ମନୋରଞ୍ଜନ

ମା’ ହେବା ପରେ ଆଲିଆଙ୍କ ଫିଟ୍‌ନେସ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଝିଅ ହେବାର ମାସକ ପରେ, ନିତିଦିନିଆ କାର୍ଯ୍ୟକୁ ଫେରିଛନ୍ତି। ବୁଧବାର ଆଲିଆଙ୍କୁ ସେଲିବ୍ରିଟି ଟ୍ରେନର ଅନୁଷ୍କାଙ୍କ ଯୋଗ ଘର ବାହାରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଆଲିଆଙ୍କ ଭିଡିଓ  ଭାଇରାଲ ହେବାରେ ଲାଗିଛି।...

ବଦଳିଗଲେଣି ଟେଲି ପରଦାର ‘ସଂସ୍କାରୀ ପୁଅ’

ବମ୍ବେ: ବଦଳିଗଲେଣି ଟେଲି ପରଦାର ସଂସ୍କାରୀ ପୁଅ ଅନସ ରଶିଦ। ଦିନ ଥିଲା ମହିଳା ପ୍ରଶଂସକମାନେ ତାଙ୍କ ପାଇଁ ପାଗଳ ଥିଲେ। ହେଲେ ଏବେ ଅନସ ବହୁତ ବଦଳିଯାଇଛନ୍ତି। ଲମ୍ବା ଚୁଟି ସାଙ୍ଗକୁ ଦାଢ଼ି-ନିଶ ତାଙ୍କ ଲୁକ୍‌କୁ ବିଲ୍‌କୁଲ୍‌ ବଦଳାଇଦେଇଛି।...

ସ୍ବାମୀଙ୍କୁ ଏମିତି କାମ କରିବାକୁ ମନା କରନ୍ତି କ୍ୟାଟ୍ରିନା

ବଲିଉଡର ହ୍ୟାଣ୍ଡ୍‌ସମ୍‌ ତଥା ଦକ୍ଷ ଅଭିନେତା ବିକି କୌଶଲ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେ ପ୍ରାୟତଃ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ବିକି ନିକଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। କିନ୍ତୁ ଏଭଳି ଭିଡିଓକୁ ତାଙ୍କ ସ୍ତ୍ରୀ...

ପ୍ରେମିକ ଦେଇନାହାନ୍ତି ଧୋକା, ହୋଇନି ବ୍ରେକ୍‌ଅପ୍‌

ବମ୍ବେ: ପ୍ରେମିକଙ୍କ ସହ ମିଛ ବ୍ରେକ୍‌ଅପ୍‌ ଡ୍ରାମା କରି ଚର୍ଚ୍ଚାରେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନା ଖାଁ। ସୋସିଆଲ ମିଡିଆରେ ସେ ଗୋଟିଏ ପୋଷ୍ଟ କରିଥିଲେ। ଏହାପରେ ରକି ଜାୟସଓ୍ବାଲଙ୍କଠାରୁ ସେ ଅଲଗା ହୋଇଥିବା ଅନୁମାନ କରାଯାଉଥିଲା। ହେଲେ...

ଫିଲ୍ମରେ ନିଜ ଲୁକ୍‌କୁ ନେଇ ଟ୍ରୋଲ ହେଲେ ଅକ୍ଷୟ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିପାରିନାହିଁ। ତାଙ୍କର ଗୋଟିଏ ପରେ ଫିଲ୍ମ ଫ୍ଲପ୍‌ ହୋଇଯାଇଥିଲା। ହେଲେ ଅଭିନେତାଙ୍କ ଅପକମିଙ୍ଗ୍‌ ମରାଠି ଫିଲ୍ମ ‘ବେଦାତ ମରାଠି ଭୀର ଦୌଡଲେ ସାତ’ରେ ଛତ୍ରପତି ଶିବାଜୀ ମହାରାଜଙ୍କ...

ବଲିଉଡ୍‌ରେ ଡେବ୍ୟୁ କରିବେ ଆର୍ଯ୍ୟନ ଖାନ୍‌: ଫଟୋ ଶେୟାର କରି ଦେଲେ ସୂଚନା

ମମ୍ବାଇ: ପରଦାକୁ ଫେରୁଛନ୍ତି ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌। ଅଭିନୟ ମାଧ୍ୟମରେ ନୁହେଁ ବରଂ ନିର୍ଦ୍ଦେଶନା ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆର୍ଯ୍ୟନ ଖାନ୍‌ ତାଙ୍କର ନୂତନ ଏବଂ ପ୍ରଥମ ପ୍ରୋଜେକ୍ଟ ବିଷୟରେ ସୋସିଆଲ...

ଫିଫା ଟ୍ରଫି ଉନ୍ମୋଚନ କରିବେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ୧୫ ବର୍ଷ ମଧ୍ୟରେ ଅନେକ ବ୍ଲକବଷ୍ଟର ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଚଳିତବର୍ଷ ଅଭିନେତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ସଦସ୍ୟ ଭାବେ ଭାରତର ପ୍ରତିନିଧିତ୍ୱ କରୁଥିଲେ। ଏସବୁ ନେଇ ଲାଇମଲାଇଟ୍‌ରେ...

ଏହି କାରଣରୁ ଏବେ ଓଟିଟିରେ ରିଲିଜ୍‌ ହେବନି ଫିଲ୍ମ ‘ଉଁଚାଇ’

ମୁମ୍ବାଇ: ଭେଟେରାନ ଅଭିନେତା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଉଁଚାଇ’ ଭଲ ପ୍ରଦର୍ଶନ କରିଛି। ଫିଲ୍ମଟି ବକ୍ସ ଅଫିସରେ ଆଶାଠାରୁ ଅଧିକ ପ୍ରଦର୍ଶନ କରିଛି। ତେବେ ପ୍ରଶଂସକମାନେ ଆଶା କରୁଥିଲେ ଯେ, ଖୁବ୍‌ଶୀଘ୍ର ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବ। ହେଲେ...

ଲେଡି ଗାଗାଙ୍କ କୁକୁରକୁ ମାରିଥିଲେ ଗୁଳି, ଦୋଷୀଙ୍କୁ ମିଳିଲା ୨୧ ବର୍ଷର କାରାଦଣ୍ଡ

ହଲିଉଡ ଗାୟକ ଲେଡି ଗାଗାଙ୍କ କୁକୁରକୁ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ୨୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୨୧ରେ ଏହି ଘଟଣା ଘଟିଥିବା ବେଳେ ଏବେ ଏହାର ରାୟ ଆସିଛି। ଅଭିଯୁକ୍ତଜଣଙ୍କ ହେଲେ ଜେମ୍ସ ହାଓ୍ବାର୍ଡ ଜ୍ୟାକ୍‌ସନ। ଗତ ବର୍ଷ...

‘ତାରକ୍‌ ମେହେତା କା ଉଲଟା ଚଷମା’ ଛାଡ଼ିଲେ ‘ଟପ୍ପୁ’

ବମ୍ବେ: ଦୀର୍ଘ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି ‘ତାରକ ମେହେତାଙ୍କ ଉଲଟା ଚଷମା’। ହେଲେ ଜଣଙ୍କ ପରେ ଜଣେ ଅଭିନେତା ଶୋ’ରୁ ବିଦାୟ ନେଉଥିବା ଦେଖାଯାଉଛି। ଏବେ ଏହି ତାଲିକାରେ ‘ଟପ୍ପୁ’ ଭୂମିକାରେ ନଜର ଆସୁଥିବା ରାଜ୍‌ ଅନାଦକଟଙ୍କ...

ବିଗ୍‌ବସ୍‌ର ଦୁଇ ପ୍ରତିଯୋଗୀଙ୍କୁ ମିଳିଲା ଏକତା କପୁରଙ୍କ ବଡ଼ ଅଫର୍‌!

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ନାଗିନ୍‌’ ଗୋଟିଏ। ୨୦୧୫ରେ ଏହା ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଏହାର ୬ ସିଜନ୍‌ ଆସିଥିବା ବେଳେ ସବୁଗୁଡ଼ିକୁ ଦର୍ଶକଙ୍କ ଭଲପାଇବା ମିଳୁଛି। ଏଥିଯୋଗୁ ନିର୍ମାତା ତଥା ନିର୍ଦ୍ଦେଶକ ଏକତା କପୁର...

ପରେଶ ରାଓ୍ବଲଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କଲା ପୋଲିସ

କୋଲକାତା,୬।୧୨: ବଙ୍ଗାଳିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି ଭାଜପା ନେତା ତଥା ବଲିଉଡ୍‌ ଅଭିନେତା ପରେଶ ରାଓ୍ବଲ। ତାଙ୍କର ବିବାଦୀୟ ବୟାନକୁ ନେଇ କୋଲକାତା ପୋଲିସ ମଙ୍ଗଳବାର ପରେଶ ରାୱଲଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri