ମନୋରଞ୍ଜନ

ଶେହନାଜଙ୍କ ହାତରେ ବଡ଼ ଫିଲ୍ମ ଅଫର

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ ପରଠାରୁ ଶେହନାଜ ଗିଲ୍‌ଙ୍କ ଡିମାଣ୍ଡ ବଢ଼ିଚାଲିଛି। ସେ ଏପର୍ଯ୍ୟନ୍ତ ବଲିଉଡ୍‌ରେ ଡେବ୍ୟୁ କରିନାହାନ୍ତି କିନ୍ତୁ ତାଙ୍କ ନିକଟକୁ ଫିଲ୍ମର ଅଫର ପରେ ଅଫର ଆସୁଛି। ଶେହନାଜ ସଲମାନ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘କିସି କା ଭାଇ...

ପ୍ରେଗ୍ନେନସି ଖବର ଭିତରେ କିଛି ଏମିତି ଅବତାରରେ ନଜର ଆସିଲେ କ୍ୟାଟ୍ରିନା

ମୁମ୍ବାଇ: ବେଶ କିଛିଦିନ ହେବ ଆଲୋଚନା ହେଉଛି କି ବଲିଉଡ ବିୟୁଟି କ୍ୟାଟ୍ରିନା କୈଫ ମାଆ ହେବାକୁ ଯାଉଛନ୍ତି । ବିଶେଷ କରି ସେ ଯେତେବେଳେ ଢିଲା ଢିଲା ପୋଷାକରେ ନଜର ଆସୁଛନ୍ତି ସେତେବେଳେ ଏହି ଆଲୋଚନା ଆହୁରି ବଢି...

ମା’ଙ୍କ ଭିଡିଓ ଶେୟାର କରି ଭାବବିହ୍ବଳ ହେଲେ ରାଖୀ: କହିଲେ ‘ ମୋ ପାଖେ ହରାଇବାକୁ ଆଉ କିଛି ନାହିଁ’

ବମ୍ବେ: ଦିନେ ଲୋକଙ୍କୁ ହସାଉଥିବା ରାଖୀ ସାଓ୍ବନ୍ତଙ୍କ ଆଖିରୁ ଲୁହ ଶୁଖୁନି। ଦୀର୍ଘଦିନ ଧରି ବ୍ରେନ୍‌ ଟ୍ୟୁମର ଏବଂ କ୍ୟାନ୍‌ସର ସହ ଲଢ଼ିବା ପରେ ମା’ ଜୟା ଆଖି ବୁଜିଛନ୍ତି। ଏହାକୁ ନେଇ ଭାଙ୍ଗି ପଡ଼ିଛନ୍ତି ରାଖୀ। କାନ୍ଦି କାନ୍ଦି...

ଦିବ୍ୟାଙ୍ଗ ଯୁବକଙ୍କୁ କାନ୍ଧେଇ ‘ପଠାନ୍‌’ ଦେଖାଇଲେ ବନ୍ଧୁ

କୋଲକାତା: ଶାହରୁଖଙ୍କ ସୁପରହିଟ୍‌ ଫିଲ୍ମ ‘ପଠାନ୍‌’ର ଲୋକପ୍ରିୟତା ଏବେ ଚାରିଆଡ଼େ ବଢ଼ିବାରେ ଲାଗିଛି। ଶାହରୁଖ୍‌ଙ୍କୁ ବଡ଼ ପରଦାରେ ଦେଖିବା ଲାଗି ତାଙ୍କ ଫ୍ୟାନ୍ସମାନଙ୍କୁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିବାବେଳେ ପଠାନ୍‌ର କାହାଣୀ ଦର୍ଶକଙ୍କୁ ପସନ୍ଦ ଆସିଛି। ତେବେ ଏସବୁ...

ମାଆଙ୍କ ପରଲୋକ ପରେ ଭାଙ୍ଗିପଡିଛନ୍ତି ରାକ୍ଷି

ମୁମ୍ବାଇ: ‘ବିଗ ବସ’ ଫେମ ଅଭିନେତ୍ରୀ ରାକ୍ଷି ସାୱନ୍ତଙ୍କ ମାଆ ଜୟାଙ୍କର ଶନିବାର ରାତିରେ ପରଲୋକ ହୋଇଛି । ବ୍ରେନ ଟ୍ୟୁମରେ ପୀଡ଼ିତ ଥିବା ଜୟାଙ୍କର ଦୀର୍ଘଦିନ ହେବ ଚିକିତ୍ସା ଚାଲିଥିଲା । ରାକ୍ଷି ତାଙ୍କ ମାଆଙ୍କର ଖୁବ୍ ନିକଟତର...

ବିଗ୍‌ବସ୍‌ରୁ ଟିନା ବିଦା!

ବମ୍ବେ: ଆଉ ଦିନ କେଇଟାରେ ଶେଷ ହେବ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ’। ଯେତିକି ଯେତିକି ଏହାର ଫାଇନାଲ ଦିନ ପାଖେଇ ଆସୁଛି ଦର୍ଶକଙ୍କ ଉତ୍କଣ୍ଠା ସେତିକି ବଢ଼ୁଛି। ଏସବୁରେ ପ୍ରତି ସପ୍ତାହରେ ଜଣେ ଲେଖାଏ ପ୍ରତିଯୋଗୀ ଶୋ’ରୁ ବାହାର...

୭ ଟନ୍‌ ପାଉଡରରେ ୮୭ ହଜାର ବର୍ଗଫୁଟର ରଙ୍ଗୋଲି, ଖୁସି ବ୍ୟକ୍ତ କଲେ ସୋନୁ

ମୁମ୍ବାଇ: ଅଭିନେତା ସୋନୁ ସୁଦ୍‌ କିଛି ଘଣ୍ଟା ପୂର୍ବରୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ଦର୍ଶାଇଛନ୍ତି, ତାଙ୍କ ରଙ୍ଗୋଲି ଏକ ସହରରେ କିପରି ତିଆରି ହୋଇଛି। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମହାରାଷ୍ଟ୍ରର...

ଅନୁଷ୍କାଙ୍କ ବଡିଗାର୍ଡ ନିଅନ୍ତି ଏତିକି ଟଙ୍କା ଦରମା, ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ସେମାନଙ୍କ ସୁରକ୍ଷା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରନ୍ତି। ଅଧିକାଂଶ ସେଲିବ୍ରିଟିଙ୍କ ପର୍ସନାଲ ବଡିଗାର୍ଡ ବି ଅଛନ୍ତି। ଯିଏକି ବର୍ଷ ବର୍ଷ ଧରି ଅଭିନେତ୍ରୀ, ଅଭିନେତାଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ଠିକ୍‌ ସେମିତି ପ୍ରସିଦ୍ଧ ଅଭିନେତ୍ରୀ...

ଆରଣ୍ୟକ ପରେ ନୂଆ ଓଟିଟି ଶୋ’ର ଶୋଭା ବଢାଇବେ ରବିନା

ମୁମ୍ବାଇ: ନିଜ ଷ୍ଟ୍ରିମିଂ ଶୋ’ ଆରଣ୍ୟକକୁ ମିଳିଥିବା ଜବରଦସ୍ତ ପ୍ରତିକ୍ରିୟା ପରେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ପୁଣିଥରେ ଆଉ ଏକ ଶୋ’ରେ ନଜର ଆସିବେ । ରବିନା ଯିଏ ୧୯୯୦ ଦଶକରେ ବଲିଉଡରେ ରାଜ କରୁଥିଲେ । ନିକଟରେ...

ଶାହରୁଖଙ୍କୁ ବିବାହ ପ୍ରସ୍ତାବ ଦେଲେ ଉର୍ଫି

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’ ବକ୍ସ ଅଫିସରେ ଧମାକାଦାର ରେକର୍ଡ କରୁଛି। ୩ ଦିନରେ ପ୍ରାୟ ୩୦୦ କୋଟି ଆୟ କରିସାରିଲାଣି। ଏହି ସମୟରେ ବିଗ୍‌ବସ୍‌ ଫେମ୍‌ ଉର୍ଫି ଜାଭେଦ ଶାହାରୁଖଙ୍କ ପ୍ରତି ଥିବା ପ୍ରେମକୁ ପ୍ରକାଶ...

ଝିଅର ଝଲକ ଦେଖାଇଲେ ବିପାଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ଓ ଅଭିନେତା କରଣ ସିଂ ଗ୍ରୋଭର ଏକ କ୍ୟୁଟ କନ୍ୟା ସନ୍ତାନର ମମି-ପାପା ହୋଇ ସାରିଛନ୍ତି । ସମୟ ସମୟରେ ବିପାଶା ତାଙ୍କ ଝିଅକୁ ସୋସିଆଲ ମିଡିଆରେ ଦେଖାଇବାର କୌଣସି ଅବସର ଛାଡି...

୨୧୯ କୋଟି ଆୟ କଲା ‘ପଠାନ’

ନୂଆଦିଲ୍ଲୀ: ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ ଏବଂ ଦୀପିକା ପାଦୁକୋନ୍‌ ଅଭିନୀତ ଚଳଚ୍ଚିତ୍ର ‘ପଠାନ’ ଗ୍ଲୋବାଲ ବକ୍ସ ଅଫିସ୍‌ରେ ରେକର୍ଡ ସୃଷ୍ଟି କରିଛି। ଦୁଇ ଦିନରେ ଏହାର ଆୟ ୨୧୯.୬ କୋଟି ଟଙ୍କାରେ ପହଞ୍ଚତ୍ଥିବା ଚଳଚ୍ଚିତ୍ର ପ୍ରଯୋଜକ ଘୋଷଣା କରିଛନ୍ତି। ପ୍ରଡକ୍‌ଶନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri