ମନୋରଞ୍ଜନ

ଏହି ଦିନ ରିଲିଜ୍‌ ହେବ ‘ମିଶନ ମଜ୍‌ନୁ’

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ରଶ୍ମିକା ମନ୍ଦାନାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ମିଶନ ମଜ୍‌ନୁ’କୁ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ଦର୍ଶକଙ୍କଠାରୁ ବହୁତ ଭଲ ପାଇବା ମିଳିଥିଲା। ବର୍ତ୍ତମାନ ଏହି...

୨୫ରେ ହେବ ଜ୍ୟାକଲିନ୍‌ଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୧୬।୧: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ୍‌ ସୋମବାର ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ହାଜର ହୋଇଥିଲେ। ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ସହ ଜଡିତ ୨୦୦ କୋଟର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାମ ସାମିଲ...

ପରଲୋକରେ ଲୋକପ୍ରିୟ ଗୀତିକାର ନାସିର ଫରାଜ

ମୁମ୍ବାଇ: ପରଲୋକରେ ଲୋକପ୍ରିୟ ଗୀତିକାର ନାସିର ଫରାଜ। ଦୀର୍ଘ ଦିନ ଧରି ଏକ ଗୁରୁତର ରୋଗ ସହ ସଂଗ୍ରାମ କରି ଶେଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନାସିର ଫରାଜ ହୃଦ୍‌ଘାତରେ ପୀଡିତ ଥିଲେ। ରବିବାର ହଠାତ୍‌ ତାଙ୍କ...

ନେପାଳ ବିମାନ ଦୁର୍ଘଟଣାରେ ସିଙ୍ଗର ନିରା ଛନ୍ତୟାଲଙ୍କ ନିଧନ

କାଠମାଣ୍ଡୁ,୧୬ ।୧: ରବିବାର ନେପାଳରେ ହୋଇଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ପର୍ଯ୍ୟନ୍ତ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେ ସୂଚନା ମିଳିଛି କି ଏହି ଦୁର୍ଘଟଣାରେ ନେପାଳର...

ପକେଟ ମନିପାଇଁ ମଡଲିଂ ଆରମ୍ଭ କରିଥିଲେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଶେରଶାହ ସିଦ୍ଧାର୍ଥ ମାଲହୋତ୍ରା ସୋମବାର ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି । ଏବେ ସିଦ୍ଧାର୍ଥ ବଲିଉଡର ଜଣେ ଆଗଧାଡିର ଅଭିନେତା । ସେ ୨୦୧୨ରେ ବରୁଣ ଧୱନ ଓ ଆଲିଆ ଭଟ୍ଟଙ୍କ ସହ ବଲିଉଡ...

ଚଳଚ୍ଚିତ୍ରରେ କାମ କରିବା ପୂର୍ବରୁ ସଂଘର୍ଷ କରିଥିଲେ ଅଭିନେତା, ସେଲ୍ସମ୍ୟାନ୍‌ରୁ ଆଜି ସୁପରଷ୍ଟାର୍‌

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବିଜୟ ସେଥୁପଥି ଆଜି ତାଙ୍କର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ବିଜୟ ୧୬ ଜାନୁୟାରୀ ୧୯୭୮ରେ ତାମିଲନାଡୁରେ ରାଜପାଲାୟମଠାରେ ଜନ୍ମଗ୍ରହଣ କରିଥିଲେ। କୁହାଯାଏ ଯେ, ଜଣେ ସଫଳ ଅଭିନେତାଙ୍କ ପଛରେ ବହୁତ...

ଜାଣନ୍ତି କି ଜୟା ଏବଂ ରେଖାଙ୍କ ମଧ୍ୟରୁ କିଏ ଅଧିକ ଧନୀ, କାହା ପାଖରେ ଅଛି କେତେ କାର୍‌ ଆଉ ବଙ୍ଗଳା

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ଏବଂ ରେଖାଙ୍କର ଆଜି ବି ଅନେକ ପ୍ରଶଂସକ ରହିଛନ୍ତି। ପ୍ରଶଂସକମାନେ ଏହି ଦୁଇ ଅଭିନେତ୍ରୀଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସବୁବେଳେ ଚାହିଁଥାନ୍ତି। ତେବେ ଜାଣନ୍ତି କି ଏହି ଦୁଇ ଅଭିନେତ୍ରୀଙ୍କ...

ପ୍ରସିଦ୍ଧ ସ୍କ୍ରିପ୍ଟରାଇଟର୍‌ଙ୍କ ପରଲୋକ

ଲୋକପ୍ରିୟ ତାମିଲ-ତେଲୁଗୁ ସ୍କ୍ରିପ୍ଟରାଇଟର୍‌୍‌ ଶ୍ରୀ ବାଲାମୁରୁଗାନଙ୍କ ଦେହାନ୍ତ ହୋଇଛି। ୮୬ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ସେ ଗତ କିଛି ବର୍ଷ ଧରି ଅସୁସ୍ଥ ଥିଲେ। ବାଲାମୁରୁଗାନ ‘ଧର୍ମଦଥା’, ‘ଅଲୁମାଗାଲୁ’, ‘ସାଭାସାଗାଲୁ’ ଏବଂ ‘ଜୀବନ ତରଙ୍ଗାଲୁ’ ପରି...

ରିଲିଜ୍‌ ପୂର୍ବରୁ ବିଦେଶରେ ବମ୍ପର ରୋଜଗାର କଲା ‘ପଠାନ’

ବଲିଉଡର ମେଗା ସୁପରଷ୍ଟାର ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ରିଲିଜ୍‌ ପୂର୍ବରୁ ଏହି ଫିଲ୍ମ ଅଗ୍ରୀମ ବୁକିଂରେ ରେକର୍ଡ କରିଛି। ଫିଲ୍ମଟି ବିଦେଶରେ ବମ୍ପର ରୋଜଗାର କରିଛି। ଏହି ଆକ୍ସନ...

ପୁଣି ଇତିହାସ ରଚିଲା ‘ଆରଆରଆର’

ରାମ ଚରଣ ଏବଂ ଜୁନିଅର ଏନଟିଆରଙ୍କ ଅଭିନୀତ ଫିଲ୍ମ ‘ଆରଆରଆର’ ପୁଣି ବିଶ୍ୱସ୍ତରରେ ଲୋକ୍ରପିୟତା ହାସଲ କରିଛି। ନିକଟରେ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ହଲିଉଡ୍‌ର ସମ୍ମାନଜନକ ଗୋଲଡେନ ଗ୍ଲୋବ ପୁରସ୍କାର ମିଳିଥିଲା। ଏବେ...

ଆଶୀର୍ବାଦ ମାଗିଲେ ଇଶା

ମୁମ୍ବାଇ: ବଲିଉଡ ନାୟିକା ଇଶା ଦେୱଲ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । କିଛି ଦିନର ବ୍ୟବଧାନ ପେର ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ହେମାଙ୍କ ଝିଅ ଇଶା । ଇଶା ନିକଟରେ ଅଜୟ ଦେବଗନଙ୍କ ମୁଭି ‘ରୁଦ୍ର ଦ...

ରବିବାରଟା ଖରାପ କରିଦେଲା ବିଲେଇ, ଫଟୋ ଶେୟାର କରି ଆଲିଆ କହିଲେ…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦର ମା’ ତଥା ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ତାଙ୍କ ମାତୃତ୍ୱ ସମୟ ବିତାଉଛନ୍ତି। ଯଦିଓ ସେ ଏପର୍ଯ୍ୟନ୍ତ ତାଙ୍କ ଝିଅ ରାହାଙ୍କ ଚେହେରା ଦେଖାଇ ନାହାନ୍ତି, କିନ୍ତୁ ତାଙ୍କର ନିରୀହ ଚେହେରା ଦେଖାଇ ପ୍ରତିଦିନ ପ୍ରଶଂସକଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri