ମନୋରଞ୍ଜନ

‘ମିଶନ ମଜନୁ’ର ରିଲିଜ୍‌ ଡେଟ୍‌ ଘୋଷଣା: ର’ ଏଜେଣ୍ଟ ଚରିତ୍ରରେ ନଜର ଆସିବେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ବହୁ ପ୍ରତିକ୍ଷୀତ ଅପ୍‌କମିଂ ଫିଲ୍ମ ‘ମିଶନ ମଜନୁ’ର ପ୍ରଶଂସକ ପାଇଁ ଏକ ଖୁସି ଖବର। ମଙ୍ଗଳବାର ଏହି ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା ହୋଇଛି। ଶାନ୍ତନୁ ବାଗଚିଙ୍କ ନିର୍ଦ୍ଦେଶିତ ଏହି ସ୍ପାଏ, ଥ୍ରିଲର...

ଅନୁଭୁତି ଶେୟାର କଲେ ରିଦ୍ଧି

ମୁମ୍ବାଇ: ଅଭିନେତ୍ରୀ ରିଦ୍ଧି ଡୋଗରା ଅଭିନୟ କରିଥିବା କିଛି ପ୍ରୋଜେକ୍ଟ ଏବେ କେବଳ ରିଲିଜ୍ ଅପେକ୍ଷାରେ ରହିଛି । ତେଣୁ କୁହାଯାଉଛି ୨୦୨୩ ରିଦ୍ଧିଙ୍କ ପାଇଁ ଖୁବ୍ ରୋମାଞ୍ଚକର ରହିବ । ଟେଲିଭିଜନ ପରଦାରେ କିଛି ବଡ ବଡ ଧାରାବାହିକରେ...

ରାଜ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୩।୧୨: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କୁ କୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ରାଜ କୁନ୍ଦ୍ରାଙ୍କ ସହ ଅଶ୍ଳୀଳ ଫିଲ୍ମ ତିଆରି...

ପୂଜା ହେଗଡେଙ୍କ ପ୍ରେମରେ ପଡିଛନ୍ତି କି ସଲମାନ? ବନ୍ଧୁ କଲେ ଖୁଲାସା

ମୁମ୍ବାଇ: କିଛି ଦିନ ପୂର୍ବରୁ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଏବଂ ପୂଜା ହେଗଡେଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି ବୋଲି ଗୁଜବ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସଲମାନଙ୍କ ଜଣେ ବନ୍ଧୁ...

‘ଆରଆରଆର’ ଗୋଲଡେନ ଗ୍ଲୋବସ୍‌ ପୁରସ୍କାର ପାଇଁ ମନୋନୀତ

ମୁମ୍ବାଇ: ନିର୍ଦ୍ଦେଶକ ଏସ ଏସ ରାଜାମୌଲିଙ୍କ ଫିଲ୍ମ‘ଆରଆରଆର’ ବର୍ତ୍ତମାନ ଚଳିତ ବର୍ଷ ବିଗ୍‌ ବଜେଟ୍‌ ଚଳଚ୍ଚିତ୍ର। ଯାହା ବକ୍ସ ଅଫିସରେ ଧମାକାଦାର ଆୟ କରି ସମସ୍ତ ରେକର୍ଡ ଭାଙ୍ଗିଛି। ବର୍ତ୍ତମାନ ଏହି ଫିଲ୍ମ ସମଗ୍ର ବିଶ୍ୱରେ ସମ୍ମାନଜନକ ଗୋଲଡେନ ଗ୍ଲୋବ...

ଆସନ୍ତା ଜାନୁୟାରୀରେ ବିବାହ କରିବେ ଆଥିଆ-ରାହୁଲ

ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ମଧ୍ୟରୁ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲଙ୍କ ବିବାହ ରହିଛି। ଦୁହେଁ କେବେ ବିବାହ କରୁଛନ୍ତି ତାହାକୁ ନେଇ ପ୍ରଶଂସକ ଅପେକ୍ଷା କରିଛନ୍ତି। ତେବେ ଆସନ୍ତା ବର୍ଷ ଜାନୁୟାରୀରେ ବିବାହ ବନ୍ଧନରେ...

ଗୋଲଡେନ ଫିଲ୍ମ ଆୱାର୍ଡ ଜିତିଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ବଲିଉଡ ଫଲ୍ମ ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତ୍ରଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ନାଁରେ ଆଉ ଏକ ସଫଳତା ଯୋଡି ହୋଇ ଯାଇଛି । ଫିଲ୍ମକୁ ନିକଟରେ ଆୟୋଜିତ ହୋଇଥିବା ଭାରତୀୟ ଟେଲିଭିଜନ ପୁରସ୍କାର(ଆଇଟିଏ-୨୦୨୨)ରେ ସମ୍ମାନୀତ କରାଯାଇଛି ।...

ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ଅଭିନେତ୍ରୀ ନୋରା

ମୁମ୍ବାଇ,୧୨।୧୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟାର ସମାଧାନ ହେବାର ନାଁ ନେଉନାହିଁ। ବର୍ତ୍ତମାନ ଅଭିନେତ୍ରୀ ନୋରା ଫତେହି ଏବଂ ଜ୍ୟାକଲିନ ଫର୍ନାଣ୍ଡିଜ ଏହି ମାମଲାକୁ ନେଇ...

ରୁଖସାନା ଭୂମିକାରେ ନଜର ଆସିବେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ ବାୟୋପିକ ଟ୍ରେଣ୍ଡରେ ଏବେ ଆଉ ଜଣଙ୍କ ନାଁ ସାମିଲ ହେବାକୁ ଯାଉଛି । ୮ ଅଗଷ୍ଟ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଟିକଲ ୩୦ ଶେଷ ହେବାକୁ ନେଇ ଏକ ଭାଷଣ ଦେଇଥିଲେ । ଏହି ଭାଷଣର...

ବିବାହର ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ଅଭିନେତା

ଦକ୍ଷିଣ ସିନେମାର ସୁପରଷ୍ଟାର ରାମ ଚରଣ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ଉପସନା କାମିନେନି ଗର୍ଭବତୀ ଅଛନ୍ତି। ରାମ ଚରଣଙ୍କ ପିତା ଚିରଞ୍ଜୀବୀ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଶ୍ରୀ...

ତୃତୀୟଥର ବାପା ହେଲେ ମନୋଜ

ନୂଆଦିଲ୍ଲୀ,୧୨।୧୨: ଭାଜପା ଏମ୍‌ପି ତଥା ଭୋଜପୁରୀ ଅଭିନେତା ମନୋଜ ତିୱାରୀ ତୃତୀୟଥର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ ସୁରଭି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ମନୋଜ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ମନୋଜ...

‘ପଠାନ’ର ପ୍ରଥମ ଗୀତ ରିଲିଜ୍‌ 

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ଆସନ୍ତା ଜାନୁୟାରୀରେ ହେବାକୁ ଯାଉଛି। ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେତ ଉତ୍ସାହିିତର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ ଫିଲ୍ମର ପ୍ରଥମ ଗୀତ ‘ବେସରମ ରଙ୍ଗ’...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri