ମନୋରଞ୍ଜନ

ବିବାହ ଭେନ୍ୟୁ ସ୍ଥିର କଲେ କିଆରା-ସିଦ୍ଧାର୍ଥ!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଚଳତ ବର୍ଷ ନୁହେଁ ବରଂ ଆସନ୍ତା ବର୍ଷ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଏବେ ଏମାନଙ୍କର ବିବାହ ଭେନ୍ୟୁ ସ୍ଥିର...

‘ମୋତେ କଳା ବିଲେଇ ଡାକୁଥିଲେ’

ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ରେ ନୁହେଁ, ହଲିଉଡ୍‌ରେ ମଧ୍ୟ ବେଶ୍‌ ନାଁ କମାଇ ସାରିଛନ୍ତି। ପ୍ରିୟଙ୍କା ବିଶ୍ୱସ୍ତରୀୟ ଷ୍ଟାର୍‌ ତାଲିକାରେ ଯେ, ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି; ଏଥିରେ କୌଣସି ସନ୍ଦେହ ନାହିଁ। ବର୍ତ୍ତମାନ କେବଳ...

ମା’ଙ୍କୁ ହରାଇଲେ ଅଭିନେତା ମନୋଜ ବାଜପେୟୀ

ବମ୍ବେ: ମା’ଙ୍କୁ ହରାଇଛନ୍ତି ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ। ଦୀର୍ଘଦିନ ଧରି ମା’ ଗୀତା ଦେବୀ ଅସୁସ୍ଥ ଥିବା ବେଳେ ଗୁରୁବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ତେବେ...

ଲେଡି ସିଙ୍ଘମ ହେବେ ଦୀପିକା

ବମ୍ବେ: ଲେଡି ସିଙ୍ଘମ୍‌ ହେବେ ଦୀପିକା ପାଦ୍ୟୁକୋନ। ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ଏଗେନ୍‌’ରେ ନଜର ଆସିବେ ସେ। ଏନେଇ ଘୋଷଣା ହେବା ପରେ ଦୀପିକାଙ୍କ ପ୍ରଶଂସକ ଖୁସିବ୍ୟକ୍ତ କରିଛନ୍ତି। ଆଉ ଏକ ଖୁସି ଖବର ହେଉଛି...

ଛାଡପତ୍ରର କିଛି ମାସ ପରେ ଏବେ ପ୍ରେମରେ ହନି ସିଂ, ଗର୍ଲଫ୍ରେଣ୍ଡଙ୍କ ସହ ଆସିଲେ ନଜର

ପ୍ରସିଦ୍ଧ ଗାୟକ ତଥା ରାପର ହନି ସିଂ ଚମତ୍କାର ରାପର ଷ୍ଟାଇଲ ଗୀତ ହେତୁ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଆଲୋଚନା ପରିସରକୁ ଆସନ୍ତି। ନିକଟରେ ହନି...

୮୭ତମ ଜନ୍ମଦିନ ପାଳୁଛନ୍ତି ଧର୍ମେନ୍ଦ୍ର, ଖାସ୍‌ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ହେମା ମାଳିନୀ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଆଜି ତାଙ୍କର ୮୭ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନରେ ବି-ଟାଉନ୍‌ର ସମସ୍ତ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। କିମ୍ବଦନ୍ତୀ ଅଭିନେତା ଭାରତୀୟ ସିନେମାକୁ ଅନେକ ହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି।...

ପୁଣି ପ୍ରେମରେ ପଡ଼ିଛନ୍ତି ରିୟା

ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣି ପ୍ରେମରେ ପଡିଛନ୍ତି। ସେ ଏବେ ଅଭିନେତ୍ରୀ ସୀମା ସାଜଦେହଙ୍କ ଭାଇ ବଣ୍ଟି ସଜଦେହଙ୍କୁ ଡେଟ କରୁଛନ୍ତି। କିନ୍ତୁ ଉଭୟ ଏହି ସମ୍ପର୍କକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି। ରିୟାଙ୍କ ପୂର୍ବତନ ପ୍ରେମିକ ତଥା...

ଶର୍ମିଲା ଟାଗୋରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ହିନ୍ଦୀ ସିନେମାର ଭେଟେରାନ ଅଭିନେତ୍ରୀ ଶର୍ମିଲା ଟାଗୋର ଆଜି ୭୮ ବର୍ଷରେ ପଦାର୍ପଣ କରିଛନ୍ତି। କଶ୍ମୀର କି କଲି, ଅମର ପ୍ରେମ, ଆରାଧନା ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ଶର୍ମିଲା ଆନ୍ଧ୍ରପ୍ରଦେଶର ଏକ ହିନ୍ଦୁ ବଙ୍ଗୀୟ ପରିବାରରେ ଜନ୍ମ...

ଅଭିନେତାଙ୍କ ଭବିଷ୍ୟବାଣୀ: ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ନିର୍ବାଚନ ଜିତିପାରିବନି ଭାଜପା

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ ଆଦମୀ ପାର୍ଟି ବହୁ ସଂଖ୍ୟାରେ ବିଜୟ ହାସଲ କରିଛି। ଏହି ବିଶେଷ ଅବସରରେ ସମସ୍ତେ ଅରବିନ୍ଦ କେଜ୍‌ରିୱାଲ ଏବଂ ତାଙ୍କ ଦଳ ଏଏପିକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବଲିଉଡ ଅଭିନେତା ତଥା...

ଫିଲ୍ମ ପ୍ରମୋଶନ ଆଳରେ ଅଭିନେତ୍ରୀଙ୍କୁ ଫୁଟ୍‌ ମସାଜ, ଟ୍ରୋଲ ହେଉଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା

ବମ୍ବେ: ଦିନ ଥିଲା ବଲିଉଡ୍‌ର ଶ୍ରେଷ୍ଠ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ଥିଲେ ରାମ ଗୋପାଳ ବର୍ମା। ଏବେ ସେ କେବଳ ତେଲୁଗୁ ସିନେମା ଯାଏ ସୀମିତ ହୋଇ ରହିଯାଇଛନ୍ତି ବୋଲି କହିଲେ ଚଳେ। ସେ ତାଙ୍କର ଫିଲ୍ମକୁ ହିଟ୍‌ କରାଇବାକୁ...

ଅଭିନେତା କ୍ରିଷ୍ଣା ଜି ରାଓଙ୍କ ପରଲୋକ

ୟଶ ଷ୍ଟାରର୍‌ ଫିଲ୍ମ ‘କେଜିଏଫ’ ଫେମ୍‌ ଅଭିନେତା କ୍ରିଷ୍ଣା ଜି ରାଓଙ୍କ ପରଲୋକ ଘଟିଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡି ବେଙ୍ଗାଲୁରୁର ସୀତା ସର୍କଲ ନିକଟ ବିନାୟକ ହସ୍ପିଟାଲରେ ଚିକିତ୍ସିତ...

‘ଅବତାର ୨’କୁ ନେଇ ଦର୍ଶକଙ୍କ ବଢୁଛି କ୍ରେଜ୍‌

ହଲିଉଡ ଫିଲ୍ମ ‘ଅବତାର ୨’କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି। ଫିଲ୍ମ ଭାରତରେ ଡିସେମ୍ବର ୧୬ରେ ରିଲିଜ୍‌ ହେବାକୁ ଯାଉଛି। ଏହାପୂର୍ବରୁ ଆଡଭାନ୍ସ ବୁକିଂରେ ଫିଲ୍ମଟି ରେକର୍ଡ ଭାଙ୍ଗିଛି। ରିଲିଜ ହେବାର ଦଶ ଦିନ ପୂର୍ବରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri