ମନୋରଞ୍ଜନ

ହୃଦ୍‌ଘାତରେ ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ୭୮ ବର୍ଷୀୟ ଅଭିନେତା ଚଲପଥି ରାଓଙ୍କର ଦେହାନ୍ତ ହୋଇଛି। ହୃଦଘାତରେ ତାଙ୍କ ମୃତ ଘଟିଥିବା ଜଣାପଡିଛି। ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଲପଥି ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ।...

ତୁନିଶାଙ୍କ ଏକ୍ସ ବୟଫ୍ରେଣ୍ଡ ସିଜାନ ମହମ୍ମଦ ଗିରଫ

ମୁମ୍ବାଇ,୨୫ ।୧୨: ଟେଲିଭିଜନ ଦୁନିଆର ଜଣେ ପରିଚିତ କଳାକାର ତୁନିଶା ଶର୍ମାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଚମକାଇ ଦେଇଛି । ଶନିବାର ତୁନିଶାଙ୍କ ମୃତଦେହ ଶୁଟିଂ ସେଟରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । କୁହାଯାଉଛି କି ଡିପ୍ରେସନ କାରଣରୁ ତୁନିଶା...

ବିୟର ଗ୍ରିଲ୍ସଙ୍କୁ ଦିଲ୍ଲୀ ହାଇକୋର୍ଟରୁ ସମନ

ମୁମ୍ବାଇ: ବ୍ରିଟେନର ପ୍ରସିଦ୍ଧ ଆଡଭେଞ୍ଚର ଶୋ’ ମେନ ଭର୍ସେସ ୱାଇଲ ସମ୍ପର୍କରେ ସମସ୍ତେ ଅଳ୍ପ ବହୁତେ ଅବଗତ ଥିବେ ନିଶ୍ଚିତ । ଏଥିରେ ବିୟର ଗ୍ରିଲ୍ସ ତାଙ୍କ ସର୍ଭାଇଭାଲ ଜର୍ନିକୁ ନେଇ ବେଶ ପରିଚିତ । ତାଙ୍କର ପ୍ରତିଟି ଶୋ’ରେ...

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ରଜିତା

ବମ୍ବେ: ଆଉ ନାହାନ୍ତି ଟେଲିଭିଜନ ତଥା ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ରଜିତା କୋଚର। ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। କିଡନୀ ଫେଲ୍‌ ହେବା ସାଙ୍ଗକୁ ତାଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା। ଏହାପରେ ତାଙ୍କୁ ପାରାଲିସିସ୍‌ ହୋଇଥିଲା। ଔଷଧ...

‘ଛାଡ଼ପତ୍ର ଦିନ ପାଳିବି ଜନ୍ମଦିନ’

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଆଜି ଅର୍ଥାତ୍‌ ଡିସେମ୍ବର ୨୪ ଶନିବାର ଓଲିଉଡ୍‌ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ଜନ୍ମଦିନ। ଏହି ଅବସରରେ ଅନୁଭବ ନିଜେ ସୋସିଆଲ ମିଡିଆରେ ଏମିତି କିଛି କହିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନୁଭବ ତାଙ୍କ...

ମେକ୍‌ଅପ୍‌ ରୁମ୍‌ରେ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ

ବମ୍ବେ: ଆତ୍ମହତ୍ୟା କରିଛନ୍ତି ଟେଲି ଅଭିନେତ୍ରୀ ତୁନିଶା ଶର୍ମା। ମେକ୍‌ଅପ୍‌ ରୁମ୍‌ରେ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଅଲିବାବା ସେଟ୍‌ରେ ଏହି...

ଝିଅ ହେବାର ଦୁଇ ମାସ ନ ପୁରୁଣୁ ଆଲିଆ କଲେଣି କଠିନ ଯୋଗ

ବମ୍ବେ: ବଲିଉଡ୍‌ ଡିଭା ଆଲିଆ ଭଟ୍ଟ କରୁଛନ୍ତି ପରିଶ୍ରମ। ସେ ବି ପୁଣିଥରେ ପୁରୁଣା ଚେହେରା ଫେରି ପାଇବାକୁ। କେତେବେଳେ ଜିମ୍‌ ତ କେତେବେଳେ ସେ ଯୋଗକୁ ପ୍ରାଧାନ୍ୟ ଦେଉଛନ୍ତି। ମା’ ହେବାର ଦେଢ଼ ମାସ ବିତିଥିବା ବେଳେ ଆଲିଆ...

ଆଉ ଜଣେ ଅଭିନେତ୍ରୀଙ୍କୁ କ୍ୟାନ୍‌ସର

ବମ୍ବେ: କ୍ୟାନ୍‌ସରରେ ପୀଡ଼ିତ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ସେ ହେଲେ ରୋଜ୍‌ଲିନ୍‌ ଖାଁ। ଦର୍ଶକଙ୍କ ଗହଣରେ ‘ସବିତା ଭାବି’ ନାମରେ ପରିଚିତ ରୋଜ୍‌ଲିନ୍‌ ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ କରି ଏ ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ପୋଷ୍ଟ...

ଭୟ ନ କରି ସତର୍କ ରହିବାକୁ କହିଲେ ସୋନୁ ସୁଦ

ମୁମ୍ବାଇ: କରୋନାର ନୂଆ ସଂକ୍ରମଣକୁ ନେଇ ଦେଶରେ ପୁଣି ଥରେ ଆତଙ୍କ ଖେଳିଯାଇଛି। କରୋନାକୁ ରୋକିବା ପାଇଁ ସରକାର ପ୍ରସ୍ତୁତି ମଧ୍ୟ ଚଳାଇଛନ୍ତି। ଏହି ସମୟରେ ଅଭିନେତା ସୋନୁ ସୁଦ ପୁଣି ଥରେ କରୋନାକୁ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଛନ୍ତି।...

ରିଲିଜ୍‌ ହେବାର କିଛି ଘଣ୍ଟା ପରେ ଅନ୍‌ଲାଇନ୍‌ରେ ଲିକ୍‌

ଅଶ୍ୱିନ ସାରବନନଙ୍କ ନିର୍ଦ୍ଦେଶିତ ଫିଲ୍ମ‘ କନେକ୍ଟ’ ଡିସେମ୍ବର ୨୩ ଅର୍ଥାତ୍‌ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ତାମିଲ ହରର-ଥ୍ରୀଲର ଫିଲ୍ମଟି ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଛି। ହେଲେ ଫିଲ୍ମ ରିଲିଜ୍‌ ହେବାର କିଛି ଘଣ୍ଟା ପରେ ଅନ୍‌ଲାଇନ୍‌ରେ ଲିକ୍‌ ହୋଇଛି। ଟୋରେଣ୍ଟ...

ପିତାଙ୍କ ଜନ୍ମଦିନରେ ପିଲାଦିନର ଫଟୋ ଶେୟାର କଲେ ସୋନମ

ମୁମ୍ବାଇ: ଆଜି ଅର୍ଥାତ୍‌ ନଭେମ୍ବର ୨୪ରେ ଅଭିନେତା ଅନିଲ କପୁରଙ୍କ ଜନ୍ମଦିନ। ପିତାଙ୍କ ୬୬ତମ ଜନ୍ମଦିନରେ ଝିଅ ତଥା ଅଭିନେତ୍ରୀ ସୋନମ କପୁର କିଛି ପୁରୁଣା ଫଟୋ ଶେୟାର କରି ପିଲାଦିନର ସ୍ମୃତିକୁ ତାଜା କରିଛନ୍ତି। ଗୋଟିଏ ଫଟୋରେ ସେ...

ଫିଲ୍ମ ବ୍ୟତୀତ ଘରଭଡ଼ାରୁ ଏତିକି ଟଙ୍କା ରୋଜଗାର କରିଥାନ୍ତି କାଜଲ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ଫିଲ୍ମ ଏବଂ ବିଜ୍ଞାପନରେ କାମ କରିବା ପାଇଁ ବହୁତ ଫି’ ଦାବି କରିଥାନ୍ତି। କିନ୍ତୁ ଏହି ସେଲିବ୍ରିଟିମାନଙ୍କ ରୋଜଗାରର ଉତ୍ସ କେବଳ ଏହା ମଧ୍ୟରେ ବି ସୀମିତ ନୁହେଁ। ଅନେକ ଷ୍ଟାର୍‌ ଫିଲ୍ମ, ସିରିୟଲ, ବିଜ୍ଞାପନରୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri