ସମୟରେ ଆସୁଛନ୍ତି ଚର୍ଚ୍ଚାକୁ । ଏବେ ଶ୍ରଦ୍ଧା ତାଙ୍କର ଏହି ମୁଭିର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଶ୍ରଦ୍ଧା...

ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ସାରା, କହିଲେ ‘ବର୍ଷ ୨୦୨୦ ମୋତେ ଭାଙ୍ଗି ଦେଇଥିଲା’

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ଏବଂ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଲଭ୍‌ଷ୍ଟୋରୀ ଏକଦା ଥିଲା ଚର୍ଚ୍ଚାରେ। କରନ୍‌ ଜୋହରଙ୍କ ଶୋ’ ‘କଫି ଉଇଥ୍‌ କରନ୍‌’ରେ କାର୍ତ୍ତିକଙ୍କୁ ଡେଟ୍‌ କରିବାକୁ ଚାହୁଁଥିବା କହିଥିଲେ ସାରା। ଏହାପରେ ଫିଲ୍ମ ‘ଲଭ୍‌...

‘ବାହୁବଲୀ ୨’କୁ ପଛରେ ପକାଇଲା ‘ପଠାନ୍‌

ବମ୍ବେ: ଥମିବାର ନାଁ ନେଉନାହିଁ ‘ପଠାନ୍‌’ର କ୍ରେଜ୍‌। ଶାହାରୁଖ ଖାଁ ଏବଂ ଦୀପିକା ପାଦୁକୋନ ଅଭିନୀତ ଏହି ଫିଲ୍ମ ରିଲିଜର ୩୮ ଦିନରେ ସବୁଠାରୁ ବଡ଼ ରେକର୍ଡ ଭାଙ୍ଗିଛି। ‘ବାହୁବଲୀ ୨’ର ହିନ୍ଦୀ କଲେକ୍ସନକୁ ପଛରେ ପକାଇ ‘ପଠାନ୍‌’ଟି ସବୁଠାରୁ...

ପାଗଳ କଲା ଆଲିଆଙ୍କ ଆଉଟ୍‌ଫିଟ୍‌

ମୁମ୍ବାଇ: ବଲିଉଡ୍‌ର ଷ୍ଟାଇଲ୍‌ଶ ଏବଂ ଫ୍ୟାଶନେବଲ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଜଣେ। ସେ ସବୁବେଳେ ନିଜର ଆଉଟ୍‌ଫିଟ୍‌ ଏବଂ ଲୁକ୍‌ରେ ଲୋକଙ୍କୁ ପାଗଳ କରିଦିଅନ୍ତି। ଏପରିକି ଲୋକେ ଆଲିଆଙ୍କ ଲୁକ୍‌ ଆଉ ଷ୍ଟାଇଲ୍‌କୁ ଫଲୋ ବି କରନ୍ତି।...

ଅସୁସ୍ଥ ମା’ଙ୍କୁ ଭେଟିବାକୁ ଦେଲେନି ଭାଇ, ଦ୍ୱାର ମୁହଁରୁ ଫେରିଲେ ଅଭିନେତା

ବମ୍ବେ: ମା’ଙ୍କୁ ଭେଟିବାକୁ ଦେଲେନି ଭାଇ। ସ୍ତ୍ରୀ ଆଲିଆଙ୍କ ପରେ ଭାଇଙ୍କ ସହ କଳହକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଧକି। ରବିବାର ନଓ୍ବାଜ ଡେରାଡୁନରୁ ଫେରିିବାର ଥିଲା। ମାତ୍ର ମା’ଙ୍କ ଦେହ ଖରାପ ଖବର ଶୁଣି ସେ...

କେବେ ବି ଏକାଠି କାମ କରିନାହାନ୍ତି ତିନି ଖାନ୍‌

ମୁମ୍ବାଇ: ଯେତେବେଳେ ବି ବଲିଉଡ୍‌ ସୁପରଷ୍ଟାରଙ୍କ ବିଷୟରେ ଆଲୋଚନା ହୁଏ, ସେତେବେଳେ ୩ ଖାନ୍‌ଙ୍କ ନାଁ ପ୍ରଥମେ ଆସେ। ସଲମାନ ଖାନ,ଅମିର ଖାନ ଏବଂ ଶାହାରୁଖ ଖାନ। ଏହି ତିନିଜଣ ବକ୍ସ ଅଫିସରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। କିନ୍ତୁ...

ରାଗିଲେ ରଣବୀର!

ମୁମ୍ବାଇ: ବଲିଉଡ ଷ୍ଟାର ତଥା ନ୍ୟୁ ଡାଡ ରଣବୀର କପୁର ଏବେ ତାଙ୍କ ଅପକମିଂ ମୁଭି ‘ତୁ ଝୁଠି ମେ ମକ୍କାର’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ଅଭିନେତା ଫିଲ୍ମର ପ୍ରମୋଶନ ପାଇଁ ଟେଲିଭିଜନ ରିୟଲିଟି ଶୋ’ ‘ଇଣ୍ଡିଆନ...

ତୁନିଶା ଶର୍ମା ଆତ୍ମହତ୍ୟା ମାମଲା: ଶିଜାନଙ୍କୁ ଜାମିନ

ନୂଆଦିଲ୍ଲୀ,୪।୩: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ବନ୍ଧୁ ଶିଜାନ ଖାନଙ୍କୁ ଜାମିନ ମିଳିଛି। ମହାରାଷ୍ଟ୍ର କୋର୍ଟ ତାଙ୍କୁ ଶନିବାର ଜାମିନ ପ୍ରଦାନ କରିଥିବା ସୂଚନା ମିଳିଛି। ତେବେ ୧ଲକ୍ଷ ଟଙ୍କାର ବଣ୍ଡ ପରେ ଶିଜାନ ବାହାରକୁ ଆସିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri