ମନୋରଞ୍ଜନ

‘କେଜିଏଫ୍‌-୨’ପରେ ଧନୁଷଙ୍କ ଫିଲ୍ମରେ ପୁଣି ଖଳନାୟକ ହେବେ ସଞ୍ଜୟ ଦତ୍ତ

ମୁମ୍ବାଇ: ସାଉଥ୍‌ରୁ ବଲିଉଡ ଚଳଚ୍ଚିତ୍ରରେ ଚମତ୍କାର ପ୍ରଦର୍ଶନ ସହିତ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଧନୁଷ ‘ଗ୍ରେ ମ୍ୟାନ’ ଏବଂ ’ନାନେ ବାରୁବେନ’ ଭଳି ବ୍ୟାକ୍‌ ଟୁ ବ୍ୟାକ୍‌ ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି। ‘କ୍ୟାପଟେନ ମିଲର୍‌’, ‘ଗ୍ରେ ମ୍ୟାନ...

ବିବାହ ବିଚ୍ଛେଦ ଖବର ପରେ ଏକାଠି ନଜର ଆସିଲେ ସାନିଆ-ସୋଏବ

ମୁମ୍ବାଇ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ସହମତିରେ ଛାଡ଼ପତ୍ର ଦେଇଥିବା ଯଦିଓ ଚର୍ଚ୍ଚା ହେଉଛି କିନ୍ତୁ ସୋଏବ କିମ୍ବା ସାନିଆଙ୍କ ପକ୍ଷରୁ...

ରଜନୀକାନ୍ତଙ୍କ ସହ ରୋମାନ୍ସକୁ ନେଇ ଐଶ୍ୱର୍ଯ୍ୟାଙ୍କ ଉଡ଼ିଥିଲା ମଜା

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ଆଜି ଅର୍ଥାତ୍‌ ଡିସେମ୍ବର ୧୨ରେ ତାଙ୍କର ୭୨ତମ ଜନ୍ମଦିବସ ପାଳନ କରୁଛନ୍ତି। ତାଙ୍କର ଆକ୍ସନ, ରୋମାନ୍ସ ସବୁକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଏହି ଖାସ୍‌ ଦିନରେ ବିଭିନ୍ନ ମହଲରୁ ରଜନୀକାନ୍ତଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।...

ଡରୁଛନ୍ତି ରଣବୀର

ବଲିଉଡର ରୋମାଣ୍ଟିକ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ମାତାପିତା ହୋଇଛନ୍ତି। ନିକଟରେ ଆଲିଆ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାପରେ ରଣବୀର-ଆଲିଆଙ୍କ ଜୀବନରେ ଅନେକ ପରିବର୍ତ୍ତନ ଘଟିଛି। ପିତା ହେବା ପରେ ଏକ ସାକ୍ଷାତକାରରେ ରଣବୀର...

‘ପୁଣି ତୁମକୁ ଭେଟିବି’

ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆଜି ଜନ୍ମବାର୍ଷିକୀ। ଏହି ଅବସରରେ ଅଭିନେତ୍ରୀ ଶେହନାଜ ଗିଲ ସ୍ବର୍ଗତ ଅଭିନେତା ସିଦ୍ଧାର୍ଥଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିଛନ୍ତି। ସେ ସିଡଙ୍କ ଜନ୍ମଦିନ ପାଳନ କରି ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଥିଲେ।...

ରଜନୀକାନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଭାରତୀୟ ସିନେମାର କିମ୍ବଦନ୍ତୀ ଅଭିନେତା ରଜନୀକାନ୍ତ ଆଜି ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୫ରେ ଡେବ୍ୟୁ କରିଥିବା ରଜନୀକାନ୍ତ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ସାଉଥ୍‌ରେ, ପ୍ରଶଂସକମାନେ ଭଗବାନଙ୍କ ପରି ରଜନୀକାନ୍ତଙ୍କୁ ପୂଜା କରନ୍ତି ଏବଂ ଉତ୍ସାହର ସହିତ...

ରଜନୀକାନ୍ତଙ୍କ ପାଇଁ ୭ ଦିନର ଉପବାସ ବ୍ରତ ରଖିଥିଲେ ଶ୍ରୀଦେବୀ

ମୁମ୍ବାଇ: ସାଉଥ ସିନେମାରୁ ବଲିଉଡ ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିତିଥିବା ସୁପରଷ୍ଟାର ରଜନୀକାନ୍ତ ଆଜିବି ମନୋରଞ୍ଜନ ଦୁନିଆରେ ବେଶ ଆକ୍ଟିଭ । କିଛିଦିନ ପାଇଁ ସେ ରାଜନୀତିରେ ଯୋଗ ଦେଇଥିଲେ ବି ଏଥିରୁ ଓହରି ଆସିଛନ୍ତି...

୨ ସ୍ତ୍ରୀ ଏକସଙ୍ଗେ ହେଲେ ଗର୍ଭବତୀ, ସୂଚନା ଦେଇ ଟ୍ରୋଲ ହେଲେ ୟୁଟ୍ୟୁବର

ଲୋକପ୍ରିୟ ୟୁଟ୍ୟୁବର ଅରମାନ ମଲିକ ଆଜିକାଲି ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଉଛନ୍ତି। ନିକଟରେ ସେ ତାଙ୍କ ସ୍ତ୍ରୀ ପାୟଲ ଏବଂ କ୍ରିତିକାଙ୍କ ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ। ୟୁଜର୍ସ ଅଭିନନ୍ଦନ ଜଣାଇବା ପରିବର୍ତ୍ତେ ତାଙ୍କୁ ଟ୍ରୋଲ କରୁଛନ୍ତି। ଅରମାନ...

ସୁଶାନ୍ତ ଆତ୍ମହତ୍ୟା କରିଥିବା ଫ୍ଲାଟ୍‌ରେ ରହିବାକୁ କେହି ରାଜି ନାହାନ୍ତି, ୨.୫ ବର୍ଷ ପରେ ବି ପଡିଛି ଖାଲି

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆମ ଗହଣରେ ନ ଥାଇ ପାରନ୍ତି, କିନ୍ତୁ ତାଙ୍କ ସ୍ମୃତି ପ୍ରଶଂସକଙ୍କ ହୃଦୟରେ ସର୍ବଦା ରହିଆସିଛି। ଜୁନ ୧୪, ୨୦୨୦ରେ ସେ ଆତ୍ମହତ୍ୟା କରିଥିଲେ। ତାଙ୍କ ଆକସ୍ମିକ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କ ପାଇଁ...

ରୋମାଣ୍ଟିକ୍‌ ହେଲେ କୋହଲି

ନୂଆଦିଲ୍ଲୀ,୧୧।୧୨: ଭାରତୀୟ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଆଜି ୫ମ ବିବାହବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ସେ ସୋସିଆଲ ମିଡିଆରେ ସ୍ତ୍ରୀ ଅନୁଷ୍କାଙ୍କ ସହ ଫଟୋ ଶେୟାର କରି ଏକ ବିଶେଷ ବାର୍ତ୍ତା ଲେଖିଛନ୍ତି।...

‘ଶମ୍ଭୁ’ରୁ ଶୁଭମ

ଓଡ଼ିଆ ସିନେମାର ନବାଗତ ନାୟକ ତାଲିକାରେ ଆଉ ଜଣେ ନିଜ ନାମକୁ ସାମିଲ କରିଛନ୍ତି। ସେ ହେଲେ ଶୁଭମ। ନିର୍ମିତ ହେଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶମ୍ଭୁ’ରୁ ସେ ନାୟକ ଭାବରେ ଦେଖାଦେବେ। ଅନୁପମା ମୁଭିଜ୍‌ ଦ୍ୱାରା ପ୍ରସ୍ତୁତ, ବିଭୁତି...

ଭଜନ ଦେଇଛି ପରିଚୟ

ପିଲାଦିନରୁ ସେ ଗୀତ ଗାଇବାକୁ ଖୁବ୍‌ ଭଲ ପାଉଥିଲେ। ଗାଁରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ କି ସ୍କୁଲ ଉତ୍ସବ ସବୁଠି ଭଜନ ଗାଇ ସମସ୍ତଙ୍କ ପାଖରେ ପ୍ରଶଂସିତ ହୁଅନ୍ତି । ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଗାୟିକାର ପରିଚୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri