ମନୋରଞ୍ଜନ

ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ, ୨୧।୨: ମୁମ୍ବାଇର ତାଜ୍‌ ଲାଣ୍ଡସ୍‌ ଏଣ୍ଡରେ ସୋମବାର ଅନୁଷ୍ଠିତ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ହିନ୍ଦୀ ଫିଲ୍ମ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ୨୦୨୨ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗଙ୍ଗୁବାଈ...

ଲାଜେଇଲେ ସୁହାନା

ମୁମ୍ବାଇ: ବଲିଉଡ ମେଗା ଷ୍ଟାର ଶାହାରୁଖ ଖାଁଙ୍କ ଝିଅ ସୁହାନାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଫଟୋରେ ସୁହାନା ହାତରେ ଏକ ଫୁଲତୋଡା ଧରିଥିବା ଦେଖାଯାଇଛି । ଟ୍ୟୁଲିପ ଓ ଗୋଲାପରେ...

ଗାୟକ ସୋନୁ ନିଗମଙ୍କ ଉପରେ ଆକ୍ରମଣ

ମୁମ୍ବାଇ,୨୧ ।୨: ବଲିଉଡ ଗାୟକ ସୋନୁ ନିଗମ ଓ ତାଙ୍କ ବନ୍ଧୁ ରବ୍ୱାନି ମୁସ୍ତାଫା ଖାଁଙ୍କ ଉପରେ ଆକ୍ରମଣ ହୋଇଛି । ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଏକ ଶୋ’ ଚାଲୁଥିବା ସମୟରେ ଏହି ଆକ୍ରମଣ ହୋଇଛି । ଗାୟକ ସୋନୁ...

୪ ଦିନିଆ ନ୍ୟାୟିକ ହେପାଜତରେ ଆଦିଲ ଖାନ

ମୁମ୍ବାଇ: ବି-ଟାଉନର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ଏବଂ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ସୋମବାର ରାଖୀ ସାୱନ୍ତଙ୍କ ଅଭିଯୋଗରେ ଆଦିଲଙ୍କ ସଂକ୍ରାନ୍ତାରେ କୋର୍ଟରେ ଶୁଣାଣି ହୋଇଛି। ଏକ ବଳାତ୍କାର ମାମଲାରେ...

କଳାକାରଙ୍କ ପାଇଁ ସହଜ ନୁହେଁ ମୋ ସହ କାମ କରିବା: ଭଂସାଲି

ମୁମ୍ବାଇ: ନାମୀଦାମୀ ଫିଲ୍ମ ମେକର ସଞ୍ଜୟ ଲିଲା ଭଂସାଲିଙ୍କ ଭବ୍ୟ ସେଟ, ମହଙ୍ଗା ଏବଂ ସାନଦାର ଫିଲ୍ମ ନିର୍ମାଣ ପାଇଁ ସେ ବେଶ ପରିଚିତ । ବଡ ପରଦାରେ ସଫଳତାର ଧ୍ୱଜା ଉଡାଇବାରେ ଆଗରେ ଥିବା ଭଂସାଲି ‘ହିରାମଣ୍ଡି’ରୁ ଡିଜିଟାଲ...

ଏହି ହଲିଉଡ ପ୍ରୋଜେକ୍ଟରେ ନଜର ଆସିବେ ଅନିଲ କପୁର

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଅନିଲ କପୁର । ହଲିଉଡର କିଛି ମୁଭିରେ ବି ତାଙ୍କର ଅଭିନୟ ଦେଖିବାକୁ ମିଳିଛି । ଏବେ ସେ ତାଙ୍କର ଆଉ ଏକ ଅନ୍ତରାଷ୍ଟ୍ରୀୟ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହୋଇ ଗଲେଣି । ଅନିଲ...

ଅନିଲଙ୍କ ନାତିଙ୍କୁ ପୂରିଲା ୬ ମାସ, ଫଟୋ ଶେୟାର କରି ସୋନମ ଲେଖିଲେ ଏମିତି…

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର କିଛି ଦିନ ହେବ ପୁଅ ‘ବାୟୁ’ଙ୍କ ସହ ବ୍ୟସ୍ତ ଥିଲେ। ଆଜି ଅର୍ଥାତ୍‌ ଫେବୃୟାରୀ ୨୦ରେ ‘ବାୟୁ’ଙ୍କୁ ୬ ମାସ ପୂରଣ ହୋଇଛି। ସୋନମ ତାଙ୍କ ଇନଷ୍ଟାଗ୍ରାମରେ ଏକ ସ୍ନେହପୂର୍ଣ୍ଣ ବାର୍ତ୍ତା ଦେଇ ପୁଅ...

‘ସ୍ତ୍ରୀ ମୋ’ ଉପରେ ବିରକ୍ତ ହୁଅନ୍ତି’

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ତାଙ୍କ ଶୋ’ରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା ବେଳେ ଘରେ କିନ୍ତୁ ଚୁପ୍‌ ରୁହନ୍ତି। ଯେଉଁଥିପାଇଁ ତାଙ୍କ ସ୍ତ୍ରୀ ଗିନି ଚତ୍‌ରଥ ବିରକ୍ତ ହୁଅନ୍ତି। ଏକଥା ଆମେ କହୁନୁ, କପିଲ ଶର୍ମା...

ଅଭିନେତା ତାରକ ରତ୍ନଙ୍କ ଅକାଳ ବିୟୋଗ

ନୂଆଦିଲ୍ଲୀ,୨୦।୨ : ଏନ୍‌.ଟି. ରାମାରାଓଙ୍କ ନାତି ତଥା ଅଭିନେତାରୁ ରାଜନେତା ହୋଇଥିବା ନନ୍ଦମୁରୀ ତାରକ ରତ୍ନଙ୍କର ଶନିବାର ଅକାଳ ବିୟୋଗ ହୋଇଛି। ତାଙ୍କୁ ୩୯ ବର୍ଷ ହୋଇଥିଲା। ତାଙ୍କ ପରଲୋକ ଟଲିଉଡ୍‌ ସେଲିବ୍ରିଟି ଓ ରାଜନେତାମାନଙ୍କୁ ସ୍ତବ୍ଧ କରିଦେଇଛି। ପ୍ରଧାନମନ୍ତ୍ରୀ...

‘ବାହୁବଳୀ ୨’କୁ ପଛରେ ପକାଇଲା ‘ପଠାନ’

ବଲିଉଡର ମେଗା ସୁପରଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’ ଜରିଆରେ ବଡ ପରଦାରେ ଦୃଢ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପଠାନ’ ରୋଜଗାରରେ ବହୁ ରେକର୍ଡ ଭାଙ୍ଗିଛି। ‘ପଠାନ’ ଏବେ ରୋଜଗାର ଦୃଷ୍ଟିରୁ ସାଉଥ ସିନେମାର...

‘ଯବାନ’ର ରିଲିଜ ଡେଟରେ ହୋଇପାରେ ପରିବର୍ତ୍ତନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଅଭିନୀତ ମୁଭି ‘ଯବାନ’କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ‘ପଠାନ’ର ସଫଳତା ପରେ ଏବେ ଦର୍ଶକେ ବଡ ଉତ୍ସୁକତାର ସହ ‘ଯବାନ’ର ରିଲିଜକୁ ଅପେକ୍ଷା ରଖିଛନ୍ତି । ସାଉଥ ସିନେମାର...

ପ୍ରଶଂସକଙ୍କ ଦୁଃଖ ଦେଖି ଏମିତି କହିଲେ ସୁସ୍ମିତା

ଅଭିନେତ୍ରୀ ସୁସ୍ମିତା ସେନ ଅଭିନୟ ସହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ପ୍ରଶଂସକ ସଂଖ୍ୟା ଅଧିକ। ନିକଟରେ ଜଣେ ପ୍ରଶଂସକ ସୁସ୍ମିତାଙ୍କ ଆଗରେ ତାଙ୍କ ବ୍ୟକ୍ତିଗତ ଜୀବନର କାହାଣୀ ବର୍ଣ୍ଣନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri