ମନୋରଞ୍ଜନ

ଦ୍ୱିତୀୟ ବିବାହ କଲେ ନୀନା ଗୁପ୍ତାଙ୍କ ଝିଅ ମସାବା

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବା। ଦୀର୍ଘଦିନର ପ୍ରେମିକ ସତ୍ୟଦୀପ ମିଶ୍ରାଙ୍କ ହାତ ଧରିଛନ୍ତି ସେ। ବେଶ ନିରାଡମ୍ବରରେ ପରିବାରଲୋକଙ୍କ ଗହଣରେ ଦୁହେଁ ବିବାହ କରିଛନ୍ତି। ମସାବା ନିଜର ସୋସିଆଲ ମିଡିଆରେ...

୨୯ ବର୍ଷର ହେଲେ ଶେହନାଜ

ବମ୍ବେ: ବିଗ୍‌ବସ୍‌ ବଦଳାଇଦେଲା ଭାଗ୍ୟ। ପଞ୍ଜାବରୁ ଆସିଥିବା ଏକ ଗାୟିକା ଏବେ ଜଣେ ଲୋକପ୍ରିୟ ସେଲିବ୍ରିଟି। ତାଙ୍କ ଷ୍ଟାରଡମ୍‌ କୌଣସି ସୁପରଷ୍ଟାରଠାରୁ କମ୍‌ ନୁହେଁ। ଆମେ କହୁଛୁ ସମସ୍ତଙ୍କ ପ୍ରିୟ ଶେହନାଜ ଗିଲଙ୍କ କଥା। ଆଜି ଅର୍ଥାତ ଜାନୁୟାରୀ ୨୭ରେ...

ଫିଲ୍ମରେ ରାଜ କରିବାକୁ ପ୍ରସ୍ତୁତ ହେଲେଣି ଧୋନି

ମୁମ୍ବାଇ: କ୍ରିକେଟ ଦୁନିଆର ଲୋକପ୍ରିୟ ଚେହେରା ମହେନ୍ଦ୍ର ସିଂ ଧୋନି । ତାଙ୍କ ସମ୍ପର୍କରେ ଅଧିକ କିଛି କହିବାର ଆବଶ୍ୟକତା ନାହିଁ । ସେ ନିଜେ ହିଁ ନିଜର ପରିଚୟ । ଖେଳ ଦୁନିଆ ପରେ ଏବେ ଫିଲ୍ମ ଦୁନିଆରେ...

ୟୁଟ୍ୟୁବ୍‌ରେ ଦୁନିଆର ସବୁଠୁ ଅଧିକ ଲୋକ ଶୁଣନ୍ତି ଏହି ଗାୟିକାଙ୍କ ଗୀତ

ମୁମ୍ବାଇ: ୟୁଟ୍ୟୁବ୍‌ରେ ବଲିଉଡ୍‌ର ଜଣେ ଗାୟିକାଙ୍କ ଗୀତ ଦୁନିଆର ସବୁଠୁ ଅଧିକ ଲୋକ ଶୁଣିଥାନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବଲିଉଡ୍‌ର ପ୍ଲେ ବ୍ୟାକ୍‌ ଗାୟିକା ଅଲ୍‌କା ୟାଗ୍ନିକ। ୯୦ ଦଶକରେ ହେଉ କିମ୍ବା ଆଜିର ସମୟରେ,...

ପ୍ରଖ୍ୟାତ ଅଭିନେତ୍ରୀଙ୍କ ପରଲୋକ

ଭେଟେରାନ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଯମୁନା ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ୮୬ ବର୍ଷ ହୋଇଥିଲା। ସେ ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ଯମୁନାଙ୍କ ଦେହାନ୍ତ ଖବର ଆସିବା ପରଠାରୁ ଇଣ୍ଡଷ୍ଟ୍ରିରେ ଶୋକର...

ଅଜୟ ଦେବଗନଙ୍କ ଅବିକଳ ଚେହେରା

ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ୍‌ ସେଲିବ୍ରିଟିମାନଙ୍କ ପରି କିଛି ଲୋକଙ୍କ ଚେହେରା ମେଳ ଖାଉଥିବା ଦେଖିଥିବେ ନିଶ୍ଚିତ। ପୂର୍ବରୁ କରିସ୍ମା କପୁର, କରୀନା କପୁର, ରାଣୀ ମୁଖାର୍ଜୀ, କାଜଲ, ଶାହିଦ କପୁର, ଅମିତାଭ ବଚ୍ଚନଙ୍କ ଅବିକଳ ଚେହେରା ଭାଇରାଲ ହୋଇଥିବା...

ଜ୍ୟାକଲିନଙ୍କୁ ବିଦେଶ ଯିବାକୁ ଅନୁମତିି

ନୂଆଦିଲ୍ଲୀ,୨୭।୧: ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କୁ ଦୁବାଇ ଯିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ଜ୍ୟାକଲିନ ଜାନୁଆରୀ ୨୭ ରୁ ଜାନୁୟାରୀ ୩୦ ମଧ୍ୟରେ ଦୁବାଇ ଯିବାକୁ ଆବେଦନ କରିଥିଲେ,...

ବରିଷ୍ଠ ଅଭିନେତା ଅନ୍ନୁ କପୁର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବରିଷ୍ଠ ବଲିଉଡ ଅଭିନେତା ଅନ୍ନୁ କପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ଅଭିନେତା ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନୂଆଦିଲ୍ଲୀର ସାର୍‌ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ...

‘ପଠାନ୍‌ ଏକ ଫିଲ୍ମ ନୁହେଁ, ଏହା ଏକ ଇମୋଶନ୍‌’

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ତାଙ୍କ ଫିଲ୍ମ ‘କୁତେ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତା ତାଙ୍କର ପ୍ରିୟ ଚଳଚ୍ଚିତ୍ର ଏବଂ ଶାହରୁଖ ଖାନଙ୍କ ପ୍ରତି ଥିବା ପ୍ରେମ ବିଷୟରେ କହିଥିଲେ। ତେବେ ଶାହରୁଖଙ୍କୁ ତାଙ୍କ ପିଢିର ସବୁଠାରୁ...

୨ ଦିନରେ ୧୦୦ କୋଟି ଆୟ କଲା ‘ପଠାନ’

ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନଙ୍କ କମ୍‌ବ୍ୟାକ୍‌ ଫିଲ୍ମ ‘ପଠାନ’ ଜବରଦସ୍ତ ପ୍ରଦର୍ଶନ କରିଛି। ବକ୍ସ ଅଫିସ୍‌ରେ ପ୍ରଥମ ଦିନରେ ରେକର୍ଡ କରିଥିବା ‘ପଠାନ’ ଦ୍ୱିତୀୟ ଦିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି। ସମସ୍ତ ବିବାଦ ପରେ ମୁକ୍ତିଲାଭ କରିଥିବା ‘ପଠାନ’ର...

ପଠାନର କମାଲ, ୩୨ ବର୍ଷ ପରେ କଶ୍ମୀର ଘାଟିର ସିନେମା ହଲରେ ହାଉସଫୁଲ ସାଇନ

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁ ଓ ଦୀପିକା ପାଦୁକୋନ ଷ୍ଟାରର ମୁଭି ‘ପଠାନ’ର ଚର୍ଚ୍ଚା ଏବେ ସବୁଠି । ‘ପଠାନ’ ରିଲିଜ୍ ହେବା ପରେ କଶ୍ମୀର ଘାଟିରେ କମାଲ କରିଛି । ୩୨ ବର୍ଷ ଧରି ଯାହାକୁ ଅପେକ୍ଷା...

ଦରଘାରେ ଚାଦର ଚଢାଇ ବିବାହ ପାଇଁ ମାନସିକ କଲେ ରାଖୀ ସାଓ୍ବନ୍ତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଖୀ ସାଓ୍ବନ୍ତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତ୍ରୀଙ୍କ ମା’ଙ୍କ ସ୍ବାସ୍ଥ୍ୟ ଭଲ ନ ଥିଲା। ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତେବେ ମା’ଙ୍କ ସୁସ୍ଥ କାମନା କରିବାକୁ ଅଭିନେତ୍ରୀ ପ୍ରଶଂସକଙ୍କୁ ଅନୁରୋଧ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri